ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ; ଏଣିକି ରେଳ ଟିକେଟ ନୁହେଁ QR Code ମାଧ୍ୟମରେ କରିବେ ରେଳଯାତ୍ରା

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ; ଏଣିକି ରେଳ ଟିକେଟ ନୁହେଁ QR Code ମାଧ୍ୟମରେ କରିବେ ରେଳଯାତ୍ରା

ଏଣିକି ଟିକେଟ ବଦଳରେ QR Code ମାଧ୍ୟମରେ ରେଳଯାତ୍ରା କରିବେ ଯାତ୍ରୀ।

Jul 24, 2020, 06:50 PM IST
ରାଜଧାନୀରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ରାଜଧାନୀରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି ।

Jul 24, 2020, 06:19 PM IST
ଚଳିତ ଥର କିପରି ପାଳିତ ହେବ ସ୍ୱାଧିନତା ଦିବସ? ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଚଳିତ ଥର କିପରି ପାଳିତ ହେବ ସ୍ୱାଧିନତା ଦିବସ? ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କୋରୋନା ସଂକଟ ସମୟରେ ଚଳିତ ବର୍ଷର ସ୍ୱାଧିନତା ଦିବସ ପାଳନ କରିବାକୁ ନେଇ  ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି  । 

Jul 24, 2020, 06:09 PM IST
ହାଇଦ୍ରାବାଦ: ଏକାସାଙ୍ଗରେ ଜାଳି ଦେଲେ ୫୦ କୋରୋନା ରୋଗୀଙ୍କ ମୃତଦେହ

ହାଇଦ୍ରାବାଦ: ଏକାସାଙ୍ଗରେ ଜାଳି ଦେଲେ ୫୦ କୋରୋନା ରୋଗୀଙ୍କ ମୃତଦେହ

ପ୍ରକୃତରେ ଏହି ମାମଲା ଜୁନ୍ ୨୧ର ବୋଲି କୁହାଯାଉଛି । ହାଇଦ୍ରାବାଦର ESI ଶ୍ମଶାନରେ ସାମୂହିକ ଦାହ ସଂସ୍କାରର ଭିଡିଓ ଭାଇରାଲ ହୋଇଛି ।

Jul 24, 2020, 05:38 PM IST
ରାମ ମନ୍ଦିର ମାମଲା: ଭୂମି ପୂଜନ ଲାଗି ରାସ୍ତା ସଫା, କାର୍ଯ୍ୟକ୍ରମ ବନ୍ଦ କରିବା ଲାଗି ହୋଇଥିବା ଆବେଦନ କୋର୍ଟରେ ଖାରଜ

ରାମ ମନ୍ଦିର ମାମଲା: ଭୂମି ପୂଜନ ଲାଗି ରାସ୍ତା ସଫା, କାର୍ଯ୍ୟକ୍ରମ ବନ୍ଦ କରିବା ଲାଗି ହୋଇଥିବା ଆବେଦନ କୋର୍ଟରେ ଖାରଜ

ଭୂମି ପୂଜନ ରୋକିବା ଲାଗି  ହୋଇଥିବା ଆବେଦନକୁ ଖାରଜ କରିଛନ୍ତି  ଆହ୍ଲାବାଦ ହାଇକୋର୍ଟ। 

Jul 24, 2020, 05:36 PM IST
ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ସାଧାରଣତ ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହର କକ୍ଷପଥ ମଧ୍ୟରେ ଏହିପରି ବହୁ ସଂଖ୍ୟକ ଉଲକାପିଣ୍ଡ ମିଳିଥାଏ । କିନ୍ତୁ ପୃଥିବୀ ଦେଇ ଯାଉଥିବା ଉଲକାପିଣ୍ଡ କମ୍ ସଂଖ୍ୟକ ହୋଇଥାଏ । ଏପରି ପରିସ୍ଥିତିରେ ପୃଥିବୀ ନିକଟରେ ଏହି ଆଷ୍ଟେରଏଡଗୁଡିକ ଆସିବା ସହିତ ବିପଦ ବଢ଼ିଯାଏ ।

