ଖୁସି ଫିକା କରିଦେଲା ଓମିକ୍ରନ, ରାଜ୍ୟ ସରକାର ଜାରି କଲେ କଟକଣା

ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ କଡ଼ାକଡ଼ି କଟକଣା ଜାରି କରିଛନ୍ତି। ଡିସେମ୍ବର ୨୬, ୩୧ ଓ ଜାନୁଆରୀ ୧ ଏବଂ ୨ ତାରିଖରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ।

ଖୁସି ଫିକା କରିଦେଲା ଓମିକ୍ରନ, ରାଜ୍ୟ ସରକାର ଜାରି କଲେ କଟକଣା

About the Author