• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।
ଆଖି ବୁଜିଲେ ବିଜେପି ବିଧାୟକ

ଆଖି ବୁଜିଲେ ବିଜେପି ବିଧାୟକ

୪ ମାସ ପୂର୍ବରୁ ଦିବଙ୍ଗତ ବିଧାୟକ ଜନ୍ମେଜୟ ସିଂହଙ୍କୁ ସାମାନ୍ୟ ହୃଦଘାତ ହୋଇଥିଲା ।

Aug 21, 2020, 10:25 AM IST
Sushanta Singh Rajput Death Case:ବିଜେପି ନେତା ସମ୍ବିତଙ୍କ ଅଜବ ସମାଲୋଚନା

Sushanta Singh Rajput Death Case:ବିଜେପି ନେତା ସମ୍ବିତଙ୍କ ଅଜବ ସମାଲୋଚନା

ନୂଆଦିଲ୍ଲୀ,Sushanta Singh Rajput Deat: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଛନ୍ତି।

Aug 21, 2020, 10:12 AM IST
ଭବିଷ୍ୟତ ଚିନ୍ତା ଓ MSME

ଭବିଷ୍ୟତ ଚିନ୍ତା ଓ MSME

MSME: ଯଦି ଆଜିର ଯୁବପିଢିଙ୍କୁ ପଚରାଯାଏ ଯେ ସେମାନେ ଭବିଷ୍ୟତରେ କଣ ହେବା ପାଇଁ ଚାହାଁନ୍ତି ତେବେ ସେମାନେ ଆଇଏଏସ, ଆଇପିଏସ, ସିଏ, ବ୍ୟାଙ୍କ ପିଓ, ଇଞ୍ଜିନିୟର, ଡାକ୍ତର କିମ୍ବା ମ୍ୟାନେଜମେଣ୍ଟ ପ୍ରଫେଶନାଲ ହେବା ପାଇଁ ଇଚ୍ଛା ପ୍ରକାଶ କରିବେ ।

Aug 21, 2020, 09:27 AM IST
ଆହୁରି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଆହୁରି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୯ ପଇସା, ୧୯ ପଇସା, ୧୯ ପଇସା, ୧୭ ପଇସା ବୃଦ୍ଧି କରିଛନ୍ତି । 

Aug 21, 2020, 09:22 AM IST
ଏଣିକି ଦେଶରେ ଲାଗୁ ହେବ ୱାନ୍ ନେସନ ୱାନ୍ ଟେଷ୍ଟ

ଏଣିକି ଦେଶରେ ଲାଗୁ ହେବ ୱାନ୍ ନେସନ ୱାନ୍ ଟେଷ୍ଟ

ୱାନ୍ ନେସନ ୱାନ୍ ଟେଷ୍ଟ । କ’ଣ ଥିଲା ଆଉ କ’ଣ ହେବ । କିପରି ନିଯୁକ୍ତି ପାଇବେ ଆଶାୟୀ ? ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଛି । ତେବେ କେନ୍ଦ୍ର କ୍ୟାବିନେଟରେ ପାରିତ ହେବା ପରେ ୱାନ ନେସନ ୱାନ୍ ଟେଷ୍ଟ ପ୍ରକ୍ରିୟା ଦେଶରେ ନିଯୁକ୍ତ ପ୍ରକ୍ରିୟାରେ ବଡ ପରିବର୍ତ୍ତନ ବୋଲି କୁହାଯାଉଛି । ଆସନ୍ତୁ ଜାଣିବା ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ଏହା କିପରି ଓ କେତେ ସହାୟକ ହେବ ।

Aug 20, 2020, 11:15 PM IST
ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲେ ପାକିସ୍ତାନର ରେଳ ମନ୍ତ୍ରୀ, କହିଲେ- ମୁସଲମାନଙ୍କର ହେବନି କ୍ଷତି

ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲେ ପାକିସ୍ତାନର ରେଳ ମନ୍ତ୍ରୀ, କହିଲେ- ମୁସଲମାନଙ୍କର ହେବନି କ୍ଷତି

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ୱ ରାଜନୀତିର ସମୀକରଣ ବିଷୟରେ ରସିଦ୍ କହିଛନ୍ତି ଯେ ଆଜି ଚୀନ୍ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଏବଂ ବ୍ରିଟେନ ବିରୁଦ୍ଧରେ ଛିଡା ହୋଇଛି ।

Aug 20, 2020, 10:35 PM IST
ଲାଲୁଙ୍କୁ ଝଟକା: ଲଣ୍ଠନ ଛାଡି ତୀର ଧରିବେ ସମୁଦି ଚନ୍ଦ୍ରିକା ରାୟ

ଲାଲୁଙ୍କୁ ଝଟକା: ଲଣ୍ଠନ ଛାଡି ତୀର ଧରିବେ ସମୁଦି ଚନ୍ଦ୍ରିକା ରାୟ

ଆରଜେଡି ଛାଡି ଜେଡିୟୁରେ ସାମିଲ ହୋଇପାରନ୍ତି ଚନ୍ଦ୍ରିକା ରାୟ 

Aug 20, 2020, 10:15 PM IST
କଂଗ୍ରେକୁ ପୁଣି ମିଳିଲା ଝଟକା; ବିଜେପିରେ ସାମିଲ ହେଲେ ୫ ଦଳୀୟ ବିଧାୟକ

