ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

ପୂର୍ବ ତଟ ରେଳପଥ ଯଥା ସମୟରେ ସ୍କ୍ରାପ ଅପସାରଣ କରିବାରେ ସକ୍ରିୟ ପଦକ୍ଷେପ ନେଇ ଆସିଛି । ଲକଡାଉନ ଉଠି ଯିବା ପରେ ଜୁନ ୨୦୨୦ରେ ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ୍ ଅପସାରଣ ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି ।

ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍  ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

About the Author