• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ
IND VS SL: ସ୍ଥଗିତ ରଖାଗଲା ଦ୍ୱିତୀୟ ଟି-୨୦ ମ୍ୟାଚ୍, କୋରୋନା ପଜିଟିଭ୍ ହେଲେ କ୍ରୁନାଲ ପାଣ୍ଡ୍ୟା

IND VS SL: ସ୍ଥଗିତ ରଖାଗଲା ଦ୍ୱିତୀୟ ଟି-୨୦ ମ୍ୟାଚ୍, କୋରୋନା ପଜିଟିଭ୍ ହେଲେ କ୍ରୁନାଲ ପାଣ୍ଡ୍ୟା

IND VS SL: ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ କୋରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ କଲମ୍ବୋରେ ହେବାକୁ ଥିବା ଆଜିର ମ୍ୟାଚକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି ।

Jul 27, 2021, 04:49 PM IST
କୋରୋନା ଟିକା ନ ଲଗାଇଥିବା ଶିକ୍ଷକମାନଙ୍କର କଟାଯିବ ୧ ମାସର ଦରମା

କୋରୋନା ଟିକା ନ ଲଗାଇଥିବା ଶିକ୍ଷକମାନଙ୍କର କଟାଯିବ ୧ ମାସର ଦରମା

ମଧ୍ୟପ୍ରଦେଶରେ (Madhya Pradesh) ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଅଫଲାଇନ୍ କ୍ଲାସ୍ ଆରମ୍ଭ ହେବା ସହିତ ଶିକ୍ଷକମାନଙ୍କ ଟିକାକରଣକୁ ନେଇ ସ୍କୁଲ ଶିକ୍ଷା ବିଭାଗ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

Jul 27, 2021, 04:05 PM IST
Russian President Vladimir Putin Threatens War to America and Britain, says Russia army is ready for war

ଆମେରିକା ଓ ବ୍ରିଟେନକୁ ଯୁଦ୍ଧ ଧମକ ଦେଲେ ପୁଟିନ, କହିଲେ-ଯୁଦ୍ଧ ପାଇଁ ପ୍ରସ୍ତୁତ ଋଷର ସେନା

ନୌସେନା ଦିବସରେ ସେଣ୍ଟ ପିଟର୍ସବର୍ଗ ଠାରେ ଏକ ବିଶାଳ ପ୍ୟାରେଡ୍ ସମାରୋହରେ ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ଆମେ ଜଳ ତଳେ, ଜଳ ଉପରେ ଏବଂ ବାୟୁରେ ଉଡ଼ୁଥିବା ଶତ୍ରୁମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଉପଯୁକ୍ତ ଜବାବ ଦେବାରେ ସମକ୍ଷ । 

Jul 27, 2021, 03:46 PM IST
Russia ready to take on Taliban, took this step

ତାଲିବାନକୁ ରୋକିବା ପାଇଁ ଋଷ ପ୍ରସ୍ତୁତ, ନେଲା ଏହି ବଡ଼ ପଦକ୍ଷେପ

ବର୍ତ୍ତମାନ ସମୟରେ ତାଲିବାନ (Taliban) କେବଳ ଆଫଗାନିସ୍ତାନ (Afghanistan) ପାଇଁ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ଯଦି ତାଲିବାନକୁ ସଠିକ ସମୟରେ ନିୟନ୍ତ୍ରଣ ନ କରାଯାଏ ତେବେ ଏହା ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ହୋଇପାରେ । 

Jul 27, 2021, 01:06 PM IST
କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

 ରବିବାର ଦେଶରେ ୩୯,୩୬୧ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏହି ସମୟ ମଧ୍ୟରେ ୩୫,୯୬୮ ଲୋକ ସୁସ୍ଥ ହୋଇଥିଲେ । ଏହାସହ ୪୧୬ ଜଣ ମୃତ୍ୟୁ ବରଣ କରିଥିଲେ । 

Jul 27, 2021, 09:30 AM IST
ରାଜଧାନୀରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ରାଜଧାନୀରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ୨୪ କ୍ୟାରେଟ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ୨୨ କ୍ୟାରେଟ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । 

Jul 27, 2021, 08:28 AM IST
ଆନ୍ତଃରାଜ୍ୟ ସୀମା ବିବାଦ: ଆସାମର ୬ ଯବାନଙ୍କୁ ହତ୍ୟା କରି ଉତ୍ସବ ମନାଉଛନ୍ତି ମିଜୋରାମ ପୋଲିସ !

ଆନ୍ତଃରାଜ୍ୟ ସୀମା ବିବାଦ: ଆସାମର ୬ ଯବାନଙ୍କୁ ହତ୍ୟା କରି ଉତ୍ସବ ମନାଉଛନ୍ତି ମିଜୋରାମ ପୋଲିସ !

