ଯୁବ ବିଜ୍ଞାନୀଙ୍କ ବିଚକ୍ଷଣ ଉଦ୍ଭାବନ, ଏଣିକି ଉଦ୍ଭିଦମାନଙ୍କ ହାର୍ଟବିଟ ମାପିବ ଯନ୍ତ୍ର

ଉଦ୍ଭିଦଙ୍କ ସ୍ପନ୍ଦନ ମାପିବା ଯନ୍ତ୍ର ଉଦ୍ଭାବନ କଲେ ସମ୍ବଲପୁରର ୩ ଉଦ୍ଭିଦ ବିଜ୍ଞାନୀ । ଉଦ୍ଭିଦର ପୋଷକ ତତ୍ତ୍ୱ ଗ୍ରହଣ କରିବାର ମାତ୍ରାର ବିବରଣୀ, ଉଦ୍ଭିଦର ଜୈବିକ ଘଡି ସମ୍ପାଦନାର ପ୍ରକ୍ରିୟା ଜଣାପଡିଥାଏ ବୋଲି ଏହି ଜୈବ ବିଜ୍ଞାନୀମାନେ ଦାବି କରିଛନ୍ତି।

ଯୁବ ବିଜ୍ଞାନୀଙ୍କ ବିଚକ୍ଷଣ ଉଦ୍ଭାବନ, ଏଣିକି ଉଦ୍ଭିଦମାନଙ୍କ ହାର୍ଟବିଟ ମାପିବ ଯନ୍ତ୍ର

About the Author