ରାଜ୍ୟରେ ଆଉ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଅନ୍ୟପକ୍ଷେ ଗତକାଲି ଅର୍ଥାତ ଶନିବାର ରାତିରେ କଳାହାଣ୍ଡିରେ ଜଣେ ୨୯ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ କୋରୋନା ପଜିଟିଭ ମିଳିଥିଲା । ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ବାହରୀନ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଆଉ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ

About the Author