• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ
SBI ଦେଉଛି ମୌସୁମୀ ଅଫର, ହୋମ ଲୋନରେ ମିଳୁଛି ଏକ ବିଶେଷ ରିହାତି

SBI ଦେଉଛି ମୌସୁମୀ ଅଫର, ହୋମ ଲୋନରେ ମିଳୁଛି ଏକ ବିଶେଷ ରିହାତି

Monsoon Dhamaka Offer: ମୌସୁମୀ ସିଜିନକୁ ଦୃଷ୍ଟିରେ ରଖି ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ହୋମ୍ ଲୋନ ଗ୍ରାହକଙ୍କ ପାଇଁ ମୌସୁମୀ ଧାମକା ଅଫର ଘୋଷଣା କରିଛି ।

Jul 31, 2021, 11:34 PM IST
ଭାରତ ଓ ଚୀନ୍ ମଧ୍ୟରେ କମ୍ ହେବ ଟେନସନ? ଦ୍ୱାଦଶ ରାଉଣ୍ଡରେ ହେଲା ୯ ଘଣ୍ଟାର ଆଲୋଚନା

ଭାରତ ଓ ଚୀନ୍ ମଧ୍ୟରେ କମ୍ ହେବ ଟେନସନ? ଦ୍ୱାଦଶ ରାଉଣ୍ଡରେ ହେଲା ୯ ଘଣ୍ଟାର ଆଲୋଚନା

Eastern Ladakh LAC Tension: ଭାରତ ଓ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଦ୍ୱାଦଶ ରାଉଣ୍ଡ କଥାବାର୍ତ୍ତାର ଲକ୍ଷ୍ୟ ହେଉଛି ପୂର୍ବ ଲଦାଖ ଅଞ୍ଚଳରେ ୧୪ ମାସରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା ।

Jul 31, 2021, 10:08 PM IST
Why Heart Attack mostly comes in the Bathroom? Know the reason

Heart Attack ପ୍ରାୟତଃ ଗାଧୋଇବା ସମୟରେ କାହିଁକି ହୁଏ? ଜାଣନ୍ତୁ କାରଣ

ଏହି ସମୟରେ ଲୋକମାନଙ୍କ ଠାରେ ହାର୍ଟ ଆଟକ (Heart Attack) ହେବାର ସମସ୍ୟା ବଢ଼ିବାରେ ଲାଗିଛି । ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ବିଷୟରେ ଶୁଣିଥିବେ, ଯେଉଁମାନେ ହାର୍ଟ ଆଟକ ଯୋଗୁଁ ପ୍ରାଣ ହରାଇଛନ୍ତି । ଆପଣ ନିଶ୍ଚୟ ଏହା ମଧ୍ୟ ଶୁଣିଥିବେ ଯେ ବାଥରୁମରେ ଲୋକମାନଙ୍କର ପ୍ରାୟତଃ ହାର୍ଟ ଆଟକ ହୋଇଥାଏ । ଅନେକ ଘଟଣା ଏପରି ଅଛି ଯେଉଁଥିରେ ବାଥରୁମରେ ଲୋକଙ୍କ ହାର୍ଟ ଆଟକ ଘଟିଛି । ସର୍ବଶେଷରେ ଏହା ପଛର କାରଣ କ’ଣ, ଆସନ୍ତୁ ଜାଣିବା.. 

