ରାମ ମନ୍ଦିରର ମଡେଲରେ ହେବ ପରିବର୍ତ୍ତନ, ୩ ବର୍ଷରେ ଶେଷ ହେବ ନିର୍ମାଣ

ରାମ ମନ୍ଦିରର ମଡେଲରେ ହେବ ପରିବର୍ତ୍ତନ, ୩ ବର୍ଷରେ ଶେଷ ହେବ ନିର୍ମାଣ

ପ୍ରାୟ ସାଢେ ୩ ବର୍ଷ ମଧ୍ୟରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ।

Jul 19, 2020, 06:46 PM IST
ମନ୍ଦିର ନିର୍ମାଣ: ଏହି ତାରିଖରୁ ଚାନ୍ଦା ଅଭିଯାନ ଚଳାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ

ମନ୍ଦିର ନିର୍ମାଣ: ଏହି ତାରିଖରୁ ଚାନ୍ଦା ଅଭିଯାନ ଚଳାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ

ମନ୍ଦିର ନିର୍ମାଣ ଲାଗି ଆଗାମୀ ଦିନରେ ଚାନ୍ଦା ଅଭିଯାନ ଚଳାଇବାକୁ ଯୋଜନା କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ।

Jul 19, 2020, 06:21 PM IST
ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୨,୯୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୨,୯୦୦ ଟଙ୍କା ଥିଲା ।

Jul 19, 2020, 05:50 PM IST
କୋରୋନା ମୁକାବିଲା: ପ୍ରବାସୀ ଶ୍ରମିକଙ୍କ ଲାଗି ୧.୬୧ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ

କୋରୋନା ମୁକାବିଲା: ପ୍ରବାସୀ ଶ୍ରମିକଙ୍କ ଲାଗି ୧.୬୧ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ

କୋରୋନା ସଂକଟ ବେଳେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲାଗି ଅଣ୍ଟାଭିଡିଛି ଭାରତୀୟ ରେଳବାଇ ।   

Jul 19, 2020, 05:09 PM IST
ଆରମ୍ଭ ହେଲା କେଦାରନାଥ ଧାମ୍ ଯାତ୍ରା, କିନ୍ତୁ ଏହି କାରଣରୁ ଅସନ୍ତୁଷ୍ଟ ଅଛନ୍ତି ତୀର୍ଥଯାତ୍ରୀ

ଆରମ୍ଭ ହେଲା କେଦାରନାଥ ଧାମ୍ ଯାତ୍ରା, କିନ୍ତୁ ଏହି କାରଣରୁ ଅସନ୍ତୁଷ୍ଟ ଅଛନ୍ତି ତୀର୍ଥଯାତ୍ରୀ

ବାସ୍ତବରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା କେବଳ ରାଜ୍ୟବାସୀଙ୍କୁ ଚଳିତ ବର୍ଷ କେଦାରନାଥ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଉତ୍ତରାଖଣ୍ଡରୁ ବାହାର ଓ କୋରୋନା ଭାଇରସ ହଟସ୍ପଟର ଲୋକମାନେ ମହାମାରୀ କାରଣରୁ ଚଳିତ ବର୍ଷ କେଦାରନାଥ ପରିଦର୍ଶନ କରିପାରିବେ ନାହିଁ । 

Jul 19, 2020, 04:36 PM IST
ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ହଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଏହାର ଗୋଟିଏ କାରଣ ହେଉଛି କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ସେ ଘରୋଇ କ୍ରିକେଟ୍ ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିପାରିନଥିଲେ ।

Jul 19, 2020, 04:14 PM IST
ବଦଳିପାରେ ରାଜନୀତି: ୨ ବିଟିପି ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ବଦଳିପାରେ ରାଜନୀତି: ୨ ବିଟିପି ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜସ୍ଥାନରେ କ୍ଷମତାସୀନ ଥିବା କଂଗ୍ରେସ ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ୨ ବିଟିପି ବିଧାୟକ । 

Jul 19, 2020, 04:04 PM IST
ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, Twitterରେ ଫଲୋୟର୍ସ ସଂଖ୍ୟା ୬ କୋଟି ପାର୍

ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, Twitterରେ ଫଲୋୟର୍ସ ସଂଖ୍ୟା ୬ କୋଟି ପାର୍