କଂଗ୍ରେକୁ ପୁଣି ମିଳିଲା ଝଟକା; ବିଜେପିରେ ସାମିଲ ହେଲେ ୫ ଦଳୀୟ ବିଧାୟକ

ସାମ୍ପ୍ରତିକ ରାଜନୀତିରେ କଂଗ୍ରେସ ଏକ ବିପର୍ଯ୍ୟୟ ଅବସ୍ଥା ମଧ୍ୟରେ ଗତି କରୁଛି । ସବୁ ରାଜ୍ୟରେ ଦଳର ସ୍ଥିତି ଏପରି ହୋଇପଡିଛି ଦଳୀୟ ସଦସ୍ୟ ଅଥବା କର୍ମକର୍ତ୍ତା ଅନ୍ୟ ଦଳରେ ସାମିଲ ହେଉଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି।  

Aug 20, 2020, 08:56 PM IST
ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ

ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ

କେନ୍ଦ୍ର ସରକାର ଆଖୁର FRPକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ବ୍ୟତୀତ କ୍ୟାବିନେଟ ଜାତୀୟ ନିଯୁକ୍ତି ଏଜେନ୍ସିର ଘୋଷଣା କରିଛି । ଏହା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ସହଜ ହେବ । ଆସନ୍ତୁ ଜାଣିବା ଏହି ବୈଠକରେ ଅନ୍ୟ କ'ଣ ସବୁ ବଡ଼ ଘୋଷଣା କରାଯାଇଛି ।

Aug 20, 2020, 07:35 PM IST
Ganesh PuJa 2020: କୋରୋନା ଛଡାଇ ନେଇଛି ରୋଜଗାର, ଚିନ୍ତାରେ ମୂର୍ତ୍ତି କାରିଗର

Ganesh PuJa 2020: କୋରୋନା ଛଡାଇ ନେଇଛି ରୋଜଗାର, ଚିନ୍ତାରେ ମୂର୍ତ୍ତି କାରିଗର

ବିଶ୍ୱ ସମେତ ସମଗ୍ର ଦେଶରେ ଏବେ ଜାରି ରହିଛି କୋରୋନା ସଂକଟ । ଏହି ମହମାରୀର ମୁକାବିଲା ଲାଗି ସାମାଜିକ ଦୂରତା ରକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ । ଏହାକୁ ଦୃଷ୍ଟିରେ ରଖି ଅନେକ ସାର୍ବଜନୀନ କାର୍ଯ୍ୟକ୍ରମର ଆୟୋଜନକୁ ବନ୍ଦ କରାଯାଇଛି । ଯାହା ମଧ୍ୟରେ ରହିଛି ଚଳିତ ବର୍ଷର ଗଣେଶ ପୂଜା । 

Aug 20, 2020, 07:22 PM IST
ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ହ୍ରାସ ଘଟିଛି । ଆଜି ରୁପା ଦରରେ ୧,୧୦୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୧୦୦ ଟଙ୍କା ଥିଲା ।

Aug 20, 2020, 06:00 PM IST
SSR Death Case: କ'ଣ କୋରୋନା ବାହାନାରେ ସିବିଆଇ ତଦନ୍ତକୁ ଅଟକାଇବ କି ବିଏମସି?

SSR Death Case: କ'ଣ କୋରୋନା ବାହାନାରେ ସିବିଆଇ ତଦନ୍ତକୁ ଅଟକାଇବ କି ବିଏମସି?

ତଦନ୍ତ ବେଳେ ସିବିଆଇ କ୍ୱାରେଣ୍ଟାଇନରେ ରହିବ ବା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି  । 

Aug 20, 2020, 05:52 PM IST
ଧୋନିଙ୍କୁ ଚିଠି ଲେଖିଲେ ପିଏମ ମୋଦି, ଜାଣନ୍ତୁ କିପରି ମାହିଙ୍କୁ କଲେ ସଲାମ

ଧୋନିଙ୍କୁ ଚିଠି ଲେଖିଲେ ପିଏମ ମୋଦି, ଜାଣନ୍ତୁ କିପରି ମାହିଙ୍କୁ କଲେ ସଲାମ

ମୋଦି(PM Modi) ଦୁଇ ପୃଷ୍ଠାର ଲମ୍ବା ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଏମଏସ ଧୋନି(MS Dhoni)ଙ୍କ ଶାନ୍ତ ପ୍ରକୃତିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଧୋନି ସର୍ବଦା ଦେଶର ଯୁବକମାନଙ୍କ ପାଇଁ ପ୍ରେରଣା ରହିବ । ଏହି ଚିଠିରେ ଧୋନିଙ୍କ ସମସ୍ତ ସଫଳତା ବିଷୟରେ ମୋଦି ଲେଖିଛନ୍ତି ।

