ଆରଆଣ୍ଡଏଡବ୍ଲ୍ୟୁର ଚାଞ୍ଚଲ୍ୟକର ଖୁଲାସା: ଅଯୋଧ୍ୟାରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇ

ଆରଆଣ୍ଡଏଡବ୍ଲ୍ୟୁର ଚାଞ୍ଚଲ୍ୟକର ଖୁଲାସା: ଅଯୋଧ୍ୟାରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇ

ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆଇଏସଆଇ ଯୋଜନା କରିଛି ବୋଲି ଆରଆଣ୍ଡଏଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି । 

Jul 29, 2020, 04:18 PM IST
ଆଇଏମଡିର ପୂର୍ବାନୁମାନ: ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ସମ୍ଭାବନା, ଜଳବନ୍ଦୀ ହୋଇପାରେ ତଳିଆ ଅଞ୍ଚଳ

ଆଇଏମଡିର ପୂର୍ବାନୁମାନ: ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ସମ୍ଭାବନା, ଜଳବନ୍ଦୀ ହୋଇପାରେ ତଳିଆ ଅଞ୍ଚଳ

ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ  ।  

Jul 29, 2020, 03:17 PM IST
ଅମ୍ବାଲାରେ ଅବତରଣ କଲା ରାଫେଲ, ସ୍ୱାଗତ କଲା ବାୟୁସେନା

ଅମ୍ବାଲାରେ ଅବତରଣ କଲା ରାଫେଲ, ସ୍ୱାଗତ କଲା ବାୟୁସେନା

ଭାରତ ମାଟିରେ ରାଫାଲ ଯୁଦ୍ଧ ଜାହାଜ। ପ୍ରତିକ୍ଷାର ଅନ୍ତ ଘଟାଇ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ହରିଆଣାର ଅମ୍ବାଲାଠାରେ ଭାରତମାଟିରେ ଅବତରଣ କରିଛି ୫ଟି ରାଫାଲ ବିମାନ।  

Jul 29, 2020, 03:10 PM IST
କଂଗ୍ରେସ ଉପରେ ଖପ୍ପା ବିଏସପି; ବିଦ୍ରୋହୀ ବିଧାୟକଙ୍କ ବିରୁଦ୍ଧରେ କୋର୍ଟରେ ପହଞ୍ଚିଲା ଦଳ

କଂଗ୍ରେସ ଉପରେ ଖପ୍ପା ବିଏସପି; ବିଦ୍ରୋହୀ ବିଧାୟକଙ୍କ ବିରୁଦ୍ଧରେ କୋର୍ଟରେ ପହଞ୍ଚିଲା ଦଳ

ଦଳଶର ବିଦ୍ରୋହୀ ବିଧାୟକଙ୍କ ବିରୁଦ୍ଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଏସପି । 

Jul 29, 2020, 01:48 PM IST
ଜେଆରଡ଼ିଙ୍କ ଫ୍ରେଞ୍ଚ କନେକସନ ଓ ଆଧୁନିକ ଭାରତର ବିମାନସେବାର ସୃଷ୍ଟି

ଜେଆରଡ଼ିଙ୍କ ଫ୍ରେଞ୍ଚ କନେକସନ ଓ ଆଧୁନିକ ଭାରତର ବିମାନସେବାର ସୃଷ୍ଟି

ଭାରତ ସରକାରଙ୍କ ପକ୍ଷରୁ ୧୯୫୫ରେ ‘ପଦ୍ମ ବିଭୂଷଣ’ ଏବ˚ ୧୯୯୨ରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। 

Jul 29, 2020, 01:38 PM IST
ମଧ୍ୟପ୍ରଦେଶ ମନ୍ତ୍ରୀ ତୁଲସୀ ରାମ ସିଲାୱଟ ଓ ତାଙ୍କ ପତ୍ନୀଙ୍କୁ କୋରୋନା