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା (Himanta Biswa Sarma) ଏକ ଟ୍ୱିଟରେ କହିଛନ୍ତି ଯେ, ମିଜୋରାମ ପୋଲିସ (Mizoram Police) ଏବଂ ଗୁଣ୍ଡମାନେ ଆମର ଯବାନମାନଙ୍କୁ ହତ୍ୟା କରିବା ପରେ ଉତ୍ସବ ପାଳନ କରୁଛନ୍ତି। 

Jul 27, 2021, 08:07 AM IST
ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ଲାଗିଛି ନିଆଁ, ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍

ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ଲାଗିଛି ନିଆଁ, ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍

ଆପଣଙ୍କୁ କହି ରଖୁଛୁ ଯେ, ଶେଷ ଥର ପାଇଁ ଗତ ଶନିବାର (ଜୁଲାଇ ୧୭) ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିଲା । ସେପଟେ ଦେଶର ବଡ଼ ବଡ଼ ସହର ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ସ୍ଥିର ରହିଛି । ଡିଜେଲ ଦର ମଧ୍ୟ ୧୦୦ ପାଖାପାଖି ପହଞ୍ଚିସାରିଛି । 

Jul 27, 2021, 07:40 AM IST
ଭେକ୍ସିନର ଉଭୟ ଡୋଜ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି Delta Variant

ଭେକ୍ସିନର ଉଭୟ ଡୋଜ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି Delta Variant

ବୈଜ୍ଞନିକଙ୍କ ଅନୁଯାୟୀ ଭାରତରେ ଚିହ୍ନିତ ଡେଲଟା ଭାରିଏଣ୍ଟ କୋରୋନା ଭାଇରସର ଅନ୍ୟ ଭାରିଏଣ୍ଟ ତୁଳନାରେ ଅଧିକ ବିପଜ୍ଜନକ ଅଟେ । ଏହା ଅତି ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସ୍ଥାନାନ୍ତରିତ ହୁଏ । ଏହା ପୂର୍ବ ଭାରିଏଣ୍ଟ ଅପେକ୍ଷା ଟିକା ଗ୍ରହଣ କରୁଥିବା ଲୋକଙ୍କୁ ସଂକ୍ରମିତ କରିବାରେ ଅଧିକ ସକ୍ଷମ ଅଟେ ।  

Jul 26, 2021, 10:57 PM IST
ଦରମା ବୃଦ୍ଧି ହେବା ଖୁସି ହୋଇଯିବ ଗାଏବ !'New Wage Code'ଲାଗୁ ପରେ ବଦଳିବ Pay Slip

ଦରମା ବୃଦ୍ଧି ହେବା ଖୁସି ହୋଇଯିବ ଗାଏବ !'New Wage Code'ଲାଗୁ ପରେ ବଦଳିବ Pay Slip

ମୂଳ ଦରମା ଦରମା ୨୫ ହଜାର ଟଙ୍କା ଏବଂ ଅବଶିଷ୍ଟ ୨୫ ହଜାର ଟଙ୍କା ଭତ୍ତା ଆସିବା ଉଚିତ୍ । ତାହା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ କମ୍ପାନୀଗୁଡିକ ମୌଳିକ ବେତନ (Basic Salary) କୁ ୨୫ ରୁ ୩୦ ପ୍ରତିଶତରେ ରଖୁଥିଲେ ଏବଂ ଅବଶିଷ୍ଟ ଅଂଶ ଭତ୍ତା ଥିଲା, ସେମାନେ ଆଉ ମୌଳିକ ବେତନକୁ ୫୦ ପ୍ରତିଶତରୁ କମ୍ ରଖିପାରିବେ ନାହିଁ । 

Jul 26, 2021, 10:23 PM IST
ବିଜୟ ମାଲ୍ୟାଙ୍କୁ ବଡ଼ ଝଟକା! ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କଲା ଲଣ୍ଡନ ହାଇକୋର୍ଟ

ବିଜୟ ମାଲ୍ୟାଙ୍କୁ ବଡ଼ ଝଟକା! ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କଲା ଲଣ୍ଡନ ହାଇକୋର୍ଟ

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଲଣ୍ଡନ ହାଇକୋର୍ଟରେ ଭାରତୀୟ ବ୍ୟାଙ୍କଗୁଡିକର ଏକ କନ୍ସୋର୍ଟିୟମ୍ ବର୍ତ୍ତମାନ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣର ଋକଭରୀ ସମ୍ପର୍କରେ ଏକ ମାମଲାକୁ ଜିତିଛି ।

Jul 26, 2021, 10:17 PM IST
Coronavirus is not of today, it was spread in China 19 years ago

କୋରୋନା ଭାଇରସ୍ ଆଜିର ନୁହେଁ, ଏହା ୧୯ ବର୍ଷ ପୂର୍ବେ ଚୀନରେ ବ୍ୟାପିଥିଲା!

