ସଂଗରୋଧ ଅବଧି ବଢ଼ାଇବା ସହ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ୱାବ ଟେଷ୍ଟ ପାଇଁ ଦାବି କଲେ ପ୍ରଦୀପ୍ତ ନାଏକ

ପୂର୍ବରୁ ସଂଗରୋଧ ଅବଧି ୧୪ ଦିନ ଥିବା ବେଳେ ବର୍ତ୍ତମାନ ତାହା ୭ ଦିନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ ସଂଗରୋଧ୍ ଅବଧି ବଢ଼ାଇବା ପାଇଁ ଦାବି କରିଛନ୍ତି ।

ସଂଗରୋଧ ଅବଧି ବଢ଼ାଇବା ସହ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ୱାବ ଟେଷ୍ଟ ପାଇଁ ଦାବି କଲେ ପ୍ରଦୀପ୍ତ ନାଏକ

About the Author