ବନ୍ୟାରେ ଛାରଖାର ଆସାମ: ୨୪ ଜିଲ୍ଲାରେ ୨୪ ଲକ୍ଷରୁ  ଅଧିକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୧୦୦ ପାର

ବନ୍ୟାରେ ଛାରଖାର ଆସାମ: ୨୪ ଜିଲ୍ଲାରେ ୨୪ ଲକ୍ଷରୁ ଅଧିକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୧୦୦ ପାର

ବନ୍ୟା ଫଳରେ ଧ୍ୱଂସ୍ତବିଧ୍ୱସ୍ତ ହୋଇପଡିଛି ପୂର୍ବୋତ୍ତର ରାଜ୍ୟ ଆସାମ ।

Jul 21, 2020, 03:03 PM IST
ରାମ ମନ୍ଦିର ମାମଲାରେ କଂଗ୍ରେସର ଡାର୍ଟି ପଲିଟିକ୍ସ; ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ

ରାମ ମନ୍ଦିର ମାମଲାରେ କଂଗ୍ରେସର ଡାର୍ଟି ପଲିଟିକ୍ସ; ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ

ରାମ ମନ୍ଦିର ନିର୍ମାଣ ଲାଗି ହେବାକୁ ଯାଉଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।    

Jul 21, 2020, 02:27 PM IST
ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ରହିଛି ଏଭଳି ସ୍ଥିତି

ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ରହିଛି ଏଭଳି ସ୍ଥିତି

କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା। ଦିନକୁ ଦିନ ଲୋକଙ୍କ ସଚେତନ କାରଣରୁ ହେଉ ଉଲ୍ଲେଖନୀୟ ପଦକ୍ଷେପ ହେଉ, ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ତୁଳନାତ୍ମକ ଭାବେ ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମୋଟ ୯୫୪ ମାମଲା ସାମ୍ନାକୁ ଆସିଛି। ଫଳରେ ଦିଲ୍ଲୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୭୪୭ରେ ପହଞ୍ଚ

Jul 21, 2020, 12:37 PM IST
ଭାରତରେ ପରୀକ୍ଷଣ ହେବ ଅକ୍ସଫୋର୍ଡର ଟୀକା

ଭାରତରେ ପରୀକ୍ଷଣ ହେବ ଅକ୍ସଫୋର୍ଡର ଟୀକା

ଭାରତରେ ଟୀକା ପରୀକ୍ଷଣ କରିବ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

Jul 21, 2020, 11:27 AM IST
ରାମ ମନ୍ଦିର ଭୂମି ପୂଜା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ରାମ ମନ୍ଦିର ଭୂମି ପୂଜା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି ବାବରି ମସଜିଦ ମାମଲାକୁ ପୁଣିଥରେ ତାଜା କରିଛନ୍ତି । 

Jul 21, 2020, 11:26 AM IST
ପ୍ରଥମ ଥର ପାଇଁ ୪ ଲକ୍ଷ ଡେଇଁଲା ଆକ୍ଟିଭ କେସ୍

ପ୍ରଥମ ଥର ପାଇଁ ୪ ଲକ୍ଷ ଡେଇଁଲା ଆକ୍ଟିଭ କେସ୍

ଦେଶରେ ଏପର୍ଯ୍ୟନ୍ତ ୧୧ଲକ୍ଷ ୫୫ ହଜାର ୧୯୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୮ ହଜାର ୮୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

Jul 21, 2020, 10:07 AM IST
ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ

ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ

ଯେଉଁ ସମୟରେ ଉତ୍ତରପ୍ରଦେଶରେ ଲାଲଜୀ ଟଣ୍ଡନ ମନ୍ତ୍ରୀ ରହିଆସିଥିଲେ, ସେତେବେଳେ ପ୍ରତ୍ୟେକ ବର୍ଷ ତାଙ୍କ ହାତରେ ରାକ୍ଷୀ ବନ୍ଧୁଥିଲେ ମାୟାବତୀ । କିନ୍ତୁ ୨୦୦୩ ମସିହାରେ ବିଜେପି ଓ ବିଏସପି ମେଣ୍ଟ ଭାଙ୍ଗିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେବେଠୁ ଲାଲଜୀ ଟଣ୍ଡନଙ୍କ ହାତରେ ରକ୍ଷୀ ବାନ୍ଧିବା ଛାଡ଼ି ଦେଇଥିଲେ ମାୟାବତୀ । 

Jul 21, 2020, 09:45 AM IST
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିଧନ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିଧନ

କିଛି ଦିନ ହେଲା ମେନ୍ଦାତା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । 

Jul 21, 2020, 08:10 AM IST
ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

ରାଜଧାନୀବାସୀଙ୍କ ପାଇଁ ଭଲ ଖବର: କମୁଛି ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ଛୁଇଁଲା ୮୪.୭୮ ପ୍ରତିଶତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧,୭୮୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ସମୁଦାୟ ୧,୦୪,୯୧୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

