ଆଉ ୭୬ଟି ନୂଆ ମାମଲା, ବଲାଙ୍ଗୀରରୁ ସର୍ବାଧିକ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚିହ୍ନଟ ହୋଇଥିବା ୭୬ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି ।

ଆଉ ୭୬ଟି ନୂଆ ମାମଲା, ବଲାଙ୍ଗୀରରୁ ସର୍ବାଧିକ

About the Author