ନିଜେ ମୋଦି ୨ ହଜାର ୩୫୪ ଜଣଙ୍କୁ ଫଲୋ କରୁଛନ୍ତି । 

Jul 19, 2020, 03:13 PM IST
 ଭାରୀବର୍ଷାରେ ଭିଜିଲା ଦିଲ୍ଲୀ, ଜଳବନ୍ଦୀ ହୋଇପଡିଲା ଡିଟିଏସ ବସ

ଭାରୀବର୍ଷାରେ ଭିଜିଲା ଦିଲ୍ଲୀ, ଜଳବନ୍ଦୀ ହୋଇପଡିଲା ଡିଟିଏସ ବସ

ଭାରୀବର୍ଷା ପରେ ଦିଲ୍ଲୀର ବିଭିନ୍ନସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । 

Jul 19, 2020, 02:59 PM IST
ଦିଲ୍ଲୀରେ ପ୍ରଥମ ଥର ଦେଖିବାକୁ ମିଳିଲା ବର୍ଷାର ଏପରି ତାଣ୍ଡବ, ଦେଖନ୍ତୁ କେମିତି ଭୁଷୁଡ଼ି ପଡ଼ିଲା ଘର

ଦିଲ୍ଲୀରେ ପ୍ରଥମ ଥର ଦେଖିବାକୁ ମିଳିଲା ବର୍ଷାର ଏପରି ତାଣ୍ଡବ, ଦେଖନ୍ତୁ କେମିତି ଭୁଷୁଡ଼ି ପଡ଼ିଲା ଘର

 ଦିଲ୍ଲୀରେ ଆଜି ସକାଳରୁ ବର୍ଷା ଜାରି ରହିଛି । ଏହି ସମୟ ମଧ୍ୟରେ ଆଇଟିଓ, ମାଣ୍ଟୋ ବ୍ରିଜ୍ ଇତ୍ୟାଦି ସ୍ଥାନରେ ଜଳ ଭରି ଯାଇଛି ।

Jul 19, 2020, 02:41 PM IST
ପ୍ରଳୟଙ୍କାରୀ ବନ୍ୟାରେ ଆସାମ ଧ୍ୱସ୍ତବିଧ୍ୱସ୍ତ, ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି

ପ୍ରଳୟଙ୍କାରୀ ବନ୍ୟାରେ ଆସାମ ଧ୍ୱସ୍ତବିଧ୍ୱସ୍ତ, ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି

ପ୍ରଳୟଙ୍କାରୀ ବନ୍ୟାରେ ଧ୍ୱଂସ୍ତବିଧ୍ୱସ୍ତ ହୋଇପଡିଛି ପୂର୍ବୋତ୍ତର ରାଜ୍ୟ ଆସାମ ।

Jul 19, 2020, 01:51 PM IST
ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ

ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ଟାରୁ ଦ୍ୱିପହର ୧.୧୦ମିନିଟ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ ।

Jul 19, 2020, 12:57 PM IST
ଆଗକୁ ସମ୍ଭାଳି ହେବ ତ ? ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ଆଗକୁ ସମ୍ଭାଳି ହେବ ତ ? ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଏପର୍ଯ୍ୟନ୍ତ ୧୦ଲକ୍ଷ ୭୭ ହଜାର ୬୧୮ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୬ ହଜାର ୮୧୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

Jul 19, 2020, 10:17 AM IST
 ଏହି ମାମଲାରେ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ଏହି ମାମଲାରେ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ରାଜସ୍ଥାନ ପୋଲିସର ଭ୍ରଷ୍ଟାଚାରୀ ନିରୋଧୀ ବ୍ୟୁରୋ(ଏସିବି) ଉଭୟ ଅଡିଓ କ୍ଲିପ ମାମଲାରେ ଭ୍ରଷ୍ଟାଚାର ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି ।

Jul 19, 2020, 08:50 AM IST
ବିଦ୍ରୋହ ମଧ୍ୟରେ ଏମିତି ଏକ ଟ୍ୱିଟ କଲେ ପାଇଲଟ...

ବିଦ୍ରୋହ ମଧ୍ୟରେ ଏମିତି ଏକ ଟ୍ୱିଟ କଲେ ପାଇଲଟ...

