ମାଡି ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବର୍ଷିବ!

ଆସନ୍ତା ୧୨ ଘଣ୍ଟାରେ ୪ ଜିଲ୍ଲା ଗଞ୍ଜମ, ପୁରୀ, କନ୍ଧମାଳ ଓ ଗଜପତିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ମାଡି ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବର୍ଷିବ!