Jul 24, 2020, 04:43 PM IST
ବନ୍ୟାରେ ଧ୍ୱସ୍ତବିଧ୍ୱସ୍ତ ବିହାର; ୧୦ଟି ଜିଲ୍ଲାର ୭.୬୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ବନ୍ୟାରେ ଧ୍ୱସ୍ତବିଧ୍ୱସ୍ତ ବିହାର; ୧୦ଟି ଜିଲ୍ଲାର ୭.୬୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ପ୍ରଳୟଙ୍କାରୀ ବନ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ବିହାର ।

Jul 24, 2020, 03:45 PM IST
ରେଳ ଧାରଣାରେ  ବସି ଗୀତ ଶୁଣିବା  ହେଲା କାଳ, ଟ୍ରେନରେ କଟି ୩ ଯୁବକ ମୃତ

ରେଳ ଧାରଣାରେ ବସି ଗୀତ ଶୁଣିବା ହେଲା କାଳ, ଟ୍ରେନରେ କଟି ୩ ଯୁବକ ମୃତ

ରେଳ ଧାରଣାରେ ବସି ଗୀତ ଶୁଣିବା ବେଳେ ଟ୍ରେନରେ କଟିଯିବାରୁ ୩ ଯୁବକଙ୍କ ମୃତ୍ୟୁ ଘଟିଛି । 

Jul 24, 2020, 02:53 PM IST
ପାଇଲଟଙ୍କୁ ଆଶ୍ୱସ୍ତି

ପାଇଲଟଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏବେ ନୋଟିସ କାଏମ ରହିବ । କିନ୍ତୁ ବାଚସ୍ପତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । 

Jul 24, 2020, 01:49 PM IST
ଦଳ ବଦଳ ଆଇନ କ'ଣ ? ସହଜ ଭାଷାରେ ବୁଝିନିଅନ୍ତୁ...

ଦଳ ବଦଳ ଆଇନ କ'ଣ ? ସହଜ ଭାଷାରେ ବୁଝିନିଅନ୍ତୁ...

କ'ଣ ସେହି ଦଳ ବଦଳ ଆଇନ ? କେବେ ଏହି ଆଇନ ଆସିଥିଲା ? କାହିଁକି ଏପରି ଏକ ଆଇନ ଆସିବାର ଆବଶ୍ୟକତା ପଡ଼ିଥିଲା ? 

Jul 24, 2020, 01:27 PM IST
ବେଲଗାମ ଭାଇରସ୍, ଦିନକରେ ପାଖାପାଖି ୫୦ ହଜାର ଆକ୍ରାନ୍ତ ଚିହ୍ନଟ

ବେଲଗାମ ଭାଇରସ୍, ଦିନକରେ ପାଖାପାଖି ୫୦ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଏପର୍ଯ୍ୟନ୍ତ ୧୨ଲକ୍ଷ ୮୭ହଜାର ୯୪୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୦ ହଜାର ୬୦୧ ଜଣଙ୍କ ମୃତ୍ୟୁ ହେଲାଣି । 

Jul 24, 2020, 09:54 AM IST
ବାରାଣସୀର ଗଙ୍ଗା ଘାଟରେ ଧାର୍ମିକ ଆୟୋଜନ ଉପରେ କର ଆଦାୟ କରିବେ ଯୋଗୀ ସରକାର

ବାରାଣସୀର ଗଙ୍ଗା ଘାଟରେ ଧାର୍ମିକ ଆୟୋଜନ ଉପରେ କର ଆଦାୟ କରିବେ ଯୋଗୀ ସରକାର

ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ସମାଲୋଚନା କରିଛନ୍ତି । ବିରୋଧୀ ଦଳର କାଉନସିଲରମାନେ ମଧ୍ୟ ଅଧିକାରୀଙ୍କୁ ଭେଟି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Jul 23, 2020, 11:13 PM IST
ରାଜଧାନୀରେ ଆଉ ୧,୦୪୧ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩,୭୪୫

