• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ
ୟେଦୁରୁପ୍ପାଙ୍କ ପରେ କାହାକୁ ମିଳିବ କର୍ଣ୍ଣାଟକର ମୁକୁଟ? CM ଦୌଡ଼ରେ ସାମିଲ ଅଛି ଏହି ୮ ଜଣଙ୍କ ନାମ

ୟେଦୁରୁପ୍ପାଙ୍କ ପରେ କାହାକୁ ମିଳିବ କର୍ଣ୍ଣାଟକର ମୁକୁଟ? CM ଦୌଡ଼ରେ ସାମିଲ ଅଛି ଏହି ୮ ଜଣଙ୍କ ନାମ

Karnataka New CM Race: ୟେଦୁରୁପ୍ପା ରବିବାର କହିଛନ୍ତି ଯେ ସେ ଆଗାମୀ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ ଜାରି ରଖିବେ । ଆମେ ଆପଣଙ୍କୁ ସେହି ନାମଗୁଡିକ କହୁଛୁ ଯେଉଁମାନେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛନ୍ତି ।

Jul 26, 2021, 03:21 PM IST
ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଯଦି ଆପଣଙ୍କୁ ମଧ୍ୟ ଟଙ୍କା ବିନିଯୋଗ କରିବାର ଅଛି ଓ ଆପଣଙ୍କ ମନରେ ମଧ୍ୟ ଏକ ପ୍ରଶ୍ନ ଅଛି ଯେ ଆପଣ କେଉଁଠାରେ ଟଙ୍କା ବିନିଯୋଗ କରିବେ, ତେବେ ଆଜି ଆମେ ଆପଣଙ୍କ ଟେନସନକୁ ଦୂର କରିବାକୁ ଯାଉଛୁ ।

Jul 26, 2021, 01:43 PM IST
ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୧୬ ସଂକ୍ରମିତ

ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୧୬ ସଂକ୍ରମିତ

ଦେଶର ୮ଟି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପ୍ରତିବନ୍ଧକ ଅଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଓଡିଶା, ତାମିଲନାଡୁ, ମିଜୋରାମ, ଗୋଆ ଏବଂ ପୁଡୁଚେରୀ ଅନ୍ତର୍ଭୁକ୍ତ ରହିଛି । ପୂର୍ବ ଲକଡାଉନ୍ ପରି ଏଠାରେ କଡା ପ୍ରତିବନ୍ଧକ ଲଗାଯାଇଛି ।

Jul 26, 2021, 08:50 AM IST
କାର୍ଗିଲ ବିଜୟକୁ ୨୨ ବର୍ଷ, ଶହୀଦଙ୍କୁ ମନେ ପକାଇଲା ଦେଶ

କାର୍ଗିଲ ବିଜୟକୁ ୨୨ ବର୍ଷ, ଶହୀଦଙ୍କୁ ମନେ ପକାଇଲା ଦେଶ

କାର୍ଗିଲ ବିଜୟ ଦିବସ (Kargil Vijay Diwas) ଅବସରରେ ସେନା ମୁଖ୍ୟ, ଜେନେରାଲ ବିପିନ ରାୱତ ଏବଂ ସେନାର ଉତ୍ତର କମାଣ୍ଡର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଯୋଶୀ ଏବଂ ଲେହରେ ଥିବା ୧୪ତମ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ ମେନନ ଉପସ୍ଥିତ ଥିଲେ।

Jul 26, 2021, 07:46 AM IST
ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଆପଣଙ୍କୁ କହି ରଖୁଛୁ ଯେ, ଶେଷ ଥର ପାଇଁ ଗତ ଶନିବାର (ଜୁଲାଇ ୧୭) ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିଲା । ସେପଟେ ଦେଶର ବଡ଼ ବଡ଼ ସହର ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ସ୍ଥିର ରହିଛି । ଡିଜେଲ ଦର ମଧ୍ୟ ୧୦୦ ପାଖାପାଖି ପହଞ୍ଚିସାରିଛି । 