ଚୀନ୍‌ର ୱୁହାନରୁ ଉତ୍ପନ୍ନ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଏକ ଆତଙ୍କ ସୃଷ୍ଟି କରିଛି । ଦ୍ୱିତୀୟ ଲହରରୁ ଆମେ ଏପର୍ଯ୍ୟନ୍ତ ରିକଭରୀ କରିନାହୁଁ କିନ୍ତୁ ତୃତୀୟ ଲହରର ସମ୍ଭାବନା ମଧ୍ୟ ଆଶଙ୍କା କରାଯାଉଛି । ଏହି 'ଅସୁବିଧା' ପାଇଁ ଚୀନ୍ ଦାୟୀ ବୋଲି ବିଶ୍ୱ ବିବେଚନା କରେ । ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ଚୀନ୍ ଠିକ୍ ସମୟରେ କୋରୋନା ବିଷୟରେ ବିଶ୍ୱକୁ ଜଣାଇ ନଥିଲା । ସେ ଶେଷ ପର୍ଯ୍ୟନ୍ତ ସତ୍ୟ ଲୁଚାଇବାକୁ ଚେଷ୍ଟା ଜାରି ରଖିଥିଲା । ଏକ ରିପୋର୍ଟ ଏହି ଅଭିଯୋଗକୁ ଆହୁରି ପ୍ରମାଣିତ କରିଛି । କାରଣ ରିପୋର୍ଟ ଅନୁଯାୟୀ, ୧୯ ବର୍ଷ ପୂର୍ବେ ଚାଇନାରେ କୋରୋନାର ପ୍ରଥମ ମାମଲା ଆସିଥିଲା ।  

Jul 26, 2021, 09:11 PM IST
ଦୂର ହେଲା ଦ୍ୱନ୍ଦ୍ୱ, ପେଟ୍ରୋଲ ଓ ଡିଜେଲ ପାଇଁ ରାଜ୍ୟ ଦେଉଛି କେତେ Tax ?

ଦୂର ହେଲା ଦ୍ୱନ୍ଦ୍ୱ, ପେଟ୍ରୋଲ ଓ ଡିଜେଲ ପାଇଁ ରାଜ୍ୟ ଦେଉଛି କେତେ Tax ?

ପେଟ୍ରୋଲର ଖୁଚୁରା ମୂଲ୍ୟ ର ୫୫ ପ୍ରତିଶତ ଏବଂ ଡିଜେଲ ମୂଲ୍ୟର ୫୦ ପ୍ରତିଶତ କେନ୍ଦ୍ରୀୟ ଏବଂ ରାଜ୍ୟ ଦ୍ୱାରା ଟ୍ୟାକ୍ସ କରାଯାଏ ।   

Jul 26, 2021, 08:41 PM IST
କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ବିଜେପି ସାଧାରଣ ସମ୍ପାଦକ ଦେଲେ ଏହି ଜବାବ

କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ବିଜେପି ସାଧାରଣ ସମ୍ପାଦକ ଦେଲେ ଏହି ଜବାବ

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକର ଦାୟିତ୍ୱରେ ଥିବା ଅରୁଣ ସିଂ ପରବର୍ତ୍ତୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ କିଛି କହିବାକୁ ମନା କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଦଳର ସଂସଦୀୟ ବୋର୍ଡ ଓ ବିଜେପି ବିଧାୟକଙ୍କ ନିକଟରେ ଛାଡି ଦିଆଯାଇଛି । ୟେଦୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।  

Jul 26, 2021, 08:35 PM IST
ରାକେଶ ଟିକାୟତଙ୍କ ସରକାରଙ୍କୁ ଧମକ, 'ଦାବି ପୂରଣ ନ ହେଲେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ'

ରାକେଶ ଟିକାୟତଙ୍କ ସରକାରଙ୍କୁ ଧମକ, 'ଦାବି ପୂରଣ ନ ହେଲେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ'

କୃଷକ ନେତା ରାକେଶ ଟିକାୟତଙ୍କ କହିଛନ୍ତି ଯେ ୩ ଟି ଆଇନ ଫେରସ୍ତ ନହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ । ଲକ୍ଷ୍ନୌକୁ ଦିଲ୍ଲୀ କରିବା ପାଇଁ ମଧ୍ୟ ଆମେ କାର୍ଯ୍ୟ କରିବୁ ।

