• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ
ଆସାମ ବ୍ରହ୍ମପୁତ୍ର ନଦୀରେ ବଡ଼ ଧରଣର ଅଘଟଣ, ମୁହାଁମୁହିଁ ଧକ୍କା ହେଲା ଦୁଇଟି ଡ଼ଙ୍ଗା, ଅନେକ ଲୋକ ନିଖୋଜ

ଆସାମ ବ୍ରହ୍ମପୁତ୍ର ନଦୀରେ ବଡ଼ ଧରଣର ଅଘଟଣ, ମୁହାଁମୁହିଁ ଧକ୍କା ହେଲା ଦୁଇଟି ଡ଼ଙ୍ଗା, ଅନେକ ଲୋକ ନିଖୋଜ

Assam Boat Collision: ବ୍ରହ୍ମପୁତ୍ର ନଦୀରେ ଦୁଇଟି ଡ଼ଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ଏହି ଦୁଇଟି ଡଙ୍ଗାରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ ।

Sep 8, 2021, 07:36 PM IST
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଭାରତ ସୀମାରେ ନିଜର କମାଣ୍ଡୋଙ୍କୁ ବଦଳାଇଲେ ଚୀନ୍ ଓ ପାକିସ୍ତାନ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଭାରତ ସୀମାରେ ନିଜର କମାଣ୍ଡୋଙ୍କୁ ବଦଳାଇଲେ ଚୀନ୍ ଓ ପାକିସ୍ତାନ

ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା LAC ର ଦାୟିତ୍ୱରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ LoC ରେ କମାଣ୍ଡର ବଦଳାଇଛି । 

Sep 8, 2021, 05:49 PM IST
ଫୁଟୁଥିବା ପାଣି କଢ଼େଇରେ ହାତ ଯୋଡ଼ି ବସିଛନ୍ତି ଶିଶୁ, ଦେଖନ୍ତୁ ଭାଇରଲ ଭିଡ଼ିଓ

ଫୁଟୁଥିବା ପାଣି କଢ଼େଇରେ ହାତ ଯୋଡ଼ି ବସିଛନ୍ତି ଶିଶୁ, ଦେଖନ୍ତୁ ଭାଇରଲ ଭିଡ଼ିଓ

ସୋସିଆଲ ମିଡିଆରେ (Social Media) ଜଣେ ଶିଶୁର ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଭାଇରାଲ ହେଉଛି । ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ପିଲାଟି ଏକ ଫୁଟୁଥିବା ପାଣି କଢ଼େଇରେ ହାତଯୋଡ଼ି ବସିଛନ୍ତି ।

Sep 8, 2021, 05:31 PM IST
ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ

ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ

ତାଲିବାନ ସରକାର (Taliban Govt) ଗଠନ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ବୟାନରୁ ଜଣାପଡୁଛି ଯେ ସେ ଏଥିପାଇଁ ଚିନ୍ତିତ ଅଛନ୍ତି । 

Sep 8, 2021, 04:11 PM IST
ମୋଦି ସରକାରଙ୍କ କୃଷକମାନଙ୍କୁ ଗିଫ୍ଟ! ବୃଦ୍ଧି ହେଲା ରବି ଫସଲ ପାଇଁ MSP

ମୋଦି ସରକାରଙ୍କ କୃଷକମାନଙ୍କୁ ଗିଫ୍ଟ! ବୃଦ୍ଧି ହେଲା ରବି ଫସଲ ପାଇଁ MSP

Cabinet Decision: ଟେକ୍ସଟାଇଲ୍ କ୍ଷେତ୍ର ପାଇଁ ୧୦୬୮୩ କୋଟି ଟଙ୍କାର ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭ୍ (PLI) ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି ।  

Sep 8, 2021, 03:44 PM IST
ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

ଖବର ଅନୁସାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ମଧ୍ୟ ଦାମୋହ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଜାବେରା ପୋଲିସ ଷ୍ଟେସନ ଅଞ୍ଚଳର ବାନିଆ ଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ଦାମୋହ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମାଗିଛି । 

Sep 8, 2021, 03:14 PM IST
BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ

BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ

ଏକ ନୂତନ ପ୍ଲାଟଫର୍ମର ସୃଷ୍ଟିରୁ ସବସିଡିଯୁକ୍ତ LPG ପରିଚାଳନାକୁ ଅଲଗା ଭାବେ ଚଳାଇବାରେ ସାହାଯ୍ୟ ମିଳିବ । 

