ଅତୀତର ଭୁଲକୁ ଦୋହରାଅ ନାହିଁ, କାହିଁକି ଏମିତି କହିଲେ ବିଜୟ ?

ସରକାର ଯେଉଁ ଆଇଏଏସ ଅଧିକାରୀଙ୍କୁ ପଠାଉଛନ୍ତି, ଅଞ୍ଚଳ ଉପରେ ସେମାନଙ୍କ କିଛି ଜ୍ଞାନ ନାହିଁ । ଏଭଳି ସ୍ଥିତିରେ ଦକ୍ଷ ଲୋକଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

 ଅତୀତର ଭୁଲକୁ ଦୋହରାଅ ନାହିଁ, କାହିଁକି ଏମିତି କହିଲେ ବିଜୟ ?
Image Credit: ଫାଇଲ ଫଟୋ

About the Author