Jul 31, 2021, 08:55 PM IST
କୋରୋନା ମାମଲାର ବୃଦ୍ଧିକୁ ନେଇ 'ଆକ୍ସନ'ରେ କେନ୍ଦ୍ର, ଏହି ରାଜ୍ୟଗୁଡିକରେ ବୃଦ୍ଧି ପାଇବ କଟକଣା

କୋରୋନା ମାମଲାର ବୃଦ୍ଧିକୁ ନେଇ 'ଆକ୍ସନ'ରେ କେନ୍ଦ୍ର, ଏହି ରାଜ୍ୟଗୁଡିକରେ ବୃଦ୍ଧି ପାଇବ କଟକଣା

୧୦ ଟି ରାଜ୍ୟରେ କୋରୋନା ଭାଇରସ୍ (Coronavirus) ମାମଲାର ବୃଦ୍ଧି ଓ ପଜିଟିଭ ହାରକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

Jul 31, 2021, 07:26 PM IST
Google ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି

Google ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି

ଆପଣ ଜାଣନ୍ତି କି ଘରେ ବସି ସ୍ମାର୍ଟଫୋନ୍ ବ୍ୟବହାର କରି ଆପଣ ଟଙ୍କା ରୋଜଗାର କରିପାରିବେ? ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲର ସାହାଯ୍ୟ ନେଇ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଜାଣନ୍ତୁ କିପରି ...

Jul 31, 2021, 05:24 PM IST
ଅନିୟନ୍ତ୍ରିତ ହେଲାଣି ତାଲିବାନ, ଜାତିସଂଘର ମୁଖ୍ୟ କୋଠା ଉପରେ କଲା ଆକ୍ରମଣ

ଅନିୟନ୍ତ୍ରିତ ହେଲାଣି ତାଲିବାନ, ଜାତିସଂଘର ମୁଖ୍ୟ କୋଠା ଉପରେ କଲା ଆକ୍ରମଣ

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ତାଲିବାନ ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛନ୍ତି ଯେ ଜାତିସଂଘର କୋଠାକୁ ଟାର୍ଗେଟ କରିବା ଯୁଦ୍ଧ ଅପରାଧ ଶ୍ରେଣୀର ଆସୁଛି । ଶୁକ୍ରବାର ଦିନ ତାଲିବାନ ଆଫଗାନିସ୍ତାନରେ ଜାତିସଂଘର ଏକ କୋଠା ଉପରେ ଆକ୍ରମଣ କରିଛି ​​।

Jul 31, 2021, 03:11 PM IST
ଜାଣନ୍ତୁ ସୁନା-ରୁପାର ନୂଆ ଦର

ଜାଣନ୍ତୁ ସୁନା-ରୁପାର ନୂଆ ଦର

ଶୁକ୍ରବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେପଟେ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୩୯୦ ଟଙ୍କାର ବୃଦ୍ଧି ଘଟିଛି ।

Jul 31, 2021, 01:06 PM IST
ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୬ ଲକ୍ଷ ୧୩ ହଜାର  ୯୯୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Jul 31, 2021, 10:03 AM IST
ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍,  ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଆପଣଙ୍କୁ କହି ରଖୁଛୁ ଯେ, ଶେଷ ଥର ପାଇଁ ଜୁଲାଇ ୧୭ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିଲା । ସେପଟେ ଦେଶର ବଡ଼ ବଡ଼ ସହର ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ସ୍ଥିର ରହିଛି । ଡିଜେଲ ଦର ମଧ୍ୟ ୧୦୦ ପାଖାପାଖି ପହଞ୍ଚିସାରିଛି । 

Jul 31, 2021, 09:36 AM IST
ଆସାମ ମୁଖ୍ୟମନ୍ତ୍ରୀ ଓ ୨୦୦ ଯବାନଙ୍କ ନାଁରେ FIR

ଆସାମ ମୁଖ୍ୟମନ୍ତ୍ରୀ ଓ ୨୦୦ ଯବାନଙ୍କ ନାଁରେ FIR

ମିଜୋରାମ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (HQ) ଜନ୍ ଏନଙ୍କ ଅନୁଯାୟୀ, ଆସାମ ଓ ମିଜୋରାମରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) , ୪ ଜଣ ବରିଷ୍ଠ ରାଜ୍ୟ ପୋଲିସ ଅଧିକାରୀ ଓ ଅନେକ ଯବାନଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ତଥା ଅପରାଧିକ ଷଡଯନ୍ତ୍ର ଭଳି ଧାରାରେ ମାମଲା ରୁଜୁ ହୋଇଛି।

