ରାଜ୍ୟର ୪ ପ୍ରମୁଖ ଚିକିତ୍ସା ଅନୁଷ୍ଠାନରେ ଆରମ୍ଭ ହେବ ପ୍ଲାଜମା ଥେରାପି

ରାଜ୍ୟର ୪ ପ୍ରମୁଖ ଚିକିତ୍ସା ଅନୁଷ୍ଠାନରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ । ଅଗଷ୍ଟ ମାସ ପରେ ଏହି ସୁବିଧା ରୋଗୀଙ୍କୁ ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ କୋରୋନା ସଂକ୍ରମିତଙ୍କ ମନରେ ଏକ ନୂଆ ଆଶା ସଂଚାର ହୋଇଛି ।

ରାଜ୍ୟର ୪ ପ୍ରମୁଖ ଚିକିତ୍ସା ଅନୁଷ୍ଠାନରେ ଆରମ୍ଭ ହେବ ପ୍ଲାଜମା ଥେରାପି

About the Author