ଉଗ୍ରରୂପୀ ‘ଆମ୍ଫାନ’

ଅବପାତ ରୂପ ନେଇସାରିଥିବା ବେଳେ ଶନିବାର ମଧ୍ୟାହ୍ନ ବେଳକୁ ଏହା ‘ସାମୁଦ୍ରିକ ବାତ୍ୟା’ ପାଲଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ଧାରଣ କରିବ । ଏହାପରେ ଏହା ସ୍ଥଳଭାଗରେ କେଉଁଆଡକୁ ମୁହାଇଁବ ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ ।

ଉଗ୍ରରୂପୀ ‘ଆମ୍ଫାନ’
Image Credit: ପ୍ରତୀକାତ୍ମକ ଫଟୋ

About the Author