Jul 26, 2021, 07:28 AM IST
ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ରବିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶନିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । 

Jul 26, 2021, 07:11 AM IST
ଇଣ୍ଟରନେଟରେ ଛାଇଗଲା ଯୋଗୀଙ୍କ 'ଗୁଲ୍ଲୁ'

ଇଣ୍ଟରନେଟରେ ଛାଇଗଲା ଯୋଗୀଙ୍କ 'ଗୁଲ୍ଲୁ'

ରବିବାର ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ଗୁଲ୍ଲୁ ତାଙ୍କ ଆଡକୁ ଦୌଡିଥିଲେ।

Jul 26, 2021, 06:35 AM IST
ଏହି ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ଲାଭ

ଏହି ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ଲାଭ

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ପରେ କେନ୍ଦ୍ର ସରକାର HRA ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି । ଏହିପରି, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଦ୍ୱିଗୁଣା ଲାଭ ପାଇବାକୁ ଯାଉଛନ୍ତି ।

Jul 26, 2021, 06:16 AM IST
ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ

ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ

ଗିନିଜ୍ ୱାର୍ଲ୍ଡ ରେକର୍ଡ ହେଉଛି ଏପରି ଏକ ପୁସ୍ତକ ଯେଉଁଥିରେ ସାରା ବିଶ୍ୱରୁ ଲୋକମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ଆଗ୍ରହୀ ଅଟନ୍ତି । ଓ ଏଥିପାଇଁ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟଜନକ କାମ କରିଥାନ୍ତି । ସମାନ କ୍ରମରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ନିଜ ଜିଭ ଦ୍ୱାରା ପଙ୍ଖାକୁ ଅଟକାଇ ଦେଖାଇଛନ୍ତି ।  

Jul 25, 2021, 11:23 PM IST
ଅଚାନକ ପାହାଡ଼ରୁ ମାଡି଼ ଆସିଲା ବିପଦ; ୯ ମୃତ

ଅଚାନକ ପାହାଡ଼ରୁ ମାଡି଼ ଆସିଲା ବିପଦ; ୯ ମୃତ

ଟେମ୍ପୋ ଟ୍ରାଭେଲର ଗାଡି ନଂ ଏଚଆର-୫୫-ଏସି-୯୦୦୩ (HR-55-AC-9003) ଗାଡି ଯୋଗେ ୧୧ ଜଣ ଲୋକ ଯାତ୍ରା କରୁଥିଲେ। ହେଲେ ଭୂସ୍ଖଳନ ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। 

Jul 25, 2021, 10:50 PM IST
ମିଳିବ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ! କୁକୁଡ଼ାରୁ ହେବ Biodiesel

ମିଳିବ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ! କୁକୁଡ଼ାରୁ ହେବ Biodiesel

ସେ ୨୦୦୯-୨୦୧୨ ମଧ୍ୟରେ ଏହା ଉଦ୍ଭାବନ କରିଥିଲେ । ସେ ସ୍ୱର୍ଗତଃ ପ୍ରଫେସର ରମେଶ ଶ୍ରାବଣକୁମାରଙ୍କ ନେତୃତ୍ୱରେ ତାଙ୍କର ଗବେଷଣା ସମାପ୍ତ କରିଛନ୍ତି । 

Jul 25, 2021, 10:07 PM IST
ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

ରିପୋର୍ଟରେ କୁହାଯାଇଛି ଯେ ହଜାର ହଜାର ବର୍ଷ ପରେ ମଧ୍ୟ ଅନେକ ଭୂତାଣୁ ଜୀବନ୍ତ ଥିବା ଜଣାପଡିଛି ଏବଂ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସମସ୍ତ ଭୂତାଣୁ ଠାରୁ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି।

Jul 25, 2021, 09:42 PM IST
ସବୁଠାରୁ ବଡ଼ ସିଗାରେଟ କମ୍ପାନୀର ଫଇସଲା, ଆଉ ବଜାରକୁ ଆସିବନି Marlboro

