ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

ଏହାକୁ ଦୄଷ୍ଟିରେ ରଖି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । ତେବେ ଏଥିରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁର କ୍ଷେତରାଜପୁର ରେଲଷ୍ଟେସନର ଲାଇସେନ୍ସ ପ୍ରାପ୍ତ କୁଲି । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁରର ପ୍ରାୟ ୫0 ଜଣ କୁଲି ।

ଲକ୍ ଡାଉନ୍ ଯୋଗୁଁ ରେଳବାଇ କୁଲିଙ୍କ ପେଟପାଟଣା ପ୍ରଭାବିତ

About the Author