• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।
ଆତଙ୍କବାଦୀ ପୁଅକୁ ନେଇ ଏପରି କହିଲେ ବାପା

ଆତଙ୍କବାଦୀ ପୁଅକୁ ନେଇ ଏପରି କହିଲେ ବାପା

 ଦିଲ୍ଲୀରେ ଭୟଙ୍କର ଆକ୍ରମଣର ଯୋଜନା କରୁଥିଲା ଅବୁ ୟୁସୁଫ। 

Aug 24, 2020, 01:54 PM IST
ଲଗାତର ପଞ୍ଚମ ଦିନ ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ଆଜିର ରେଟ୍

ଲଗାତର ପଞ୍ଚମ ଦିନ ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୩ ପଇସା, ୧୨ ପଇସା, ୧୨ ପଇସା, ୧୨ ପଇସା ବୃଦ୍ଧି କରିଛନ୍ତି ।

Aug 24, 2020, 09:45 AM IST
କଂଗ୍ରେସ ଦି'ଫାଳ: ରାହୁଲଙ୍କ ସମର୍ଥନରେ ଅଧେ

କଂଗ୍ରେସ ଦି'ଫାଳ: ରାହୁଲଙ୍କ ସମର୍ଥନରେ ଅଧେ

ସଚିନ ଟ୍ୱିଟ କରି କହିଛନ୍ତି କି, ଦଳର ଅଧିକାଂଶ ନେତା ରାହୁଲ ଗାନ୍ଧୀଙ୍କୁ ଦଳର ନେତା ଭାବେ ଦେଖିବାକୁ ଚାହୁଁଛନ୍ତି। 

Aug 24, 2020, 09:30 AM IST
୧୪ ମାସରେ ୮ ଶିଶୁ ଜନ୍ମ କଲେ ୬୫ ବର୍ଷୀୟା ମହିଳା, ଏବେ ଚାଲିଛି ତଦନ୍ତ

୧୪ ମାସରେ ୮ ଶିଶୁ ଜନ୍ମ କଲେ ୬୫ ବର୍ଷୀୟା ମହିଳା, ଏବେ ଚାଲିଛି ତଦନ୍ତ

ଜାତୀୟ ସ୍ୱାସ୍ଥ୍ୟ ମିଶନ(National Health Mission scheme)ର ବ୍ୟବସ୍ଥା ଅନୁଯାୟୀ, ଝିଅ ଜନ୍ମ ଦେବା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ(State Health Department) ତରଫରୁ ୧୪୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିଥାଏ । ଏଭଳି ପରିସ୍ଥିତିରେ ମୁଜାଫରପୁର(Muzaffarpur)ର ମୁଶାହରୀ ବ୍ଲକର ୬୫ ବର୍ଷୀୟ ଲୀଲା ଦେବୀ(Leela Devi) ୧୪ ମାସ ମଧ୍ୟରେ ସମସ୍ତ ୮ ଝିଅଙ୍କ ପାଇଁ ପ୍ରୋତ୍ସାହନ ରାଶି ନେଇଛନ୍ତି ।

Aug 24, 2020, 08:32 AM IST
ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ରାଷ୍ଟ୍ରପତି ଟ୍ରମ୍ପ

ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ରାଷ୍ଟ୍ରପତି ଟ୍ରମ୍ପ

ପର୍ଣ୍ଣ ଷ୍ଟାର  ଷ୍ଟର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ରାଷ୍ଟ୍ରପତି ଟ୍ରମ୍ପ ।

Aug 23, 2020, 10:55 PM IST
ଭୟଙ୍କର ରୂପ ଧାରଣ କରିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଜଳିଗଲା ୭୦୦ରୁ ଅଧିକ ଘର

ଭୟଙ୍କର ରୂପ ଧାରଣ କରିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଜଳିଗଲା ୭୦୦ରୁ ଅଧିକ ଘର

ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ନିଆ ରାଜ୍ୟର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି । 

Aug 23, 2020, 10:17 PM IST
ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

ହମାସ ଆତଙ୍କବାଦୀ ସଙ୍ଗଠନକୁ ଜବାବ ଦେବାକୁ ଯାଇ ହୋଇଥିବା ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଛି  ପାଲେଷ୍ଟାଇନ।

Aug 23, 2020, 09:46 PM IST
ଶିବରାଜଙ୍କ ଦାବି, "ଆସନ୍ତା ୩ ବର୍ଷରେ କେନ୍ଦ୍ରୀୟ ସହାୟତା ବଳରେ ମଧ୍ୟ ପ୍ରଦେଶ ହେବ ଆତ୍ମନିର୍ଭର"

