ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ କୋରୋନା ସଂକ୍ରମିତ

ସମଗ୍ର ଭାରତ ସମେତ ଓଡ଼ିଶାରେ କୋରୋନା ଭାଇରସ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ କୋରୋନା ସଂକ୍ରମିତ ହେଉଛନ୍ତି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖହର ହେଉଛି ଯେ ପ୍ରତିଦିନ କିଛି କିଛି କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହେଉଛନ୍ତି । ଏହି କ୍ରମରେ ଓଡ଼ିଶାରେ

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ କୋରୋନା ସଂକ୍ରମିତ
Image Credit: ପ୍ରତୀକାତ୍ମକ ଫଟୋ

About the Author