ରାଜଧାନୀରେ ଆଉ ୧,୦୪୧ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩,୭୪୫

ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୮,୮୯,୫୯୭ କୋରୋନା ଟେଷ୍ଟ କରାଯାଇଛି ।

Jul 23, 2020, 10:49 PM IST
ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ

ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ

ଷାଠିଏ ବର୍ଷ ପରେ ଲୋକେ ରୁଟି ଖାଇବାକୁ ନେଇ ଅସୁବିଧାର ସାମ୍ନା କରିପାରିନ୍ତି। 

Jul 23, 2020, 08:58 PM IST
ମନ୍ଦିର ଖୋଲିବାକୁ ନେଇ କଳି; ଶିବସେନା ଟାର୍ଗେଟରେ ବିଜେପି

ମନ୍ଦିର ଖୋଲିବାକୁ ନେଇ କଳି; ଶିବସେନା ଟାର୍ଗେଟରେ ବିଜେପି

ମନ୍ଦିର ଖୋଲିବା ପ୍ରସଙ୍ଗକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଶିବସେନା ।  

Jul 23, 2020, 08:24 PM IST
ବକ୍ରି ଇଦକୁ ନେଇ ସଜାଗ ଯୋଗୀ ସରକାର, ସାମ୍ପ୍ରଦାୟିକ ଉତ୍ତେଜନା ପ୍ରସାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବକ୍ରି ଇଦକୁ ନେଇ ସଜାଗ ଯୋଗୀ ସରକାର, ସାମ୍ପ୍ରଦାୟିକ ଉତ୍ତେଜନା ପ୍ରସାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବକ୍ରି ଇଦକୁ ନେଇ ସଜାଗ ହୋଇ ଉଠିଛନ୍ତି ଉତ୍ତର ପ୍ରଦଶରେ କ୍ଷମତାସୀନ ଯୋଗୀ ସରକାର । 

Jul 23, 2020, 07:44 PM IST
ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

କୋରୋନାରୁ ବଞ୍ଚିବା ଲାଗି ଆଲ୍ଲାଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ସମ୍ଭଲ ସଂସଦୀୟକ୍ଷେତ୍ରର ସମାଜବାଦ ପାର୍ଟି ସାଂସଦ ଡ.ଶଫିକୁର୍ର ରେହମାନ ବର୍କ ।

Jul 23, 2020, 07:19 PM IST
୬୨ ହଜାର ଛୁଇଁଲା ରୁପା ମୂଲ୍ୟ, ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

୬୨ ହଜାର ଛୁଇଁଲା ରୁପା ମୂଲ୍ୟ, ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି ହୋଇଛି । ଆଜି ରୁପା ମୂଲ୍ୟରେ ୩,୦୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୮,୯୫୦ ଟଙ୍କା ଥିଲା ।

Jul 23, 2020, 07:09 PM IST
ଡବ୍ଲ୍ୟୁଏଚଓ ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ବୟାନ; ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ହୋଇପାରିବ ନାହିଁ କୋଭିଡ୧୯ ଟୀକାକରଣ

ଡବ୍ଲ୍ୟୁଏଚଓ ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ବୟାନ; ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ହୋଇପାରିବ ନାହିଁ କୋଭିଡ୧୯ ଟୀକାକରଣ

ଆସନ୍ତା ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ କୋଭିଡ୧୯ ଟୀକାକରଣ  ସମ୍ଭବ ନୁହେଁ ବୋଲି କହିଛନ୍ତି ଡବ୍ଲ୍ୟୁଏଚଓ ବିଶେଷଜ୍ଞ।

Jul 23, 2020, 06:45 PM IST