ଭୀମସାର କୋରୋନା ଟେଷ୍ଟିଂ ସେଣ୍ଟରରୁ ଲିକ୍ ହେଲା ଆକ୍ରାନ୍ତଙ୍କ ନାଁ

କୋଭିଡ-19 ନିୟମ ହିସାବରେ ଏହି ପରୀକ୍ଷା ଫଳକୁ କେବଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯିବ । ହେଲେ ବୁର୍ଲା ଭୀମସାର କୋଭିଡ ଟେଷ୍ଟିଙ୍ଗ ସେଣ୍ଟରରୁ ଭିସୁଟ କର୍ମଚାରୀଙ୍କ ନାଁ ସହିତ ପୋଜେଟିଭ ରିପୋର୍ଟ ଆସିଥିବା ଏକ ଲିଷ୍ଟ ଭାଇରାଲ ହୋଇଛି । ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ।

ଭୀମସାର କୋରୋନା ଟେଷ୍ଟିଂ ସେଣ୍ଟରରୁ ଲିକ୍ ହେଲା ଆକ୍ରାନ୍ତଙ୍କ ନାଁ

About the Author