ଶିବରାଜଙ୍କ ଦାବି, "ଆସନ୍ତା ୩ ବର୍ଷରେ କେନ୍ଦ୍ରୀୟ ସହାୟତା ବଳରେ ମଧ୍ୟ ପ୍ରଦେଶ ହେବ ଆତ୍ମନିର୍ଭର"

ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଏବେ ଠାରୁ ପ୍ରଚାର ଆରମ୍ଭ କରିସାରିଛ ଶାସକ ବିଜେପି ।

Aug 23, 2020, 08:53 PM IST
ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଆଜି ରୁପା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୭,୧୦୦ ଟଙ୍କା ଥିଲା ।

Aug 23, 2020, 08:03 PM IST
କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିବେ ସୋନିଆ! କ'ଣ ଗାନ୍ଧୀ ପରିବାର ବାହାରୁ ହେବକି ନୂତନ ମଙ୍ଗୁଆଳ ଚୟନ?

କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିବେ ସୋନିଆ! କ'ଣ ଗାନ୍ଧୀ ପରିବାର ବାହାରୁ ହେବକି ନୂତନ ମଙ୍ଗୁଆଳ ଚୟନ?

ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡିପାରନ୍ତି ବୋଲି ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।   

Aug 23, 2020, 07:47 PM IST
କଂଗ୍ରେସ ଚ୍ୟାଲେଞ୍ଜକୁ ସିନ୍ଧିଆଙ୍କ ସ୍ୱୀକାର, ବେକରୁ କାଢି ଫିଙ୍ଗି ଦେଲେ ଦଳୀୟ ଉତ୍ତରୀୟ

କଂଗ୍ରେସ ଚ୍ୟାଲେଞ୍ଜକୁ ସିନ୍ଧିଆଙ୍କ ସ୍ୱୀକାର, ବେକରୁ କାଢି ଫିଙ୍ଗି ଦେଲେ ଦଳୀୟ ଉତ୍ତରୀୟ

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଚ୍ୟାଲେଞ୍ଜ ସ୍ୱୀକାର କରିବାକୁ ଯାଇ ସେ ନିଜ ବେକରୁ କଂଗ୍ରେସର ଦଳୀୟ ଉତ୍ତରୀୟକୁ କାଢି ଫିଙ୍ଗି ଦେବା ସହ ବିଜେପିର ଉତ୍ତରୀୟ ପିନ୍ଧିଛନ୍ତି । 

Aug 23, 2020, 06:49 PM IST
SBI ଆରମ୍ଭ କଲା ନୂତନ ATM ସେବା, ଗୋଟିଏ ହ୍ୱାଟସଆପ୍ ମେସେଜରେ ଆପଣଙ୍କ ଘରେ ପହଞ୍ଚି ଯିବ ଟଙ୍କା

SBI ଆରମ୍ଭ କଲା ନୂତନ ATM ସେବା, ଗୋଟିଏ ହ୍ୱାଟସଆପ୍ ମେସେଜରେ ଆପଣଙ୍କ ଘରେ ପହଞ୍ଚି ଯିବ ଟଙ୍କା

ଏସବିଆଇର ଲକ୍ଷ୍ନୌ ସର୍କଲର ମୁଖ୍ୟ ଜେନେରାଲ୍ ମ୍ୟାନେଜର ଅଜୟ କୁମାର ଖାନ୍ନା କହିଛନ୍ତି ଯେ, "ଉତ୍ତରପ୍ରଦେଶ(UP)ର ରାଜଧାନୀ ଲକ୍ଷ୍ନୌ(Lucknow)ରୁ ଏସବିଆଇ ଡୋରର୍ଷ୍ଟେପ୍ ଏଟିଏମ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୧୫ରୁ ଲକ୍ଷ୍ନୌରେ ଏହି ସେବା ଆରମ୍ଭ ହୋଇଛି । 

Aug 23, 2020, 05:00 PM IST
ନିଜ ଛେପ ନିଜେ ଢୋକିଲା ମିଛୁଆ ପାକିସ୍ତାନ୍ , କହିଲା 'ଦାଉଦ ଇବ୍ରାହିମ୍ ଆମ ମାଟିରେ ନାହିଁ'

ନିଜ ଛେପ ନିଜେ ଢୋକିଲା ମିଛୁଆ ପାକିସ୍ତାନ୍ , କହିଲା 'ଦାଉଦ ଇବ୍ରାହିମ୍ ଆମ ମାଟିରେ ନାହିଁ'

ଶନିବାର ଦିନ ପାକିସ୍ତାନ ସମଗ୍ର ବିଶ୍ୱ ସାମ୍ନାରେ ସ୍ୱୀକାର କରିଛି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏଠାରେ ଲୁଚି ରହିଛନ୍ତି, କିନ୍ତୁ ରବିବାର ଦିନ ମିଛୁଆ ପାକିସ୍ତାନ ନିଜ କଥାରୁ ଓହରିଯାଇଛି...

