Advertisement
Article Detail0/zeeodisha/odisha693739
Zee OdishaOdisha Khabarଖାତା ଦେଖା ବର୍ଜନ କରିବେ ଅଧ୍ୟାପକ !

ଖାତା ଦେଖା ବର୍ଜନ କରିବେ ଅଧ୍ୟାପକ !

କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣା, ଏହି ଦାବି ରଖିଲା ମିଳିତ ମଞ୍ଚ 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବଲାଙ୍ଗୀର ଲାଠୋର ଜୁନିୟର କଲେଜରେ ଅଧ୍ୟକ୍ଷଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା । ଅଭିଯୁକ୍ତଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରା ନ ଗଲେ ଖାତା ମୂଲ୍ୟାଙ୍କନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଦୁଇ ଆବାହକ ଗୋଲୋକ ନାୟକ ଓ ପବିତ୍ର ମାହଲା ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ସରପଞ୍ଚଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରିବାକୁ ସେମାନେ ଦାବି କରିଛନ୍ତି । 

fallback

Add Zee News as a Preferred Source

ଅନ୍ୟପଟେ ସ୍କୁଲ କଲେଜ ଶିକ୍ଷିକ ମିଳିତ ମଞ୍ଚର ଏହି ଦାବିକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଆକ୍ରମଣ କରିଥିବା ସରପଞ୍ଚଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

About the Author