ମାରିଆ ବ୍ରନିୟାସ; ଶତାୟୁ ମହିଳାଙ୍କ କୋରୋନା ବିଜୟ

ଜୈନିକା ୧୧୩ ବୃଦ୍ଧା ସ୍ପେନର ବୟଜ୍ୟେଷ୍ଠ ବୋଲି ବିଶ୍ୱାସ କରାଯାଏ । ହେଲେ ଏ ବୟସରେ ସେ କୋରୋନା ସହ ଯୁଝି ବିଜୟିନୀ ହୋଇଛନ୍ତି । ଏନେଇ ତଥ୍ୟ ଦେଇଛନ୍ତି ସ୍ପେନ ସରକାରୀ ଅଧିକାରୀ । ମାର୍ଚ୍ଚ ମାସରେ ଯେତେବେଳେ ସମଗ୍ର ସ୍ପେନରେ ଲକଡାଉନ୍ ଜାରି ରହିଥିଲା ସେତେବେଳେ ମାରିଆ ବ୍ରନିୟାସ କୋଭିଡ୍ ୧୯ରେ ସଂକ୍ରମିତ ହୋଇଥିଲେ ।

ମାରିଆ ବ୍ରନିୟାସ; ଶତାୟୁ ମହିଳାଙ୍କ କୋରୋନା ବିଜୟ

About the Author