ଲକଡାଉନରେ ଅଟୋ ଚାଳକଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଅନ୍ୟପକ୍ଷେ ଏବେ ସ୍ୱତଃପ୍ରବୃତ ଭାବେ କିଛି ବ୍ୟକ୍ତି ଓ ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତ ପ୍ରଦାନ କରାଯାଇଛି । ଏଯାବତ ୬୦୦ ଚାଳକଙ୍କୁ ଅନଲାଇନରେ ଟଙ୍କା ପଠାଯାଇଥିବା ବେଳେ ଆଗାମୀ ଦିନରେ ଯୋଗ୍ୟ ବିବେଚିତ ଚାଳକ ମାନଙ୍କୁ ଟଙ୍କା ପ୍ରଦାନ କରାଯିବ ।

ଲକଡାଉନରେ ଅଟୋ ଚାଳକଙ୍କୁ ଆର୍ଥିକ ସହାୟତା ପ୍ରଦାନ

About the Author