ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୩ କୋରୋନା ସଂକ୍ରମିତ

ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପକ୍ଷେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ମଧ୍ୟ କ୍ରମାଗତ ସୁଧାର ଘଟିଛି ।

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୩ କୋରୋନା ସଂକ୍ରମିତ

About the Author