ଧୋନିଙ୍କ ଅବସର ନେଇ ଏମିତି କହିଲେ ଗମ୍ଭୀର

ଧୋନିଙ୍କ ଅବସର ନେଇ ଏମିତି କହିଲେ ଗମ୍ଭୀର

ଗମ୍ଭୀରଙ୍କ କହିବା କଥା ହେଲା, ଏମଏସ ଏବେ ଭଲ ଫର୍ମରେ ଅଛନ୍ତି । ଖେଳର ମଜା ନେଉଛନ୍ତି । ଯଦି ତାଙ୍କୁ ମନେହେଉଛି, ସେ ଏବେ ମଧ୍ୟ ଖେଳି ଦେଶକୁ ବିଜୟ ଦେଇପାରିବେ, ତେବେ ଖେଳିବା ଦରକାର । 

Jul 26, 2020, 02:52 PM IST
ବଡ଼ ଭାଇ ସଂକ୍ରମିତ ଜାଣି କୋରୋନା ଟେଷ୍ଟ କଲେ 'ଦାଦା', ଜାଣନ୍ତୁ କ'ଣ ଆସିଲା ରିପୋର୍ଟ...

ବଡ଼ ଭାଇ ସଂକ୍ରମିତ ଜାଣି କୋରୋନା ଟେଷ୍ଟ କଲେ 'ଦାଦା', ଜାଣନ୍ତୁ କ'ଣ ଆସିଲା ରିପୋର୍ଟ...

ବଡ଼ ଭାଇ ତଥା ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନର ସଚିବ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ ଧୀରେ ଧୀରେ ସୁସ୍ଥ ହେଲେଣି ।

Jul 26, 2020, 02:32 PM IST
କାର୍ଗିଲ ବିଜୟ ଦିବସ: ଅଭୁଲା କାହାଣୀ ୬୦ ଦିନର

କାର୍ଗିଲ ବିଜୟ ଦିବସ: ଅଭୁଲା କାହାଣୀ ୬୦ ଦିନର

ଏହି ଯୁଦ୍ଧ ମାଧ୍ୟମରେ ପାକିସ୍ତାନ କାଶ୍ମୀର ଏବଂ ଲଦାଖକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ସହିତ ସିଆଚିନକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଥିଲା। ଏଥି ସହିତ ସିଆଚେନ୍ ଗ୍ଲାସିଅରରୁ ଭାରତୀୟ ସେନାକୁ ହଟାଇବା ପାକିସ୍ତାନର ଲକ୍ଷ୍ୟ ଥିଲା। 

Jul 26, 2020, 01:30 PM IST
ଲଞ୍ଚ ହେଲା ସୁପ୍ରିମକୋର୍ଟ ଆପ୍, ଗୋଟିଏ କ୍ଲିକରେ ମିଳିଯିବ ସମସ୍ତ ସୂଚନା

ଲଞ୍ଚ ହେଲା ସୁପ୍ରିମକୋର୍ଟ ଆପ୍, ଗୋଟିଏ କ୍ଲିକରେ ମିଳିଯିବ ସମସ୍ତ ସୂଚନା

କୋର୍ଟ ପକ୍ଷରୁ କୁହାଯାଇଛି, ଏହି ଆପ୍ ସୁପ୍ରିମକୋର୍ଟର ଅଫିସିଆଲ ୱେବସାଇଟ ଓ ଆପଲ ଷ୍ଟୋରରେ ଉବଲବ୍ଧ ରହିଛି ।

Jul 26, 2020, 11:51 AM IST
Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ

Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ

ଆଗାମୀ ଦିନରେ ଡିଜିଟାଲ ଅଦାଲତ (Digital Court Room) ନିୟମିତ ଅଦାଲତର ସ୍ଥାନ ନେବ କି ? ଆଇନଜୀବୀ ଓ ମହକିଲଙ୍କ ଏହି ଚିନ୍ତାଧାରା ଉପରେ ବିରାମ ଲଗାଇଛନ୍ତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ।

Jul 26, 2020, 11:29 AM IST
୩୨ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ

୩୨ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ

ଦେଶରେ ଏପର୍ଯ୍ୟନ୍ତ ୧୩ଲକ୍ଷ ୮୫ ହଜାର ୫୨୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୨ ହଜାର ୬୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

Jul 26, 2020, 10:12 AM IST
'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'

'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'

ଅଗଷ୍ଟ ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ଥର ଲେଖାଏଁ ହନୁମାନ ଚାଳିସା ପାଠ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ତାଙ୍କ କହିବା କଥା, ଏପରି କଲେ କୋରୋନା ଭାଇରସ ଦୁନିଆରୁ ସମାପ୍ତ ହୋଇଯିବ ।

