ସରିନି ଅଡୁଆ, ପରୀକ୍ଷା ପରେ ଏବେ ରେଜଲ୍ଟ ଚିନ୍ତା

ସେପଟେ ବାରମ୍ବାର ମାଟ୍ରିକ ମୂଲ୍ୟାୟନ ତାରିଖ ବଦଳିବା ପରେ ଶେଷରେ ଖାତାଦେଖା ଶେଷ ହୋଇଥିବା ବେଳେ ଟାବୁଲେସନ ଚାଲିଥିବା ମନ୍ତ୍ରୀ କହିଛନ୍ତି । ପୂର୍ବ ଘୋଷଣା ମୁତାବକ ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ ପାଇବ ।

ସରିନି ଅଡୁଆ, ପରୀକ୍ଷା ପରେ ଏବେ ରେଜଲ୍ଟ ଚିନ୍ତା

About the Author