Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ

Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ

କିନ୍ତୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିବାକୁ ଉଦ୍ୟମ ଆରମ୍ଭ କରିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ରିଆ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିବା ଦେଖିବାକୁ ମିଳିଛି। 

Aug 1, 2020, 04:10 PM IST
ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୨୯ ପଇସାର ହ୍ରାସ ଘଟିଛି । 

Aug 1, 2020, 03:54 PM IST
ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ

ବକ୍ରି-ଇଦ ପୂର୍ବରୁ ଥରି ଉଠିଲା ଆଫଗାନିସ୍ତାନ; ପାକିସ୍ତାନୀ ସେନା ରକେଟ ମାଡରେ ୯ ମୃତ, ୫୦ ଆହତ

ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ରକେଟ ମାଡରେ ୯ ଆଫଗାନୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ ଆହତ ହୋଇଛନ୍ତି।

Aug 1, 2020, 03:43 PM IST
ବିଶାଖାପଟନମ ବନ୍ଦର ପରିସରରେ ଅଘଟଣ, କ୍ରେନ ଭୁଶୁଡି ପଡିବାରୁ ୧୦ ମୃତ

ବିଶାଖାପଟନମ ବନ୍ଦର ପରିସରରେ ଅଘଟଣ, କ୍ରେନ ଭୁଶୁଡି ପଡିବାରୁ ୧୦ ମୃତ

ବିଶାଖାପଟନମ ବନ୍ଦର ପରିସରରେ କ୍ରେନ  ଭୁଶୁଡି ପଡିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। 

Aug 1, 2020, 03:20 PM IST
ଚୀନକୁ ଆଉ ଏକ ଝଟକା, ଆମେରିକାରେ ଟିକଟକ ବ୍ୟାନ

ଚୀନକୁ ଆଉ ଏକ ଝଟକା, ଆମେରିକାରେ ଟିକଟକ ବ୍ୟାନ

ଭାରତ ପରେ ଆମେରିକାରେ ବନ୍ଦ ହେଲା ଟିକଟକ। ଭାରତର ପଦାଙ୍କ ଅନୁସରଣ କରୁଛି ଆମେରିକା। ଫଳରେ ଚୀନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି କି, ସୁରକ୍ଷା ସମ୍ବନ୍ଧିତ ବିପଦକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 

Aug 1, 2020, 01:14 PM IST
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ

ବଲିଉଡ଼ ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ମୃତ୍ୟକୁ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ତେବେ ଉଭୟ ମୁମ୍ବାଇ ଓ ବିହାର ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛନ୍ତି। ତେବେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିନେତାଙ୍କର ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ  ସିବିଆଇ ତଦନ୍ତର ଦାବି ମଧ୍ୟ ଜୋର ଧରୁଛି। କ

Aug 1, 2020, 10:07 AM IST
ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

ଏହି ଆବେଦନରେ ଏହି ଓକିଲ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁଆ କମ୍ପାନୀଗୁଡିକ ଯୁବକମାନଙ୍କୁ ବ୍ରେନୱାଶ କରିବା ପାଇଁ ବିରାଟ ଓ ତମନ୍ନାଙ୍କୁ ବ୍ୟବହାର କରୁଛନ୍ତି ।

Jul 31, 2020, 10:21 PM IST
ରେକର୍ଡ ସ୍ତରକୁ ଛୁଇଁଲା ସୁନା ଦର

ରେକର୍ଡ ସ୍ତରକୁ ଛୁଇଁଲା ସୁନା ଦର

ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଆଜି ରୁପା ମୂଲ୍ୟରେ ୨,୦୦୦ ଟଙ୍କା ବଢିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୩,୦୦୦ ଟଙ୍କା ଥିଲା ।

Jul 31, 2020, 06:22 PM IST
ଭାରତ ଉପରେ ପରମାଣୁ ବୋମା ପକାଇବାକୁ କହିଥିଲେ ପାକିସ୍ତାନର ଏହି ଖେଳାଳି