Sep 8, 2021, 03:02 PM IST
ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବଦଳିଯିବ ଆପଣଙ୍କର ATM ଓ କ୍ରେଡିଟ୍ କାର୍ଡ ସହ ଜଡ଼ିତ ନିୟମ, ନ ଜାଣିଲେ ବଡ଼ ଅସୁବିଧାରେ ପଡ଼ିପାରନ୍ତି ଆପଣ

ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବଦଳିଯିବ ଆପଣଙ୍କର ATM ଓ କ୍ରେଡିଟ୍ କାର୍ଡ ସହ ଜଡ଼ିତ ନିୟମ, ନ ଜାଣିଲେ ବଡ଼ ଅସୁବିଧାରେ ପଡ଼ିପାରନ୍ତି ଆପଣ

ନିୟମ ଅନୁସରଣ କରିବା ପାଇଁ କାର୍ଡ ନେଟୱାର୍କ ଦାୟୀ ରହିବ । CoFT ମୋବାଇଲ୍, ଲାପଟପ୍, ଡେସ୍କଟପ୍ ସ୍ମାର୍ଟ ୱାଚ୍ ଇତ୍ୟାଦି ମାଧ୍ୟମରେ କରାଯାଇଥିବା ପେମେଣ୍ଟ ଉପରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ ।

Sep 8, 2021, 12:15 PM IST
ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମଙ୍ଗଳବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ  ଘଟିଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଥିଲା ।

Sep 8, 2021, 11:23 AM IST
ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ

ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ

ପଞ୍ଜଶୀର (Panjshir) ରେ ତାଲିବାନ (Taliban) ସହ ଲଢୁଥିବା ଏନଆରଏଫଏର ବୈଦେଶିକ ବ୍ୟାପାର ମୁଖ୍ୟ ଅଲି ମୈସମ ନାଜରୀ କହିଛନ୍ତି ଯେ ତାଲିବାନର ବିଜୟ ଦାବି ମିଛ ଓ NIFA ବାହିନୀ ଲଢେଇ ଜାରି ରଖିଛନ୍ତି । ଅନ୍ୟପଟେ ଅହମ୍ମଦ ମାସୁଦ (Ahmed Masood) ଏକ ଟ୍ୱିଟର ବାର୍ତ୍ତାରେ କହିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି ।

Sep 8, 2021, 10:41 AM IST
ତାଲିବାନ ସରକାର ଗଠନ ସମାରୋହରେ ୬ ଦେଶକୁ ମିଳିଛି ନିମନ୍ତ୍ରଣ

ତାଲିବାନ ସରକାର ଗଠନ ସମାରୋହରେ ୬ ଦେଶକୁ ମିଳିଛି ନିମନ୍ତ୍ରଣ

ଅନ୍ୟ ଦେଶ ପରି ଆଫଗାନିସ୍ତାନ ସହ ଋଷର କୂଟନୈତିକ ସମ୍ପର୍କ ରହିଛି। ‘Moscow Format’ ମାଧ୍ୟରେ  ବୁଝାମଣା ଜାରି ରଖିଛି। ୨୦୧୭ ମସିହାରେ ୬ ଦେଶୀୟ କମିଟ ଗଠନ କରାଯାଇଥିଲା। ଏଥିରେ ଆଫଗାନ ସମତେ ଭାରତ, ପାକିସ୍ତାନ, ଚୀନ, ଇରାକ, ଋଷ ଥିଲେ। 

Sep 8, 2021, 10:02 AM IST
ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୩୬୯ ସଂକ୍ରମିତ

ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୩୬୯ ସଂକ୍ରମିତ

Coronavirus in India: ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୮୭୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । 

Sep 8, 2021, 09:41 AM IST
ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

Sep 8, 2021, 09:03 AM IST
ଆଫଗାନରେ ସରକାର ଗଢ଼ିଲା ତାଲିବାନ, ଦେଶ ଚଳାଇବେ ଏହି ୫ ଇନାମୀ ଆତଙ୍କବାଦୀ

ଆଫଗାନରେ ସରକାର ଗଢ଼ିଲା ତାଲିବାନ, ଦେଶ ଚଳାଇବେ ଏହି ୫ ଇନାମୀ ଆତଙ୍କବାଦୀ

ଆଫଗାନିସ୍ତାନରେ ଗଢ଼ାହେବାକୁ ଯାଉଛି ତାଲିବାନର ନୂଆ ସରକାର। ଏଥିରେ ଅଣ୍ଡର ଡଗ୍ ଭାବରେ ଆସି ଛକା ମାରିଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ। ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ମିଳିଛି। ସେ ତାଲିବାନର ସର୍ବୋଚ୍ଚ ନିଷ୍ପତ୍ତି ନେବା ସଂସ୍ଥା 'ରେହବାରୀ ଶୁରା'ର ମୁଖ୍ୟ ଦାୟିତ୍ୱ ମଧ୍ୟ ତୁଲାଇବେ। 

Sep 8, 2021, 08:11 AM IST
ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?

ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?

ନୂତନ ତାଲିବାନ ସରକାରରେ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

Sep 7, 2021, 11:00 PM IST
ଏହିପରି ରାସନ କାର୍ଡରେ ଯୋଡ଼ନ୍ତୁ ନିଜ ପରିବାର ସଦସ୍ୟଙ୍କ ନାମ, ମାଗଣାରେ ମିଳିବ ଏସବୁ ସୁବିଧା

ଏହିପରି ରାସନ କାର୍ଡରେ ଯୋଡ଼ନ୍ତୁ ନିଜ ପରିବାର ସଦସ୍ୟଙ୍କ ନାମ, ମାଗଣାରେ ମିଳିବ ଏସବୁ ସୁବିଧା

Ration Card Latest Updates: ରାସନ କାର୍ଡ (Ration Card) ମାଧ୍ୟମରେ ମାଗଣାରେ ଓ ଶସ୍ତା ଦରରେ ରାସନ ମିଳିଥାଏ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ....

Sep 7, 2021, 06:35 PM IST
ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ

ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ

ଲକ୍ଷ୍ନୌରେ ବ୍ରାହ୍ମଣ ସମାଜ ବିରୋଧରେ ନନ୍ଦ କୁମାର ବଘେଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ଏହି ସମାଜର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Sep 7, 2021, 04:38 PM IST
କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା

କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା

ଏ ସମ୍ପର୍କରେ ନିତିନ ପଟେଲଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ସପ୍ତମ ବେତନ ଆୟୋଗ ଅନୁଯାୟୀ ସରକାରୀ ଡାକ୍ତରଖାନାର ଯୋଗ୍ୟ ସେବା କରୁଥିବା ଡାକ୍ତର ତଥା ଜିଏମଆରଏସ ମେଡିକାଲ କଲେଜର ଶିକ୍ଷକମାନଙ୍କୁ ରାକ୍ଷୀର ଉପହାର ଭାବରେ ନନ୍-ପ୍ର୍ୟାକ୍ଟିସ ଅଲାଉନ୍ସ (NPA) କୁ ଅନୁମୋଦନ କରିଛନ୍ତି ।

Sep 7, 2021, 03:26 PM IST
ପଞ୍ଜଶୀର ଯୁଦ୍ଧ: ରାତିର ଅନ୍ଧାରରେ ତାଲିବାନର ୫ଟି ଠିକଣା ଉପରେ କରାଗଲା ଏୟାର ଷ୍ଟ୍ରାଇକ୍, ବ୍ୟାପକ କ୍ଷୟକ୍ଷତି ସହ ଅନେକ ଆତଙ୍କୀ ନିହତ

ପଞ୍ଜଶୀର ଯୁଦ୍ଧ: ରାତିର ଅନ୍ଧାରରେ ତାଲିବାନର ୫ଟି ଠିକଣା ଉପରେ କରାଗଲା ଏୟାର ଷ୍ଟ୍ରାଇକ୍, ବ୍ୟାପକ କ୍ଷୟକ୍ଷତି ସହ ଅନେକ ଆତଙ୍କୀ ନିହତ

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବିଳମ୍ବିତ ରାତିରେ ତାଲିବାନର ୫ଟି ଠିକଣା ଉପରେ ଆକ୍ରମଣ କରାଯାଇଥିଲା । 

Sep 7, 2021, 12:48 PM IST
ଶିକ୍ଷକ ପର୍ବ-୨୦୨୧: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଶିକ୍ଷକ ପର୍ବ-୨୦୨୧: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଶିକ୍ଷକ ପର୍ବ-୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଶିକ୍ଷକ ପର୍ବ-୨୦୨୧ ଅବସରରେ ଅନେକ ନୂତନ ଯୋଜନା ଆରମ୍ଭ ହୋଇଛି। ଏହି ପଦକ୍ଷେପଗୁଡିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶ ବର୍ତ୍ତମାନ ସ୍ୱାଧୀନତାର ଆମୃତ ମହୋତ୍ସବ ପାଳନ କରୁଛି।

Sep 7, 2021, 12:08 PM IST