• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /ଯାଜପୁରରେ ୨ୟ କୋରୋନା ରୋଗୀ ଚିହ୍ନଟ

ଯାଜପୁରରେ ୨ୟ କୋରୋନା ରୋଗୀ ଚିହ୍ନଟ

ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି

Edited ByZee Odisha Desk
Published: Apr 14, 2020, 01:46 PM IST|Updated: Apr 14, 2020, 01:46 PM IST
joinshare
ଯାଜପୁରରେ ୨ୟ କୋରୋନା ରୋଗୀ ଚିହ୍ନଟ
Image Credit: File pic

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    2

    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    3

    Odisha Weather: ପାଣିପାଗ ବିଭାଗର ସୂଚନା,୮ରୁ ବଢିବ ବର୍ଷା

    4

    Panchayat Election 2026:'ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ'

    5

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    ସନ୍ଦିପ୍ତ କୁମାର ରୟ: ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାଜପୁର ସଦର ଥାନା ଜାପଂରପୁର ପଂଚାୟତର ସାନ ତ୍ରିଲୋଚନପୁର ଗାଁରେ ଏହି ରୋଗୀ ଜଣକ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କ ବୟସ ୬୬ ବୋଲି ସୂଚନା ମିଳିଛି । ସେ ଗତ ୨୮ ତାରିଖ କୋଲକାତାରୁ ଏକ ଟାଟା ମ୍ୟାଜିକ ଗାଡିରେ ପାଣିକୋଇଲି ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ସେ ସଠିପୁର ଦେଇ ନିଜ ଘରେ ପହଂଚିଥିଲେ । ସେ ଆସିବା ସମୟରେ ୭ରୁ ୮ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । 

    ତାଙ୍କ ଦେହରେ କୋରୋନା ରୋଗ ଲକ୍ଷଣ ଦେଖାଯିବାରୁ ସେ ପ୍ରାଥମିକ ଭାବେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି । ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ପାଇଁ କଟକ ଅଶ୍ୱନୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଥିସହିତ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ ଆସନ୍ତା ୭ ଦିନ ପାଇଁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତି ସେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି ନିଜେ ହୋମ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲାପାଳ ପରାମର୍ଶ ଦେଇଛନ୍ତି ।

    Add Zee News as a Preferred Source
    TAGS:
    Odisha