Aug 23, 2020, 03:53 PM IST
ନଡ୍ଡାଙ୍କ ବୟାନ, "ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ ଏନଡିଏ"

ନଡ୍ଡାଙ୍କ ବୟାନ, "ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ ଏନଡିଏ"

ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନେତୃତ୍ୱରେ  ଏନଡିଏ ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।      

Aug 23, 2020, 03:16 PM IST
ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୪ ପଇସା, ୧୪ ପଇସା, ୧୪ ପଇସା, ୧୨ ପଇସା ବୃଦ୍ଧି କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୦୨ ପଇସାର ହ୍ରାସ ଘଟିଛି ।

Aug 23, 2020, 08:55 AM IST
ଆମେରିକାରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଛଡ଼ା ଯିବ ୭୫ କୋଟି ମଶା

ଆମେରିକାରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଛଡ଼ା ଯିବ ୭୫ କୋଟି ମଶା

ବ୍ରିଟେନର ଅକ୍ସିଟେକ୍ ବାୟୋଟେକ୍ନୋଲୋଜି କମ୍ପାନୀ ଦ୍ୱାରା ଏହି କାର୍ଯ୍ୟ ଚାଲିଛି । କମ୍ପାନୀ ଯୋଜନା କରିଛି ଯେ କୋଟି କୋଟି ଜେନେଟିକ୍ ପରିବର୍ତ୍ତିତ ପୁରୁଷ ମଶା ପରିବେଶକୁ ଛଡ଼ା ଯିବ । ଏହି ପୁରୁଷ ମଶା ସ୍ତ୍ରୀ ମଶାଙ୍କ ସହିତ ସଙ୍ଗମ କରିବେ ।

Aug 22, 2020, 08:10 PM IST
ସୁଶାନ୍ତ ମୃତ୍ୟୁ ମାମଲା: ସୁଶାନ୍ତଙ୍କୁ କ୍ଷମା ମାଗିବାକୁ ରିୟା ଯାଇଥିଲେ ଶବଗୃହ...

ସୁଶାନ୍ତ ମୃତ୍ୟୁ ମାମଲା: ସୁଶାନ୍ତଙ୍କୁ କ୍ଷମା ମାଗିବାକୁ ରିୟା ଯାଇଥିଲେ ଶବଗୃହ...

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାର ତଦନ୍ତ ଏବେ ସିବିଆଇ ଦାୟିତ୍ୱରେ ରହିଛି। ମୁମ୍ବାଇରେ ସିବିଆଇ ପହଞ୍ଚିବା ପରେ ଯାଞ୍ଚକୁ ଜୋରଦାର କରିଛି। ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ରଖିଦେବ। ଜୀ ନ୍ୟୁଜକୁ ସାକ୍ଷାତକାର ଦେଇ ଶବଗୃହ ସୁର

Aug 22, 2020, 06:38 PM IST
ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ହ୍ରାସ ଦେଖାଦେଇଛି । ଆଜି ରୁପା ଦରରେ ୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୭,୮୦୦ ଟଙ୍କା ଥିଲା ।

Aug 22, 2020, 05:56 PM IST
କିଏ ସେହି ISIS Terrorist ଅବୁ ୟୁସୁଫ ?

କିଏ ସେହି ISIS Terrorist ଅବୁ ୟୁସୁଫ ?

ଆଜି ISIS Terroristକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗିରଫ କରି ତାକୁ ଜେରା କରିବା ସହିତ ତା ନିକଟରୁ ଆଇଇଡ଼ି, ବନ୍ଧୁକ ସହିତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଛି। 

Aug 22, 2020, 05:43 PM IST
ବହୁତ ବଡ଼ ଖୁସି ଖବର ଦେଲା WHO

ବହୁତ ବଡ଼ ଖୁସି ଖବର ଦେଲା WHO

ସଂଗଠନର ମୁଖ୍ୟ ଆହୁରି କହିଛନ୍ତି ଯେ, ଆଜି ସମସ୍ତ ଦେଶ ସେହି ସମୟ ଅପେକ୍ଷା ଦ୍ରୁତ ଗତିରେ ବିକାଶ କରୁଛନ୍ତି ଏବଂ ଏହି କାରଣରୁ କୋରୋନା ମହାମାରୀ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଛି । ଏଠାରେ ଏହା ମଧ୍ୟ କହିବା ଆବଶ୍ୟକ ଯେ ସେହି ସମୟ ତୁଳନାରେ ଆମେ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛୁ । ଆଉ ଏହା ଆମ ପାଇଁ ଲାଭଦାୟକ ଅଟେ ।

Aug 22, 2020, 04:22 PM IST