ଜୁଲାଇ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ସିବିଏସଇ ଭଳି ଜୁଲାଇ ୧ରୁ ୧୫ ତାରିଖ ଭିତରେ ସିଏଚଏସଇ ପକ୍ଷରୁ ବଳକା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଜୁଲାଇ ୧ରୁ  ଯୁକ୍ତ ଦୁଇ ପରୀକ୍ଷା
Image Credit: ପ୍ରତୀକାତ୍ମକ ଫଟୋ

About the Author