Aug 20, 2020, 05:25 PM IST
ବେଶ ଦମଦାର ଅଗଷ୍ଟ ୨୦ର ଇତିହାସ, ଆଜିର ଦିନରେ ଶକ୍ତିଶାଳୀ ହାଇଡ୍ରୋଜେନ ବମ ନିର୍ମାଣ କରିଥିଲା ସୋଭିଏତ ସଂଘ

ବେଶ ଦମଦାର ଅଗଷ୍ଟ ୨୦ର ଇତିହାସ, ଆଜିର ଦିନରେ ଶକ୍ତିଶାଳୀ ହାଇଡ୍ରୋଜେନ ବମ ନିର୍ମାଣ କରିଥିଲା ସୋଭିଏତ ସଂଘ

ଆଜି ହେଉଛି ଅଗଷ୍ଟ ୨୦ ତାରିଖ । ଆଜିର ଦିନରେ ବିଭିନ୍ନ ସମୟରେ ଘଟିଯାଇଛି ଅନେକ ଘଟଣା, ଯାହା ପରେ ଇତିହାସର ପୃଷ୍ଠାରେ ରେକର୍ଡ ସୃଷ୍ଟି କରିଛି ।

Aug 20, 2020, 04:31 PM IST
IRCTC ଅଂଶ ବିକିବେ ମୋଦି ସରକାର, ପ୍ରକ୍ରିୟା ଆରମ୍ଭ

IRCTC ଅଂଶ ବିକିବେ ମୋଦି ସରକାର, ପ୍ରକ୍ରିୟା ଆରମ୍ଭ

ଏବେ ସାରା ବିଶ୍ୱ କୋରୋନା ମହାମାରୀର କୋପରେ ଛଟପଟ । ମହାମାରୀକୁ ପ୍ରତିହତ କରିବାକୁ ସିନା ଲକଡାଉନ ଓ ସଟଡାଉନ ଜାରି ରହିଛି, ମାତ୍ର ଏହି କଟକଣା ଯୋଗୁଁ ଅନେକ ଜୀବନ ମଧ୍ୟ ଯାଇଛି । ସବୁଠାରୁ ବଡ କଥା ହେଉଛି ମାନସିକ ଚାପଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି ଲୋକ । ଯାହା ରିପୋର୍ଟ କହୁଛି, ୯୦ ଦିନରେ ଆତ୍ମହତ୍ୟା କରିଛନ୍ତି ୯୦ ଜଣ ଆଉ ତାହା କ

Aug 20, 2020, 03:48 PM IST
ବର୍ଷାରେ ଥରହର ଦିଲ୍ଲୀ, ଦେଶ ବ୍ୟାପୀ ଆହୁରି ପ୍ରବଳ ବର୍ଷିବ

ବର୍ଷାରେ ଥରହର ଦିଲ୍ଲୀ, ଦେଶ ବ୍ୟାପୀ ଆହୁରି ପ୍ରବଳ ବର୍ଷିବ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ଭାଗରେ ଜାରି ରହିବ ବର୍ଷାର ପରିମାଣ  । 

Aug 20, 2020, 03:40 PM IST
ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା (Sushant Singh Rajput suicide case)ର ତଦନ୍ତ ପାଇଁ ସିବିଆଇ(CBI)କୁ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପାର୍ଥ ପାୱାର 'ସତ୍ୟମେବ ଜୟତେ' ଲେଖି ଟ୍ୱିଟ୍ କରିଥିଲେ । ସିବିଆଇ ଦ୍ୱାରା ସୁଶାନ୍ତ ସିଂ ମାମଲାର ତଦନ୍ତ ପାଇଁ ପାର୍ଥ ପାୱାରଙ୍କ ଦାବି ଉପରେ ତାଙ୍କ ଜେଜେବାପା ଶରଦ ପାୱାର ମଧ୍ୟ ତାଗିଦ୍ କରିଥିଲେ ।

Aug 20, 2020, 02:26 PM IST
Delhi Rains: ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ

Delhi Rains: ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ, Delhi Rains: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ଏହାର ଆଖପାଖ ଅଞ୍ଚଳ ତଥା ଏନସିଆର ଅଞ୍ଚଳରେ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି।

Aug 20, 2020, 12:54 PM IST
କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ

କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ

ସଂସ୍ଥ ତରଫରୁ କୁହାଯାଇଛି ଯେ, "କୋରୋନା ଯୋଗୁଁ ଲକଡାଉନ୍ ହେବା ପରଠାରୁ ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ବିଗିଡି ଯାଇଛି । ଏପ୍ରିଲରୁ ଜୁଲାଇ ସୁଦ୍ଧା ଏକ କୋଟି ୮୯ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ଆହୁରି ଖରାପ ହୋଇଛି ।"

Aug 20, 2020, 12:42 PM IST
ପୁଣି ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ଆଜିର ରେଟ୍

ପୁଣି ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୦ ପଇସା, ୧୦ ପଇସା, ୧୦ ପଇସା, ୧୬ ପଇସା ବୃଦ୍ଧି କରିଛନ୍ତି ।

Aug 20, 2020, 11:58 AM IST