ଭାରତ ଉପରେ ପରମାଣୁ ବୋମା ପକାଇବାକୁ କହିଥିଲେ ପାକିସ୍ତାନର ଏହି ଖେଳାଳି

କ୍ରିକେଟ୍ ଦୁନିଆରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜର ଅବୋଲକରା ତୁଣ୍ଡ ହେତୁ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଉଲ୍ଲେଖଥାଉ କି, ପାକିସ୍ତାନୀ କ୍ରିକେଟରଙ୍କ ମଧ୍ୟ ଏହି ତାଲିକାରେ କୌଣସି ଉତ୍ତର ନାହିଁ କାରଣ ଭାରତର ପଡୋଶୀ ଦେଶର ଖେଳାଳିମାନେ ମଧ୍ୟ ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । 

Jul 31, 2020, 04:16 PM IST
ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୩୧ ପଇସାର ବୃଦ୍ଧି ଘଟିଛି ।

Jul 31, 2020, 04:13 PM IST
Sushanta Singh Rajput Death Case: ଇଡ଼ି ଯାଞ୍ଚ ନେଇ ଏପରି ଲେଖିଲେ ଫଡନାବିସ

Sushanta Singh Rajput Death Case: ଇଡ଼ି ଯାଞ୍ଚ ନେଇ ଏପରି ଲେଖିଲେ ଫଡନାବିସ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪୬ ଦିନରୁ ଉର୍ଦ୍ଧ୍ୱ ସମୟ ବିତିବାକୁ ବସିଲାଣି। ଉଭୟ ମୁମ୍ବାଇ ଓ ବିହାର ପୋଲିସ ତଦନ୍ତ ଜାରି ରଖିଛନ୍ତି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି। 

Jul 31, 2020, 03:52 PM IST
ବିଷାକ୍ତ ମଦ ପିଇ ୨୧ ମୃତ, SIT କରିବ ତଦନ୍ତ

ବିଷାକ୍ତ ମଦ ପିଇ ୨୧ ମୃତ, SIT କରିବ ତଦନ୍ତ

ଡିଜିପି ଦିନକର ଗୁପ୍ତା ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ୫ ଜଣଙ୍କ ମୃତ୍ୟୁ ଜୁନ୍ ୨୯ର ରାତିରେ ଅମୃତସର ଗ୍ରାମୀଣର ତରସିକ୍କ ସ୍ଥିତ ମୁଛଲ ଓ ତଙ୍ଗ୍ରାରେ ଘଟିଥିଲା । 

Jul 31, 2020, 03:22 PM IST
ଦିଲ୍ଲୀ ଦଙ୍ଗା: ପୋଲିସଙ୍କ ପାଇଁ ଲଢିବେ ଏହି ୬ ଓକିଲ

ଦିଲ୍ଲୀ ଦଙ୍ଗା: ପୋଲିସଙ୍କ ପାଇଁ ଲଢିବେ ଏହି ୬ ଓକିଲ

ଦିଲ୍ଲୀ ଦଙ୍ଗା(Delhi Riots) ମାମଲାର ଶୁଣାଣି ପାଇଁ ଦିଲ୍ଲୀ ସରକାର ଓକିଲଙ୍କର ଏକ ପ୍ୟାନେଲ ଗଠନ କରିଛନ୍ତି। ଉକ୍ତ ପ୍ୟାନେର ସଦସ୍ୟଙ୍କ ସମ୍ପର୍କରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ଶୁଣାଣି ପାଇଁ ଏହି ପ୍ୟାନେଲରେ ମୋଟ ୬ ଜଣ ଓକିଲଙ୍କୁ ସ୍ଥାନ ମିଳିଛି। 

Jul 31, 2020, 01:46 PM IST
ଡାକ୍ତରଙ୍କୁ ମିଳୁନି ଦରମା, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

