ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ କୋରୋନା ଆକ୍ରାନ୍ତ

ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ରାଜ୍ୟରେ ୧୫୧୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୭୭ ସକ୍ରିୟ କୋରୋନା ମାମଲା ରହିଛି । ୭ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୭୩୩ କୋରୋନା ଆକ୍ରାନ୍ତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।

 ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ କୋରୋନା ଆକ୍ରାନ୍ତ
Image Credit: ପ୍ରତୀକାତ୍ମକ ଫଟୋ

About the Author