ଶିବ ଭକ୍ତଙ୍କ ଲାଗି ଖୁସି ଖବର, ଚୋରି ହୋଇଥିବା ପ୍ରତିମୂର୍ତ୍ତିକୁ ଫେରାଇବ ବ୍ରିଟେନ

ଶିବ ଭକ୍ତଙ୍କ ଲାଗି ଖୁସି ଖବର, ଚୋରି ହୋଇଥିବା ପ୍ରତିମୂର୍ତ୍ତିକୁ ଫେରାଇବ ବ୍ରିଟେନ

ଶିବ ଭକ୍ତଙ୍କ ଲାଗି ବ୍ରିଟେନରୁ ଆସିଛି ଖୁସି ଖବର। 

Jul 30, 2020, 08:48 PM IST
ଚୀନ-ଋଷ ପଟୁ ରହିଛି ବିପଦ, ନୂତନ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କଲା ବ୍ରିଟେନ

ଚୀନ-ଋଷ ପଟୁ ରହିଛି ବିପଦ, ନୂତନ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କଲା ବ୍ରିଟେନ

ଚୀନ-ଋଷ ପଟୁ ରହିଥିବା ବିପଦର ମୁକାବିଲା କରିବା ଲାଗି ନୂତନ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କରିଛି ବ୍ରିଟେନ।

Jul 30, 2020, 08:43 PM IST
ଅଗଷ୍ଟ ୫ରେ ଭୂମି ପୂଜନ; ଆଲର୍ଟ ରହିବା ଲାଗି ୟୁପି ପୋଲିସକୁ ସିଏମ ଯୋଗୀଙ୍କ ନିର୍ଦ୍ଦେଶ

ଅଗଷ୍ଟ ୫ରେ ଭୂମି ପୂଜନ; ଆଲର୍ଟ ରହିବା ଲାଗି ୟୁପି ପୋଲିସକୁ ସିଏମ ଯୋଗୀଙ୍କ ନିର୍ଦ୍ଦେଶ

ଅଗଷ୍ଟ ୫ ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜନ ଲାଗି ସଜାଗ ରହିବାକୁ ୟୁପି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ ଯୋଗୀ। 

Jul 30, 2020, 06:39 PM IST
ପୁଣି ରୁପା ମୂଲ୍ୟରେ ରେକର୍ଡ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ପୁଣି ରୁପା ମୂଲ୍ୟରେ ରେକର୍ଡ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ହ୍ରାସ ଘଟିଛି । ଆଜି ରୁପା ମୂଲ୍ୟରେ ୩,୦୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୬,୦୫୦ ଟଙ୍କା ଥିଲା ।

Jul 30, 2020, 06:08 PM IST
 covid19 update: ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର, ମୃତ୍ୟୁସଂଖ୍ୟା ୧୪,୪୬୩

covid19 update: ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର, ମୃତ୍ୟୁସଂଖ୍ୟା ୧୪,୪୬୩

ମହାରାଷ୍ଟ୍ରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ପାର କରିଛି।

Jul 30, 2020, 06:02 PM IST
 ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ, ମେଟ୍ରୋ, ପ୍ରେକ୍ଷାଳୟ; ଜିମ ଓ ଯୋଗ ସେଣ୍ଟର ଖୋଲିବାକୁ ମିଳିଲା ଅନୁମତି

ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ, ମେଟ୍ରୋ, ପ୍ରେକ୍ଷାଳୟ; ଜିମ ଓ ଯୋଗ ସେଣ୍ଟର ଖୋଲିବାକୁ ମିଳିଲା ଅନୁମତି

କୋରୋନା ମୁକାବିଲା ଲାଗି ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁ ହେବାକୁ ଯାଉଛି ଅନଲକ୩।

Jul 30, 2020, 04:56 PM IST
ପିତା ହେଲେ ପାଣ୍ଡ୍ୟା

ପିତା ହେଲେ ପାଣ୍ଡ୍ୟା

ପାଣ୍ଡ୍ୟାଙ୍କ ଭାବି ପତ୍ନୀ ନତାଶା ଷ୍ଟେନକୋଭିଚ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିବା ନେଇ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। 

Jul 30, 2020, 04:34 PM IST
କୋରୋନା ମୁକାବିଲା: ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକ ଡାଉନ

କୋରୋନା ମୁକାବିଲା: ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକ ଡାଉନ

କୋରୋନା ମୁକବିଲା ଲାଗି ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ସମ୍ପ୍ରସାରଣ କରିଛନ୍ତି ତାମିଲନାଡୁ ସରକାର । 

Jul 30, 2020, 04:22 PM IST
ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏ ବଢ଼ିଲା ଲକଡାଉନ୍

ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏ ବଢ଼ିଲା ଲକଡାଉନ୍

କଠୋରତା କେବଳ କଣ୍ଟେମେଣ୍ଟ ଜୋନରେ ଲାଗୁ ରହିବ । ରାଜ୍ୟ ସରକାର ନୂଆ ଆଡଭାଇଜାରୀ ଜାରି ଏହି କଥା କହିଛନ୍ତି ।

Jul 30, 2020, 04:13 PM IST
ସିଜେଆଇ ବୋବଡେଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା

ସିଜେଆଇ ବୋବଡେଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା

ଏହାପୂର୍ବରୁ ପ୍ରଧାନ ବିଚାରପତିଙ୍କ ଜେଡ୍ କ୍ୟାଟେଗରୀର ସୁରକ୍ଷା ମିଳିଥିଲା । ବର୍ତ୍ତମାନ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି । 