ସବୁଠାରୁ ବଡ଼ ସିଗାରେଟ କମ୍ପାନୀର ଫଇସଲା, ଆଉ ବଜାରକୁ ଆସିବନି Marlboro

ବ୍ରିଟେନରେ ସିଗାରେଟ ବ୍ୟବହାର କରିବାରେ ଲୋକଙ୍କ ନିଶାକୁ ଦୂର କରିବା ଅଭିଯାନର ଏକ ଅଂଶ ଭାବରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ।

Jul 25, 2021, 08:49 PM IST
ଷଡ଼ଯନ୍ତ୍ର! ଡ୍ରୋନ୍ ଜରିଆରେ J&K ରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ଷଡ଼ଯନ୍ତ୍ର! ଡ୍ରୋନ୍ ଜରିଆରେ J&K ରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

J&K DGP Drone Pakistan: ଜମ୍ମୁ କାଶ୍ମୀରର ପୋଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂ ରବିବାର କହିଛନ୍ତି ଯେ ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ଖସା ଯାଉଥିବା IED ଜାମ୍ମୁ ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ବଜାରକୁ ବିସ୍ଫୋରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।

Jul 25, 2021, 08:27 PM IST
CSK vs MI ମ୍ୟାଚ୍ ସହ ଆରମ୍ଭ ହେବ IPL ର ଦ୍ୱିତୀୟ ପର୍ଯ୍ୟାୟ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

CSK vs MI ମ୍ୟାଚ୍ ସହ ଆରମ୍ଭ ହେବ IPL ର ଦ୍ୱିତୀୟ ପର୍ଯ୍ୟାୟ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

୧୫ ଅକ୍ଟୋବରରେ ଆଇପିଏଲର (IPL 2021) ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ (BCCI) ଘୋଷଣା କରିଛି ।

Jul 25, 2021, 07:14 PM IST
ସାଲାରି, ପେନସନ୍ ଓ EMI ପେମେଣ୍ଟ ପାଇଁ ବଦଳିଲା ନିୟମ! ଜାଣନ୍ତୁ ଆପଣଙ୍କ ଉପରେ କ'ଣ ପଡିବ ପ୍ରଭାବ

ସାଲାରି, ପେନସନ୍ ଓ EMI ପେମେଣ୍ଟ ପାଇଁ ବଦଳିଲା ନିୟମ! ଜାଣନ୍ତୁ ଆପଣଙ୍କ ଉପରେ କ'ଣ ପଡିବ ପ୍ରଭାବ

New RBI Rules: NACH ର ସେବା ବର୍ତ୍ତମାନ ସପ୍ତାହରେ ସାତ ଦିନ ପାଇଁ ଉପଲବ୍ଧ ହେବ । ପୂର୍ବରୁ ଏହି ସୁବିଧା କେବଳ ବ୍ୟାଙ୍କ ଖୋଲା ଥିବା ସମୟରେ ଉପଲବ୍ଧ ହୁଏ ।ସାଧାରଣତଃ ସୋମବାରରୁ ଶୁକ୍ରବାର ମଧ୍ୟରେ NACH ସୁବିଧା ଉପଲବ୍ଧ ।

Jul 25, 2021, 06:13 PM IST
ଖୁସି ଖବର; କେନ୍ଦ୍ରୀୟ କର୍ମଚାରୀଙ୍କୁ ଅଗଷ୍ଟ ମାସ ଦରମାରେ ମିଳିବ Double Bonanza!

ଖୁସି ଖବର; କେନ୍ଦ୍ରୀୟ କର୍ମଚାରୀଙ୍କୁ ଅଗଷ୍ଟ ମାସ ଦରମାରେ ମିଳିବ Double Bonanza!

