ନୂଆ ୧୮୬ ମାମଲା ଚିହ୍ନଟ
Trending Photos
)
ଭୁବନେଶ୍ୱର: ଆଉ ୧୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ଅର୍ଥାତ ରାଜ୍ୟରେ ୪ ହଜାର ଅଭିମୂଖେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯୪ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ କେବଳ ୧୩୦୧ଟି ଆକ୍ସିଭ କେସ ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ନଜର ପକାନ୍ତୁ, କେଉଁ ଜିଲ୍ଲାରୁ କେତେ ନୂଆ ମାମଲା ସାମ୍ନାକୁ ଆସିଛି...
6. Cuttack:12
7. Jagatsinghpur: 11
8. Angul: 1
9. Dhenkanal: 2
10. Bhadrak: 1
11. Gajapati: 15
12. Bargarh: 16
13. Kandhamal: 22
14. Kalahandi: 16
15. Ganjam: 4
16. Puri: 7
17. Sundargarh: 3
18. Bolangir: 2
19. Mayurbhanj: 13
20. Kendrapada:1— I & PR Department, Odisha (@IPR_Odisha) June 14, 2020
COVID-19 REPORT FOR 13th JUNE
New positive cases: 186
In quarantine: 171
Local contacts: 15(Details of local contacts will be shared by concerned District Administration)
District Wise Cases
1. Khordha: 21
2. Jharsuguda: 2
3. Keonjhar: 11
4. Jajpur: 12
5. Malkangiri: 1— I & PR Department, Odisha (@IPR_Odisha) June 14, 2020