ଡାକ୍ତରଙ୍କୁ ମିଳୁନି ଦରମା, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ସତ୍ତ୍ୱେ ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ତ୍ରିପୁରା, କର୍ଣ୍ଣାଟକରେ କୋରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀ ନିୟମିତ ବେତନ ପାଉନାହାଁନ୍ତି। 

Jul 31, 2020, 01:17 PM IST
ସୁଶାନ୍ତଙ୍କ ବାପାଙ୍କ ବିରୋଧରେ ରିଆ ଆଣିଲେ ଅଭିଯୋଗ

ସୁଶାନ୍ତଙ୍କ ବାପାଙ୍କ ବିରୋଧରେ ରିଆ ଆଣିଲେ ଅଭିଯୋଗ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏବେ ବିହାର ପୋଲିସ ହାତରେ। ପୂର୍ବରୁ ଏକ ଏଡ଼ିଆର ବା ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ଏକ ମାମଲା ରୁଜୁ କରିବା ପରେ ପାଟନା ପୋଲିସ ମହାରାଷ୍ଟ୍ରରେ ତନାଘନା ଆରମ୍ଭ କରିଛି। ତଦନ୍ତକୁ ଜୋରଦାର କରିଛି। 

Jul 31, 2020, 12:57 PM IST
୨୫ ବର୍ଷରେ ପହଞ୍ଚିଲା ମୋବାଇଲ ସେବା, ବୈପ୍ଳବିକ ପରିବର୍ତ୍ତନର ଯୋଗଜନ୍ମା ଥିଲେ ଏହି ମୁଖ୍ୟମନ୍ତ୍ରୀ...

୨୫ ବର୍ଷରେ ପହଞ୍ଚିଲା ମୋବାଇଲ ସେବା, ବୈପ୍ଳବିକ ପରିବର୍ତ୍ତନର ଯୋଗଜନ୍ମା ଥିଲେ ଏହି ମୁଖ୍ୟମନ୍ତ୍ରୀ...

କୋଲକାତାରୁ ଆରମ୍ଭ ହୋଇଥିଲା ମୋବାଇଲ ସେବା। ୧୯୯୫ ମସିହାରେ ମୂଳଦୁଆ ପଡ଼ିଥିବା ଏହି ସେବା ଆଜି କୋଣ ଅନୁକୋଣରେ ପହଞ୍ଚି ପାରିଛି...

Jul 31, 2020, 10:11 AM IST
ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ସୋନିଆ ଗାନ୍ଧୀ ଆଜି ସକାଳେ ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଏକ ଭିଡିଓ କନଫରେନ୍ସ ଯୋଗେ ବୈଠକ କରିଥିଲେ ।

Jul 30, 2020, 11:10 PM IST
ବିହାରରେ ପୁଣି ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ବିହାରରେ ପୁଣି ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ଉଦ୍ଧବ ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ କରିବାର ନିଷ୍ପତ୍ତି ନେଇଥିଲେ । ମହାରାଷ୍ଟ୍ର ହେଉଛି ଦେଶର ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟ ।

Jul 30, 2020, 09:19 PM IST
ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ଦେଶର ୭ଟି ନୂତନ ରୁଟରେ ଦୌଡିବ ହାଇସ୍ପୀଡ ବୁଲେଟ ଟ୍ରେନ। 

Jul 30, 2020, 09:01 PM IST
ନେପାଳରେ ଘନେଇଲା ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଅନୁପସ୍ଥିତିରେ ଦଳୀୟ ବୈଠକ ଡାକିଲେ ପ୍ରଚଣ୍ଡ

ନେପାଳରେ ଘନେଇଲା ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଅନୁପସ୍ଥିତିରେ ଦଳୀୟ ବୈଠକ ଡାକିଲେ ପ୍ରଚଣ୍ଡ

ନେପାଳା ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଓଲି-ପ୍ରଚଣ୍ଡଙ୍କ ମଧ୍ୟରେ ମୁହାଁମୁହିଁ ଜାରି ରହିଛି।

Jul 30, 2020, 08:58 PM IST