ବ୍ୟୟ ବିଭାଗ ୭ ଜୁଲାଇ ୨୦୧୭ ରେ ଏକ ନିର୍ଦ୍ଦେଶ ଜାରି କରିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ ଯେତେବେଳେ ମହଙ୍ଗା ଭତ୍ତା ୨୫ ପ୍ରତିଶତ ରୁ ଅଧିକ ହେବ । ତେଣୁ ଗୃହ HRA ସଂଶୋଧିତ ହେବ ।

Jul 25, 2021, 05:15 PM IST
Electricity Amendment Bill 2021: Electricity connection can be changed like SIM card, Modi government's new plan

ପାୱାର କଟକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ସିମ୍ କାର୍ଡ ପରି ବଦଳାଇ ପାରିବେ ବିଦ୍ୟୁତ କନେକ୍ସନ୍!

ମୋଦି ସରକାର ଖୁବ ଶୀଘ୍ର ଇଲେକ୍ଟ୍ରିସିଟି (ସଂଶୋଧନ) ବିଲ୍, ୨୦୨୧ କୁ (Electricity Amendment Bill 2021) ଅନୁମୋଦନ ପାଇଁ କ୍ୟାବିନେଟରେ ରଖିବେ । ସଂସଦର ମୌସୁମୀ ଅଧିବେଶନରେ ଏହାକୁ ପାରିତ କରିବାକୁ ପ୍ରସ୍ତୁତି ଚାଲିଛି । ନୂତନ ସଂଶୋଧିତ ନିୟମ ଅନୁଯାୟୀ ଗ୍ରାହକମାନେ ମୋବାଇଲ ସିମ୍ କାର୍ଡକୁ ପୋର୍ଟ କରିବା ଇଲେକ୍ଟ୍ରିସିଟି କନେକ୍ସନକୁ ମଧ୍ୟ ବଦଳାଇ ପାରିବେ ।

Jul 25, 2021, 05:00 PM IST
IRCTC ର ଧମାକାଦାର ଅଫର ! VIP ସୁବିଧା ସହ ଖୁବ କମ ଟଙ୍କାରେ ବୁଲନ୍ତୁ ୪ ଟି ପର୍ଯ୍ୟଟନ ସ୍ଥାନ

IRCTC ର ଧମାକାଦାର ଅଫର ! VIP ସୁବିଧା ସହ ଖୁବ କମ ଟଙ୍କାରେ ବୁଲନ୍ତୁ ୪ ଟି ପର୍ଯ୍ୟଟନ ସ୍ଥାନ

ଦର୍ଶନୀୟ ସ୍ଥାନଗୁଡିକ ମାର୍ଗ ଅନୁଯାୟୀ ଯାତ୍ରୀ ମାନଙ୍କୁ ନିଆଯିବ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ଲଣ୍ଡ୍ରି, ଟେଲିଫୋନ୍ ବିଲ୍ ଏବଂ ପାନୀୟ, ବିଦ୍ୟୁତ୍, ଟିପ୍ସ, ବୀମା, ମଦ୍ୟପାନ, ରୁମ୍ ସେବା, କ୍ୟାମେରା ଚାର୍ଜ, ଟେଲିଫୋନ୍ କଲ୍ ଇତ୍ୟାଦି ବ୍ୟବହାର କରନ୍ତି, ତେବେ ସେଥିପାଇଁ ଅଲଗା ଚାର୍ଜ ବା ଟଙ୍କା ଦେବାକୁ ପଡ଼ିବ। 

Jul 25, 2021, 04:36 PM IST
ଆଜି ପୃଥିବୀ ନିକଟକୁ ଆସିବ ଗ୍ରହାଣୁ '୨୦୦୮ ଯିଓ-୨୦'

ଆଜି ପୃଥିବୀ ନିକଟକୁ ଆସିବ ଗ୍ରହାଣୁ '୨୦୦୮ ଯିଓ-୨୦'

ଆଜି ଭାରତୀୟ ସମୟ ପ୍ରାୟ ରାତି ୧୧ଟା ୨୧ ମିନିଟ୍ ସମୟରେ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ୍ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ ରୁ ୧୨ ଗୁଣ ଦୂରରେ ରହିବ। 

Jul 25, 2021, 03:39 PM IST