ଆଜି ବି ବିଧାନସଭା ନୋହିଲା, ଚାଲିଲା ୭ ମିନିଟ

ରାଜ୍ୟ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୁର୍ଥ ଦିନରେ ଗୃହ ଚାଲିପାରି ନାହିଁ। ସମ୍ପୂର୍ଣ୍ଣ ପ୍ରଥମାର୍ଦ୍ଧ ଧୋଇଯାଇଛି । ରାଜ୍ୟ ସରକାର ସମସ୍ତ ପ୍ରସଙ୍ଗକୁ ଶୁଣି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଥିଲେ ମଧ୍ୟ ବିରୋଧୀଙ୍କ ସହଯୋଗ ପାଉ ନଥିବା ଅଭିଯୋଗ କରିଛନ୍ତି। ଏପରି ଆରୋପ ପ୍ରତ୍ୟାର

ଆଜି ବି ବିଧାନସଭା ନୋହିଲା, ଚାଲିଲା ୭ ମିନିଟ

About the Author