Jul 30, 2020, 04:01 PM IST
ଦିଲ୍ଲୀରେ ଡିଜେଲ ଉପରେ ୧୬.୭୬୫% ଭ୍ୟାଟ ହ୍ରାସ, ଏଣିକି ଲିଟର ପିଛା ଦର ୭୩.୬୪ ଟଙ୍କା

ଦିଲ୍ଲୀରେ ଡିଜେଲ ଉପରେ ୧୬.୭୬୫% ଭ୍ୟାଟ ହ୍ରାସ, ଏଣିକି ଲିଟର ପିଛା ଦର ୭୩.୬୪ ଟଙ୍କା

ଦିଲ୍ଲୀରେ ଡିଜେଲ ଉପରୁ ୧୬.୭୬୫% ଭ୍ୟାଟ ହ୍ରାସ କରାଯାଇଛି।

Jul 30, 2020, 03:17 PM IST
ରାଜଧାନୀରେ ପୁଣି କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ରେଟ୍

ରାଜଧାନୀରେ ପୁଣି କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୮୬ ପଇସାର ହ୍ରାସ ଘଟିଛି ।

Jul 30, 2020, 03:11 PM IST
ପୁରୁଣା ଘର ଖୋଳିବା ବେଳେ ବାହାରିଲା ସୁନାରୂପା, ଧନସମ୍ପତ୍ତି ନେଇଗଲେ ଶ୍ରମିକ

ପୁରୁଣା ଘର ଖୋଳିବା ବେଳେ ବାହାରିଲା ସୁନାରୂପା, ଧନସମ୍ପତ୍ତି ନେଇଗଲେ ଶ୍ରମିକ

ଘର ଖୋଳିବା ସମୟରେ ମିଳିଥିବା ଧନସମ୍ପତ୍ତିକୁ ନେଇ ଯାଇଥିବା ଶ୍ରମିକଙ୍କୁ ଅଟକ ରଖିଛି ପୋଲିସ । 

Jul 30, 2020, 02:01 PM IST
ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

୬ ଯବାନ ଗୁରୁତର

Jul 30, 2020, 01:05 PM IST
 ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...

ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...

ଶିବସେନୋ ସହ ସରକାର ଗଠନ କରିବାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ।

Jul 29, 2020, 08:45 PM IST
ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

କଂଗ୍ରେସ କାରଣରୁ ଭାରତୀୟ ରାଜନୀତିରେ ଘୋଡା ବେପାର ପ୍ରବେଶ କରିଛି ବୋଲି କହିଛନ୍ତି କର୍ଣ୍ଣଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।

Jul 29, 2020, 08:11 PM IST
ବିଜେପିକୁ ଶିବସେନାର କଟାକ୍ଷ; ରାଜନୈତିକ ଫାଇଦା ଲାଗି ରାମ ମନ୍ଦିର ପ୍ରସଙ୍ଗ ବ୍ୟବହାର କରୁଛି ଦଳ

ବିଜେପିକୁ ଶିବସେନାର କଟାକ୍ଷ; ରାଜନୈତିକ ଫାଇଦା ଲାଗି ରାମ ମନ୍ଦିର ପ୍ରସଙ୍ଗ ବ୍ୟବହାର କରୁଛି ଦଳ

ରାମ ମନ୍ଦିର ପ୍ରସଙ୍ଗରେ ବିଜେପିକୁ କଟାକ୍ଷା କରିଛି ଶିବସେନା।

Jul 29, 2020, 07:27 PM IST
 ଯାତ୍ରୀଙ୍କୁ ରେଳବାଇର ଉପହାର, ସେବା ଯୋଗାଇବା ଲାଗି ଟ୍ରାକରେ ଦୌଡିବ ୪୪ ବନ୍ଦେ ଭାରତ ଟ୍ରେନ

ଯାତ୍ରୀଙ୍କୁ ରେଳବାଇର ଉପହାର, ସେବା ଯୋଗାଇବା ଲାଗି ଟ୍ରାକରେ ଦୌଡିବ ୪୪ ବନ୍ଦେ ଭାରତ ଟ୍ରେନ

ଅତ୍ୟାଧୁିନିକ ସେବା ପ୍ରଦାନ ଲକ୍ଷ୍ୟରେ ଆହୁରି ୪୪ଟି ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ଦୌଡାଇବ ଭାରତୀୟ ରେଳବାଇ। 

Jul 29, 2020, 06:47 PM IST
କୋରୋନା ସଂକଟ ବେଳେ ସେବା ଯୋଗାଇ ରେକର୍ଡ କରିଛି ଭାରତୀୟ ରେଳବାଇ

କୋରୋନା ସଂକଟ ବେଳେ ସେବା ଯୋଗାଇ ରେକର୍ଡ କରିଛି ଭାରତୀୟ ରେଳବାଇ

କୋରୋନା ସଂକଟ ସମୟରେ ସେବା ପ୍ରଦାନ କରି ରେକର୍ଡ ସୃଷ୍ଟି କରିଛି ଭାରତୀୟ ରେଳବାଇ । 

Jul 29, 2020, 06:03 PM IST
ଆଜି ହେଉଛି International Tiger Day, ଜାଣନ୍ତୁ ବାଘଙ୍କ ସହ ଜଡିତ ରୋଚକ ପୂର୍ଣ୍ଣ ତଥ୍ୟ...

ଆଜି ହେଉଛି International Tiger Day, ଜାଣନ୍ତୁ ବାଘଙ୍କ ସହ ଜଡିତ ରୋଚକ ପୂର୍ଣ୍ଣ ତଥ୍ୟ...

ବାଘ ସଂରକ୍ଷଣ କ୍ଷେତ୍ରରେ ବିଶ୍ୱର ନୂତନ ରେକର୍ଡ ସ୍ଥାପନ କରିଛି ଭାରତ।

Jul 29, 2020, 05:02 PM IST