ମଧ୍ୟପ୍ରଦେଶ ମନ୍ତ୍ରୀ ତୁଲସୀ ରାମ ସିଲାୱଟ ଓ ତାଙ୍କ ପତ୍ନୀଙ୍କୁ କୋରୋନା

ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବାକୁ କହିଥିଲେ ଶିବରାଜ । 

Jul 29, 2020, 11:51 AM IST
ଆଜି ପହଞ୍ଚିବ ରାଫାଲ, ସୁରକ୍ଷା କଡ଼ାକଡ଼ି

ଆଜି ପହଞ୍ଚିବ ରାଫାଲ, ସୁରକ୍ଷା କଡ଼ାକଡ଼ି

ସ୍ୱାଗତ କରିବେ ବାୟୁସେନା ମୁଖ୍ୟ

Jul 29, 2020, 10:27 AM IST
କାହିଁକି ଏକ ଜାମିନ ଶୁଣାଣି ବେଳେ ବିକାଶ ଦୁବେର ଉଦାହରଣ ଦେଲେ ସର୍ବୋଚ୍ଚ ଅଦାଲତ ? ଜାଣନ୍ତୁ...

କାହିଁକି ଏକ ଜାମିନ ଶୁଣାଣି ବେଳେ ବିକାଶ ଦୁବେର ଉଦାହରଣ ଦେଲେ ସର୍ବୋଚ୍ଚ ଅଦାଲତ ? ଜାଣନ୍ତୁ...

ଜଣେ କୁଖ୍ୟାତ ଅପରାଧୀର ଜାମିନ ଶୁଣାଣି ବେଳେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଆଉ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । 

Jul 28, 2020, 11:08 PM IST
ଟିକଟକର ଅନ୍ୟ ରୂପ ସ୍ନାକ ଭିଡିଓ ଆପ୍

ଟିକଟକର ଅନ୍ୟ ରୂପ ସ୍ନାକ ଭିଡିଓ ଆପ୍

 ସ୍ନାକ୍ ଭିଡିଓ ହେଉଛି ଏକ କ୍ଷୁଦ୍ର ଭିଡିଓ ଆପ୍ । ଏଥିରେ ପୂର୍ବ ଟିକ୍-ଟକ୍ ଆପ୍ ପରି ସମସ୍ତ ଫିଚର୍ସ ରହିଛି । 

Jul 28, 2020, 09:49 PM IST
covid19 Alert: ଚୀନର ଗୁମର ଖୋଲିଲେ ଚୀନୀ ଡାକ୍ତର

covid19 Alert: ଚୀନର ଗୁମର ଖୋଲିଲେ ଚୀନୀ ଡାକ୍ତର

କୋଭିଡ ସଂକ୍ରମଣ ମାମଲାରେ ଚୀନର ଗୁମର ଖୋଲିଛନ୍ତି ଚୀନୀ ଡାକ୍ତର ।

Jul 28, 2020, 09:04 PM IST
ଚୀନରେ ଆମେରିକାର ଶକ୍ତି ପ୍ରଦର୍ଶନ, ସଂଘାଇ ନିକଟରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧ ବିମାନ

ଚୀନରେ ଆମେରିକାର ଶକ୍ତି ପ୍ରଦର୍ଶନ, ସଂଘାଇ ନିକଟରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧ ବିମାନ

ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ନେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା-ଚୀନ।

Jul 28, 2020, 08:55 PM IST
ପାକିସ୍ତାନରେ ଗୁରୁଦ୍ୱାରକୁ ମସଜିଦରେ ପରିଣତ କରିବାକୁ ଉଦ୍ୟମ, ବିରୋଧ ଦର୍ଶାଇଲା ଭାରତ

ପାକିସ୍ତାନରେ ଗୁରୁଦ୍ୱାରକୁ ମସଜିଦରେ ପରିଣତ କରିବାକୁ ଉଦ୍ୟମ, ବିରୋଧ ଦର୍ଶାଇଲା ଭାରତ

ପାକିସ୍ତାନରେ ପୁଣି ସଂଖ୍ୟାଲଘୁଙ୍କ ଧର୍ମସ୍ଥଳକୁ ଜବର ଦଖଲ କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। 

