ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ଖାତା ମୂଲ୍ୟାୟନ

ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ସହ ସାମାଜିକ ଦୂରତା ସହ ହାଣ୍ଡୱାସକୁ ଗୁରୁତ୍ବ ଦିଆଯାଇଛି । ଏହାସହ ହୋଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଇଛି ।

ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ଖାତା ମୂଲ୍ୟାୟନ

About the Author