Jul 20, 2020, 11:04 PM IST
ଗତ ବର୍ଷର ଭାଷଣକୁ ନେଇ ହୋଇଥିଲେ ଚର୍ଚ୍ଚିତ, ଏବର୍ଷ ମିଳିଲା ଦଳୀୟ ସଭାପତି ପଦ ପୁରସ୍କାର

ଗତ ବର୍ଷର ଭାଷଣକୁ ନେଇ ହୋଇଥିଲେ ଚର୍ଚ୍ଚିତ, ଏବର୍ଷ ମିଳିଲା ଦଳୀୟ ସଭାପତି ପଦ ପୁରସ୍କାର

ଗୁଜୁରାଟ ଏବଂ ଲଦାଖ ରାଜ୍ୟଶାଖା କମିଟି ଲାଗି ନୂତନ ସଭାପତି ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Jul 20, 2020, 08:45 PM IST
ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ୱକପ ଟୁର୍ନାମେଣ୍ଟ ଉପରେ ପୂର୍ବରୁ ବିପଦର ସଙ୍କେତ ଲାଗି ରହିଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଟି-20 ବିଶ୍ୱକପକୁ ନେଇ ଚିନ୍ତା ପ୍ରକାଶ କରିଥିଲା ।

Jul 20, 2020, 08:23 PM IST
କେବେଠୁ ଟ୍ରାକରେ ଦୌଡିବ ବିମାନ ସୁବିଧା ଥିବା ବିଳାସପୂର୍ଣ୍ଣ ଟ୍ରେନ? ଉତ୍ତର ରଖିଲା ରେଳବାଇ

କେବେଠୁ ଟ୍ରାକରେ ଦୌଡିବ ବିମାନ ସୁବିଧା ଥିବା ବିଳାସପୂର୍ଣ୍ଣ ଟ୍ରେନ? ଉତ୍ତର ରଖିଲା ରେଳବାଇ

ସରକାରୀ ପରେ ଏବେ ରେଳଯାତ୍ରୀଙ୍କୁ ଲାଗି ଉପଲବ୍ଧ ହେବାକୁ ଯାଉଛି ଘରୋଇ ଟ୍ରେନରେ ଯାତ୍ରା କରିବାର ସୁବିଧା ।

Jul 20, 2020, 08:07 PM IST
କୋରୋନା ମୁକାବିଲା: ପୁଣି ରାଜଧାନୀରେ ଲକ ଡାଉନ ଜାରି, ବାହାରକୁ ବାହାରିଲେ ରୁଜ୍ଜୁ ହେବ ମାମଲା

କୋରୋନା ମୁକାବିଲା: ପୁଣି ରାଜଧାନୀରେ ଲକ ଡାଉନ ଜାରି, ବାହାରକୁ ବାହାରିଲେ ରୁଜ୍ଜୁ ହେବ ମାମଲା

କୋରାନା ମୁକାବିଲା ଲାଗି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପୁଣି ଥରେ ଜାରି ହୋଇଛି ଲକଡାଉନ ।

Jul 20, 2020, 07:29 PM IST
ରାଜସ୍ଥାନ ରାଜନୈତିକ ସଂକଟ; ଫୋନ୍ ଟ୍ୟାପିଂ ଏବଂ ଘୋଡା ବେପାର ମାମଲାରେ ବିଜେପିକୁ ଘେରିଲା ଶିବସେନା

ରାଜସ୍ଥାନ ରାଜନୈତିକ ସଂକଟ; ଫୋନ୍ ଟ୍ୟାପିଂ ଏବଂ ଘୋଡା ବେପାର ମାମଲାରେ ବିଜେପିକୁ ଘେରିଲା ଶିବସେନା

ରାଜସ୍ଥାନ ରାଜନୈତିକ ସଂକଟ ପ୍ରସଙ୍ଗରେ ବିଜେପିକୁ ଘେରିଛି ଶିବସେନା ।

Jul 20, 2020, 06:56 PM IST
ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ

ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ

ଅଯୋଧ୍ୟା୍ ଭୂମି ପୂଜନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

Jul 20, 2020, 06:16 PM IST

ରାଜଧାନୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ରାଜଧାନୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୪୨ ପଇସାର ହ୍ରାସ ଘଟିଛି । 

Jul 20, 2020, 05:56 PM IST
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି

ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି । 

Jul 20, 2020, 05:48 PM IST
ପୁଣି ସୁନା ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ପୁଣି ସୁନା ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପଟେ ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୨୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୩,୧୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୨,୯୧୦ ଟଙ୍କା ଥିଲା ।

Jul 20, 2020, 05:42 PM IST
କୋରୋନା ଗୋଷ୍ଠୀ ସଂକ୍ରମଣ ମାମଲା; ଅଭିଯୋଗକୁ ଖଣ୍ଡନ କଲା ଆଇଏମଏ

କୋରୋନା ଗୋଷ୍ଠୀ ସଂକ୍ରମଣ ମାମଲା; ଅଭିଯୋଗକୁ ଖଣ୍ଡନ କଲା ଆଇଏମଏ

ଦେଶରେ କୋରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ଆଇଏମଏ ।

Jul 20, 2020, 05:07 PM IST