Jul 26, 2020, 09:55 AM IST
ମହାରାଷ୍ଟ୍ରରେ ଗୋଟିଏ ଦିନରେ ଗଡ଼ିଲାଣି ୨୫୭ ମୁଣ୍ଡ, ପଜିଟିଭ ମାମଲା ଛୁଇଁଲା ୩,୬୬,୩୬୮

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଗଡ଼ିଲାଣି ୨୫୭ ମୁଣ୍ଡ, ପଜିଟିଭ ମାମଲା ଛୁଇଁଲା ୩,୬୬,୩୬୮

ମୁମ୍ବାଇ ଅପେକ୍ଷା ପୁଣେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୯୧୩ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୯,୩୭୦କୁ ବୃଦ୍ଧି ପାଇଛି ।

Jul 25, 2020, 10:42 PM IST
ଭାରତୀୟ ସେନା ଓ କାଶ୍ମୀରକୁ ନେଇ ବିବାଦୀୟ ଟ୍ୱିଟ, ଜେଏନୟୁ ଛାତ୍ରଙ୍କ ବିରୋଧରେ FIR

ଭାରତୀୟ ସେନା ଓ କାଶ୍ମୀରକୁ ନେଇ ବିବାଦୀୟ ଟ୍ୱିଟ, ଜେଏନୟୁ ଛାତ୍ରଙ୍କ ବିରୋଧରେ FIR

ସାଜିଦ ଭାରତୀୟ ସେନା ବିରୋଧରେ ଓ କାଶ୍ମୀରକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲା । ଆଉ ଏହାପରେ ତା ବିରୋଧରେ IPCର ଧାରା 153A ଓ 504 ଅନୁଯାୟୀ ଏଫଆଇର ରୁଜୁ କରାଯାଇଛି । 

Jul 25, 2020, 10:37 PM IST
 ଇତିହାସ ରଚିଲା 'ଦିଲ ବେଚାରା'

ଇତିହାସ ରଚିଲା 'ଦିଲ ବେଚାରା'

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ 'ଦିଲ ବେଚାରା' ଦେଖି ଅନେକ ଫ୍ୟାନ୍ସ ଇମୋସନାଲ ହୋଇପଡ଼ିଛନ୍ତି । ଫିଲ୍ମଟିକୁ ଗତକାଲି ସନ୍ଧ୍ୟା ୭ଟା ୩୦ରେ ରିଲିଜ କରିବାର ଥିଲା । କିନ୍ତୁ ଲୋକଙ୍କ ଆବେଗକୁ ଧ୍ୟାନରେ ରଖି ଧାର୍ଯ୍ୟ ସମୟର ଅଧଘଣ୍ଟା ପୂର୍ବରୁ ହିଁ ରିଲିଜ କରାଯାଇଥିଲା । 

Jul 25, 2020, 10:16 PM IST
୩୭୦ ଧାରା ଉଚ୍ଛେଦର ପ୍ରଥମ ବର୍ଷପୂର୍ତ୍ତୀ; ଦେଶବ୍ୟାପୀ 'ଏକ ଭାରତ, ଏକାତ୍ମ ଭାରତ' ଅଭିଯାନ ଚଳାଇବ ବିଜେପି

୩୭୦ ଧାରା ଉଚ୍ଛେଦର ପ୍ରଥମ ବର୍ଷପୂର୍ତ୍ତୀ; ଦେଶବ୍ୟାପୀ 'ଏକ ଭାରତ, ଏକାତ୍ମ ଭାରତ' ଅଭିଯାନ ଚଳାଇବ ବିଜେପି

ଚଳିଚ ବର୍ଷ ଅଗଷ୍ଟ ୫ ତାରିଖ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଲାଗି ବେଶ ସ୍ମରଣୀୟ ହେବାକୁ ଯାଉଛି ।

Jul 25, 2020, 08:50 PM IST
କାହିଁକି କଂଗ୍ରେସ ଛାଡୁଛନ୍ତି ଯୁବନେତା? ଗୁମର ଖୋଲିଲେ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ

କାହିଁକି କଂଗ୍ରେସ ଛାଡୁଛନ୍ତି ଯୁବନେତା? ଗୁମର ଖୋଲିଲେ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ

ଯୁବ କଂଗ୍ରେସ ନେତା କାହିଁକି ଦଳ ଛାଡୁଛନ୍ତି ତାହାର ଗୁମର ଖୋଲିଛନ୍ତି  ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ   ।