ଏବେ ରାଜସ୍ଥାନ ପଲିଟିକ୍ସ ଉପରେ ସମଗ୍ର ଦେଶର ନଜର ରହିଛି । ଗେହଲଟ ସରକାରଙ୍କୁ ଭାଙ୍ଗିବା ପାଇଁ ପାଇଲଟ ଉଦ୍ୟମ କରୁଥିବା ଅଭିଯୋଗ ରହିଛି ।

Jul 19, 2020, 07:36 AM IST
'ଏପରି ଭୟଙ୍କର ଆକ୍ରମଣ ହେବ ଯେ ଭବିଷ୍ୟତରେ ଯୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ: ୟୁଏସଏ

'ଏପରି ଭୟଙ୍କର ଆକ୍ରମଣ ହେବ ଯେ ଭବିଷ୍ୟତରେ ଯୁଦ୍ଧ କରିବା ପୂର୍ବରୁ ଚିନ୍ତା କରିବ ଚୀନ: ୟୁଏସଏ

ବେଆଇନ ସାମରିକ କାର୍ଯ୍ୟକଳାପକୁ ଚୀନକୁ ଖୋଲାଖୋଲି ଧମକ ଦେଇଛି ୟୁଏସଏ।

Jul 18, 2020, 09:02 PM IST
ଆସାମ ବନ୍ୟା: ବନ୍ୟା କାରଣରୁ ବେଘର ହୋଇ ପଡିଛନ୍ତି ବନ୍ୟପ୍ରାଣୀ

ଆସାମ ବନ୍ୟା: ବନ୍ୟା କାରଣରୁ ବେଘର ହୋଇ ପଡିଛନ୍ତି ବନ୍ୟପ୍ରାଣୀ

ଆସାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା କାରଣରୁ ରାଜ୍ୟରେ ଅବସ୍ଥିତ ଦେଶରେ ପ୍ରମୁଖ ଜାତୀୟ ଉଦ୍ୟାନ କାଜିରଙ୍ଗାର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇପଡିଛି।

Jul 18, 2020, 08:25 PM IST
କରୋନା ସଂକଟ: ହରିଦ୍ୱାର-ୟୁପି ସୀମା ସିଲ୍, ସୋମବତୀ ଅମାବାସ୍ୟା ଉପରେ ଲାଗିଲା ପ୍ରତିବନ୍ଧକ

କରୋନା ସଂକଟ: ହରିଦ୍ୱାର-ୟୁପି ସୀମା ସିଲ୍, ସୋମବତୀ ଅମାବାସ୍ୟା ଉପରେ ଲାଗିଲା ପ୍ରତିବନ୍ଧକ

କୋରୋନା ମୁକାବିଲା ଲାଗି  ହରିଦ୍ୱାର-ୟୁପି ସୀମାକୁ ସିଲ୍ କରିଛନ୍ତି ଉତ୍ତରଖଣ୍ଡ ସରକାର। 

Jul 18, 2020, 07:46 PM IST
 କଂଗ୍ରେସକୁ ଝଟକା: ପୁଣି ମଧ୍ୟପ୍ରଦେଶରେ ଦଳ ଛାଡିଲେ ଅନ୍ୟ ଜଣେ ବିଧାୟକ

କଂଗ୍ରେସକୁ ଝଟକା: ପୁଣି ମଧ୍ୟପ୍ରଦେଶରେ ଦଳ ଛାଡିଲେ ଅନ୍ୟ ଜଣେ ବିଧାୟକ

ଜୁଲାଇ ୧୭ ତାରିଖ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟିକା ସୁମିତ୍ରା ଦେବୀ ।

Jul 18, 2020, 07:14 PM IST
ଆସାମରେ ପ୍ରଳୟଙ୍କାରୀ ବନ୍ୟା ତାଣ୍ଡବ ଜାରି, ୩୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମରେ ପ୍ରଳୟଙ୍କାରୀ ବନ୍ୟା ତାଣ୍ଡବ ଜାରି, ୩୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ପୂର୍ବୋତ୍ତର ରାଜ୍ୟ ଆସାମରେ ତାଣ୍ଡବ ସୃଷ୍ଟି କରିଛି ବନ୍ୟା।

Jul 18, 2020, 06:38 PM IST