ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ କୋରୋନା ସଂକ୍ରମିତ

ରାଜ୍ୟରେ ବର୍ତ୍ତମାନ ଯାଏ ୮୮୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ କୋରୋନା ସଂକ୍ରମିତ
Image Credit: ପ୍ରତୀକାତ୍ମକ ଫଟୋ

About the Author