Jul 25, 2020, 08:15 PM IST
 ଆଧୁନିକ ହେବ ବାଲାଂଦେଶ ରେଳସେବା, ଟ୍ରାକରେ ଦୌଡିବ ଭାରତୀୟ ଇଞ୍ଜିନ

ଆଧୁନିକ ହେବ ବାଲାଂଦେଶ ରେଳସେବା, ଟ୍ରାକରେ ଦୌଡିବ ଭାରତୀୟ ଇଞ୍ଜିନ

ବାଲାଂଦେଶ ରେଳସେବାକୁ ଆଧୁନିକ କରିବାକୁ ପ୍ରୟାସ ଆରମ୍ଭ କରିଛି ବାଲାଂଦେଶ । 

Jul 25, 2020, 07:37 PM IST
ଶ୍ରମିକ ସ୍ପେଶାଲ ଟ୍ରେନ: ରେଳବାଇର ଖର୍ଚ୍ଚ ହୋଇଛି ୨୧୪୨ କୋଟି, ଆୟ କରିଛି ୪୨୯ କୋଟି

ଶ୍ରମିକ ସ୍ପେଶାଲ ଟ୍ରେନ: ରେଳବାଇର ଖର୍ଚ୍ଚ ହୋଇଛି ୨୧୪୨ କୋଟି, ଆୟ କରିଛି ୪୨୯ କୋଟି

ଲକ ଡାଉନ ବେଳେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳରୁ କେତେ ଲାଭ ଏବଂ କ୍ଷତି ହୋଇଛି  ସେ ବାବଦରେ ଗଣମାଧ୍ୟମକୁ ଜଣାଇଛି ଭାରତୀୟ ରେଳବାଇ। 

Jul 25, 2020, 07:14 PM IST
୪୦୦ ବର୍ଷ ପୁରୁଣା ଗଛକୁ ବଞ୍ଚାଇବା ପାଇଁ ହାଇୱେ ପ୍ରକଳ୍ପରେ କରାଗଲା ପରିବର୍ତ୍ତନ

୪୦୦ ବର୍ଷ ପୁରୁଣା ଗଛକୁ ବଞ୍ଚାଇବା ପାଇଁ ହାଇୱେ ପ୍ରକଳ୍ପରେ କରାଗଲା ପରିବର୍ତ୍ତନ

ଆଦିତ୍ୟ କହିଛନ୍ତି ଯେ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI) ସଡ଼କ ନିର୍ମାଣ ପ୍ରକଳ୍ପର ରାସ୍ତାକୁ ଆସୁଥିବା ଗଛଗୁଡ଼ିକୁ କାଟି ନଦେବାକୁ ନିଷ୍ପତ୍ତି ନେଇଛି । 

Jul 25, 2020, 07:06 PM IST
ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି, ସ୍ଥିତି ବାବଦରେ ସମୀକ୍ଷା କଲେ ରାଷ୍ଟ୍ରପତି

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି, ସ୍ଥିତି ବାବଦରେ ସମୀକ୍ଷା କଲେ ରାଷ୍ଟ୍ରପତି

ଆସାମ ବନ୍ୟା ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି।

Jul 25, 2020, 06:32 PM IST
ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କରିଥିଲେ ସାବୁନର ବିଜ୍ଞାପନ

ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କରିଥିଲେ ସାବୁନର ବିଜ୍ଞାପନ

ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ପିଲା ଛୁଆଙ୍କ ପ୍ରତିପୋଷଣ ପାଇଁ ଲୀଲା ଏକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରିଥିଲେ । ସେଠି ଛୁଆଙ୍କୁ ପାଠ ପଢ଼ାଇବା ସହ ନାଟକରେ ମଧ୍ୟ କାମ କରିଥିଲେ ଲୀଲା ।

Jul 25, 2020, 05:55 PM IST
ସୁନା-ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ସୁନା-ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୧୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୧,୦୫୦ ଟଙ୍କା ଥିଲା ।

Jul 25, 2020, 05:54 PM IST
VIDEO: ମାଧୁରୀଙ୍କ ସୁପରହିଟ ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ

VIDEO: ମାଧୁରୀଙ୍କ ସୁପରହିଟ ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ

ମୋନାଲିସା ଏହି ଭିଡିଓରେ ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । ସେ ନିଜେ ଯେତେ ସୁନ୍ଦର ଦେଖାଯାଉଛନ୍ତି, ତାଙ୍କ ଡ୍ୟାନ୍ସ ମଧ୍ୟ ସେମିତି ଚମତ୍କାର ଲାଗୁଛି ।

Jul 25, 2020, 05:53 PM IST