Jul 26, 2021, 07:27 PM IST
LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍

LPG Cylinder: ଏହି ଆପରୁ ବୁକ୍ କରନ୍ତୁ ଗ୍ୟାସ ସିଲିଣ୍ଡର ଆଉ ପାଆନ୍ତୁ କ୍ୟାସବ୍ୟାକ୍

କମ୍ପାନୀର ନିୟମ ଅନୁଯାୟୀ, କେବଳ ୫୦ ଉପଭୋକ୍ତା ଏକ ଘଣ୍ଟା ମଧ୍ୟରେ ଏହି ଅଫରର ଲାଭ ଉଠାଇ ପାରିବେ ।  

Jul 26, 2021, 07:00 PM IST
ଆସାମ-ମିଜୋରାମ ସୀମାରେ ଜୋରଦାର ଉତ୍ତେଜନା, ଏହି ନିର୍ଦ୍ଦେଶ ଦେଲା କେନ୍ଦ୍ର

ଆସାମ-ମିଜୋରାମ ସୀମାରେ ଜୋରଦାର ଉତ୍ତେଜନା, ଏହି ନିର୍ଦ୍ଦେଶ ଦେଲା କେନ୍ଦ୍ର

Mizoram Assam Border Tension: ଆସାମର କଚାର ଓ ହାଇଲାକାଣ୍ଡି ଜିଲ୍ଲାର ମିଜୋରାମ ସହିତ ଆନ୍ତଃରାଜ୍ୟ ସୀମାରେ ଗତ କିଛି ଦିନ ହେବ ଟେନସନ ଜାରି ରହିଛି ।

Jul 26, 2021, 06:23 PM IST
Third Wave ର ତାଣ୍ଡବ ଆରମ୍ଭ: ଏହି ଦେଶରେ ୧୦୦ ରୁ ଅଧିକ ଶିଶୁଙ୍କ ହେଲାଣି ମୃତ୍ୟୁ

Third Wave ର ତାଣ୍ଡବ ଆରମ୍ଭ: ଏହି ଦେଶରେ ୧୦୦ ରୁ ଅଧିକ ଶିଶୁଙ୍କ ହେଲାଣି ମୃତ୍ୟୁ

ମନି କଣ୍ଟ୍ରୋଲର ଖବର ଅନୁଯାୟୀ ଇଣ୍ଡୋନେସିଆରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଲୋକମାନେ ଏହାକୁ ସରକାରଙ୍କ ବିଫଳତା ବୋଲି କହୁଛନ୍ତି।

Jul 26, 2021, 05:28 PM IST
Tokyo Olympics: ୧୩ ବର୍ଷୀୟା ଆଥଲେଟ୍ ରଚିଲେ ଇତିହାସ, ଅଲିମ୍ପିକରେ ହାସଲ କଲେ ସ୍ୱର୍ଣ୍ଣ ପଦକ

Tokyo Olympics: ୧୩ ବର୍ଷୀୟା ଆଥଲେଟ୍ ରଚିଲେ ଇତିହାସ, ଅଲିମ୍ପିକରେ ହାସଲ କଲେ ସ୍ୱର୍ଣ୍ଣ ପଦକ

ଅଲିମ୍ପିକ୍ ଇତିହାସର ସର୍ବକନିଷ୍ଠରେ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଆମେରିକୀୟ ଡାଇଭର ମାରଜୋରୀ ଗେଷ୍ଟ୍ରିଙ୍ଗଙ୍କ ନାମରେ ରହିଛି ।

Jul 26, 2021, 04:37 PM IST
Tokyo Olympics: ଗୋଲ୍ଡରେ ବଦଳିପାରେ ମିରାବାଇ ଚାନୁଙ୍କ ସିଲଭର ମେଡ଼ାଲ୍, ଜାଣନ୍ତୁ କାରଣ

Tokyo Olympics: ଗୋଲ୍ଡରେ ବଦଳିପାରେ ମିରାବାଇ ଚାନୁଙ୍କ ସିଲଭର ମେଡ଼ାଲ୍, ଜାଣନ୍ତୁ କାରଣ

Tokyo Olympics 2020: ମିରାବାଇ ଚାନୁ ରୌପ୍ୟ ପଦକ ଜିତିବାର ଦୁଇ ଦିନ ପରେ ଏବେ ଖବର ଆସୁଛି ଯେ ଏହି ଭାରତୀୟ ଖେଳାଳିଙ୍କ ରୌପ୍ୟ ପଦକକୁ ସ୍ୱର୍ଣ୍ଣ ପଦକରେ ବଦଳି ଯାଇପାରେ ।

Jul 26, 2021, 03:56 PM IST