Jul 31, 2021, 09:21 AM IST
ଜାଣନ୍ତୁ ବେସାହାରା ଓ ଭିକ୍ଷୁକ ମାନେ ଭ୍ୟାକସିନ ନେବେ କେମିତି ? ଜାରି ହେଲା ଆକ୍ସନ Plan

ଜାଣନ୍ତୁ ବେସାହାରା ଓ ଭିକ୍ଷୁକ ମାନେ ଭ୍ୟାକସିନ ନେବେ କେମିତି ? ଜାରି ହେଲା ଆକ୍ସନ Plan

ଭ୍ୟାକସିନେସନ ଅଭିଯାନରୁ ବିଶେଷ କରି ବେସାହାରା ଓ ଭିକ୍ଷୁକ ମାନେ ବଞ୍ଚିତ ରହିଛନ୍ତି । ତେବେ ଏମାନଙ୍କୁ କିପରି ଟିକାକରଣ କରାଯାଇ ପାରିବ ସେନେଇ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି ।   

Jul 30, 2021, 08:29 PM IST
ମେରିକୋମ ପୁଣିଥରେ ପରାଜୟକୁ ନେଇ ଉଠାଇଲେ ପ୍ରଶ୍ନ, କହିଲେ- ମ୍ୟାଚର ଏକ ମିନିଟ ପୂର୍ବରୁ...

ମେରିକୋମ ପୁଣିଥରେ ପରାଜୟକୁ ନେଇ ଉଠାଇଲେ ପ୍ରଶ୍ନ, କହିଲେ- ମ୍ୟାଚର ଏକ ମିନିଟ ପୂର୍ବରୁ...

Tokyo Olympics: ପ୍ରି-କ୍ୱାର୍ଟର ଫାଇନାଲରେ ଏମସି ମେରି କୋମ୍ କଲମ୍ବିଆର ଇନଗ୍ରିଟ୍ ଭାଲେସିଆଙ୍କ ଠାରୁ ହାରିଯାଇଥିଲେ। ତିନି ରାଉଣ୍ଡ ମଧ୍ୟରୁ ଦୁଇଟିରେ ଜିତିବା ସତ୍ତ୍ୱେ ମଧ୍ୟ ବିଚାରପତିମାନେ ମରିୟମ କୋମଙ୍କ ସପକ୍ଷରେ ଏହି ରାୟ ଦେଇ ନାହାଁନ୍ତି ।

Jul 30, 2021, 07:43 PM IST
ପୁଣି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଲାଗିଲା ରୋକ, ଅଗଷ୍ଟ ୩୧ ଯାଏ ବଢିଲା ପ୍ରତିବନ୍ଧକ

ପୁଣି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଲାଗିଲା ରୋକ, ଅଗଷ୍ଟ ୩୧ ଯାଏ ବଢିଲା ପ୍ରତିବନ୍ଧକ

ବିଦେଶରେ ଫସିରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ୨୦୨୦ ମେ ଠାରୁ ସରକାର ଆରମ୍ଭ କରିଥିବା ବନ୍ଦେ ଭାରତ ମିଶନ ଜରିଆରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡାଣ ଜାରି ରହିଛି । 

Jul 30, 2021, 06:59 PM IST
Tokyo Olympics: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ, ପଦକଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ

Tokyo Olympics: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ, ପଦକଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ

Tokyo Olympics: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

Jul 30, 2021, 04:01 PM IST
ଆମେରିକାରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଏକ ବଡ଼ ଖବର

ଆମେରିକାରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଏକ ବଡ଼ ଖବର

ଆମେରିକାରେ କାମ କରିବାକୁ ଚାହୁଁଥିବା ଭାରତୀୟ ଆଇଟି ପ୍ରଫେସନାଲମାନେ ଜରୁରୀ H-1B ଭିସା ପାଇବା ପାଇଁ ଆଉ ଏକ ସୁଯୋଗ ମିଳୁଛି । USCIS ପୁନର୍ବାର ଏହି ଭିସା ପାଇଁ ଆବେଦନକାରୀଙ୍କୁ ଲଟେରୀ ମାଧ୍ୟମରେ ଚୟନ କରୁଛି ।

Jul 30, 2021, 03:17 PM IST
CBSE Result: ଶେଷ ହେଲା ଅପେକ୍ଷା; ଏହିପରି ଚେକ୍ କରନ୍ତୁ ଦ୍ୱାଦଶ ରେଜଲ୍ଟ, ଡାଉନଲୋଡ୍ କରନ୍ତୁ ସାର୍ଟିଫିକେଟ୍

CBSE Result: ଶେଷ ହେଲା ଅପେକ୍ଷା; ଏହିପରି ଚେକ୍ କରନ୍ତୁ ଦ୍ୱାଦଶ ରେଜଲ୍ଟ, ଡାଉନଲୋଡ୍ କରନ୍ତୁ ସାର୍ଟିଫିକେଟ୍

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦ୍ୱାଦଶ ଶ୍ରେଣୀର ଫଳାଫଳ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cbseresults.nic.in କିମ୍ବା cbse.gov.in ରେ ଯାଞ୍ଚ କରାଯାଇପାରିବ । ଏହା ବ୍ୟତୀତ ଛାତ୍ରମାନେ IVRS, SMS, Digilocker, UMANG ଆପ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମ ମଧ୍ୟ ପାଇପାରିବେ ।

Jul 30, 2021, 02:41 PM IST
RBI ବାତିଲ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

RBI ବାତିଲ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଆଜି ପରେ ଏହି ସମବାୟ ବ୍ୟାଙ୍କ କୌଣସି ପ୍ରକାର ବ୍ୟାଙ୍କିଙ୍ଗ ବ୍ୟବସାୟ କରିପାରିବ ନାହିଁ । RBI ଗୋଆ ରେଜିଷ୍ଟ୍ରାର ଅଫ କୋ-ଅପରେଟିଭ ସୋସାଇଟିକୁ କହିଛି ଯେ ସେ ଏ ବାବଦରେ ଯଥାଶୀଘ୍ର ଏକ ନିର୍ଦ୍ଦେଶ ଜାରି କରିବା ସହ ଏକ ଲିକ୍ୱିଡେଟର ନିଯୁକ୍ତି କରୁ ।

Jul 30, 2021, 01:58 PM IST
PNB ଏହାର ଗ୍ରାହକମାନଙ୍କୁ ଦେଉଛି ୧ ରୁ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଲାଭ?

PNB ଏହାର ଗ୍ରାହକମାନଙ୍କୁ ଦେଉଛି ୧ ରୁ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଲାଭ?

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି ତତ୍କାଳ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅଧୀନରେ ଆପଣଙ୍କୁ ୧ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯିବ ।  

Jul 30, 2021, 01:39 PM IST
PNB ଏହି ଗ୍ରାହକମାନଙ୍କୁ ଦେଉଛି ୧ ରୁ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଲାଭ?

ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ରାହୁଲ ଦ୍ରାବିଡ଼? ଦେଲେ ଏହି ଜବାବ

ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ରାହୁଲ ଦ୍ରାବିଡ଼? ଦେଲେ ଏହି ଜବାବ

ସଂୟୁକ୍ତ ଆରବ ଏମିରେଟ୍ସ ଓ ଓମାନରେ ଆସନ୍ତା ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ଶେଷ ହେବା ପରେ ଶାସ୍ତ୍ରୀଙ୍କ ଚୁକ୍ତିନାମା ଶେଷ ହେବ ଓ ସେ ୫୯ ବର୍ଷ ବୟସରେ ପୁନର୍ବାର ଆବେଦନ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Jul 30, 2021, 12:41 PM IST