Jul 28, 2020, 08:49 PM IST
ଆସନ୍ତା ଅଗଷ୍ଟ ୨ରେ ହେବ ଆଇପିଏଲ ପରିଚାଳନା କମିଟି ବୈଠକ

ଆସନ୍ତା ଅଗଷ୍ଟ ୨ରେ ହେବ ଆଇପିଏଲ ପରିଚାଳନା କମିଟି ବୈଠକ

ବୈଠକରେ ବିସିସିଆଇର ଉଚ୍ଚ ପଦାଧିକାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ ମଧ୍ୟ ସାମିଲ ହୋଇପାରନ୍ତି ।

Jul 28, 2020, 07:42 PM IST
ଜୁଲାଇ ୨୯ରେ ଭାରତରେ ଅବତରଣ କରିବ ରାଫେଲ, ଲାଦାଖରେ ହେବ ମୁତୟନ

ଜୁଲାଇ ୨୯ରେ ଭାରତରେ ଅବତରଣ କରିବ ରାଫେଲ, ଲାଦାଖରେ ହେବ ମୁତୟନ

ଲଦାଖରେ ମୁତୟନ ହେବ ଫ୍ରାନ୍ସରୁ ଆସିବାକୁ ଥିବା ରାଫେଲ ଯୁଦ୍ଧ ବିମାନ।

Jul 28, 2020, 06:54 PM IST
ଏମିତି ମଜାଦାର ଷ୍ଟାଇଲରେ ପ୍ରପୋଜ କରିଥିଲେ କ୍ରୁନାଲ, ଫିଦା ହୋଇଯାଇଥିଲେ ପଙ୍ଖୁଡ଼ି

ଏମିତି ମଜାଦାର ଷ୍ଟାଇଲରେ ପ୍ରପୋଜ କରିଥିଲେ କ୍ରୁନାଲ, ଫିଦା ହୋଇଯାଇଥିଲେ ପଙ୍ଖୁଡ଼ି

କେମିତି ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ କୁନାଲ ପାଣ୍ଡ୍ୟା ? 

Jul 28, 2020, 06:49 PM IST
ରାଫେଲକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ଅମ୍ବାଲା ବାୟୁସେନା ଘାଟି, ସୁରକ୍ଷା ବ୍ୟବସ୍ଥା କଡାକଡି

ରାଫେଲକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ଅମ୍ବାଲା ବାୟୁସେନା ଘାଟି, ସୁରକ୍ଷା ବ୍ୟବସ୍ଥା କଡାକଡି

ବୁଧବାର (୨୯ ଜୁଲାଇ, ୨୦୨୦) ଭାରତରେ ଅବତରଣ କରିବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ।

Jul 28, 2020, 05:52 PM IST
ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟରେ ରେକର୍ଡ ହ୍ରାସ ଘଟିଛି । ଆଜି ରୁପା ମୂଲ୍ୟରେ ୨,୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୪,୭୦୦ ଟଙ୍କା ଥିଲା ।

Jul 28, 2020, 05:51 PM IST
୫୦୦ ଓ୍ୱିକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼

୫୦୦ ଓ୍ୱିକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼

କ୍ଲବରେ ଅନୀଲ କୁମ୍ବଲେ ଏକମାତ୍ର ଭାରତୀୟ...

Jul 28, 2020, 05:03 PM IST
ସୀମା ସିଲ କରିଦେଲେ ମିଳିବ ନାହିଁ ଲାଭ, ଖୋଲିବାକୁ ହେବ ଅର୍ଥନୀତି: ଡବ୍ଲ୍ୟୁଏଚଓ

ସୀମା ସିଲ କରିଦେଲେ ମିଳିବ ନାହିଁ ଲାଭ, ଖୋଲିବାକୁ ହେବ ଅର୍ଥନୀତି: ଡବ୍ଲ୍ୟୁଏଚଓ

କୋରୋନା ମୁକାବିଲା ଲାଗି ସୀମା ସିଲ କରିବା ନିଷ୍ପତ୍ତି ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି ଡବ୍ଲ୍ୟୁଏଚଓ।

Jul 28, 2020, 04:59 PM IST