ଆଜି ସାମ୍ନାକୁ ଆସିଥିବା ୧୪୩ ମାମଲା ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୬ଟି ଲୋକାଲ କେସ ରହିଛି ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ୧୪୩ ନୂଆ ମାମଲା ସାମ୍ନାକୁ ଆସିଛି । ୧୭ ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ମାମଲା ରହିଛି । ତେବେ ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଆଜି ସାମ୍ନାକୁ ଆସିଥିବା ୧୪୩ ମାମଲା ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୬ଟି ଲୋକାଲ କେସ ରହିଛି ।
COVID-19 REPORT FOR 21st JUNE
New positive Cases: 143
In quarantine: 137
Local contacts: 6(Details of local contacts will be shared by concerned Dist Administration)
District Wise Cases
1. Khordha : 16
2. Nayagarh: 13
3. Balasore: 13
4. Cuttack: 20
5. Jagatsinghpur: 1— I & PR Department, Odisha (@IPR_Odisha) June 22, 2020
ରାଜ୍ୟରେ ଏପର୍ଯ୍ୟନ୍ତ ୫୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରୁ ୩୭୨୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ୧୫୬୨ ଆକ୍ଟିଭ କେସ ରହିଛି । ସେହିପରି ରାଜ୍ୟରେ କୋରୋନା ଜନିତ ୧୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।