ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ 'ବଳରାମ' ଯୋଜନା

ପ୍ରଥମ ପର୍ଯ୍ୟାୟରେ ସାଢେ ୩ ଲକ୍ଷ ଭାଗ ଚାଷୀଙ୍କ ପାଇଁ ଯୋଜନା କରୁଛନ୍ତି ସରକାର । ହେଲେ ଏହାର କାର୍ଯ୍ୟକାରୀତାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଥିବା ବେଳେ ଶାସକ ବିଜେଡ଼ି କହିଛି, କାଳିଆ ଭଳି ବଳରାମ ଯୋଜନା ବି ଚାଷୀଙ୍କ କାମରେ ଲାଗିବ ଏବଂ ରାଜ୍ୟର ଅର୍ଥନୀତି ସୁଦୃଢ ହେବ ।

ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ 'ବଳରାମ' ଯୋଜନା

About the Author