ରାଜ୍ୟରେ ୪୦୦ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha679727

ରାଜ୍ୟରେ ୪୦୦ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଭାରତ ସମେତ ଓଡ଼ିଶାରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ପଜିଟିଭ ମାମଲା । ଆଜି ଅର୍ଥାତ ସୋମବାର ପୁଣି ୨୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪କୁ ପହଞ୍ଚିଛି । ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟରୁ ସୂଚନା ମିଳିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୧୭ ଜଣ, ସୁନ୍ଦରଗଡରୁ ୨ ଓ ବୌଦ୍ଧରେ ଜଣେ ସାମିଲ ଥିବାର ସୂଚନା ମିଳିଛି । ଅନ୍ୟପକ୍ଷେ ଆଜି ସକାଳୁ ରାଜ୍ୟରେ ୧୪ କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲା । 

ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୧୭ ଜଣ, ସୁନ୍ଦରଗଡରୁ ୨ ଓ ବୌଦ୍ଧରେ ଜଣେ ସାମିଲ ଥିବାର ସୂଚନା ମିଳିଛି । ଏହାସହ ଆଜି ଏକ ଆଶ୍ୱସ୍ତିକର ଖବର ମିଳିଛି ଯେ ରାଜ୍ୟର ୧୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ଆଜି ସକାଳୁ ରାଜ୍ୟରେ ୧୪ କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲା । 

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୧୪ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥି ମଧ୍ୟରୁ ୩୨୬ଟି ସକ୍ରିୟ ମାମଲା ରହିଛି । ୮୫ ଜଣ କୋରୋନା ଆକ୍ରାନ୍ତ ମହାମାରୀ ଭାଇରସକୁ ମାତ୍ ଦେବାର ସଫଳ ହୋଇଛନ୍ତି । ଏହା ବ୍ୟତୀତ ୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

;