ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାଇକୋ ଲେଡ଼ିକୁ ନେଇ ବଢୁଛି ସସ୍ପେନସ

ସମାଜସେବୀ ଆଦିତ୍ୟ ଦାଶ (Aditya Dash) ମୃତ୍ୟୁ ମାମଲାରେ ସାଇକୋ ଲେଡି (Psycho Lady) ପ୍ରସଙ୍ଗରେ ପୁଣି ଆସଛି ଟ୍ବିଷ୍ଟ । ଆଦିତ୍ୟଙ୍କ ବାପା ଗଣମାଧ୍ୟମ (Media) ଆଗରେ ସେହି ଅଦୃଶ୍ୟ ସାଇକୋ ଲେଡି କଥା ଉଠାଇବା ପରେ ଆଜି ମୁହଁ ଖୋଲିଛନ୍ତି ମୃତ ଆଦିତ୍ୟଙ୍କ ସହଯୋଗୀ ବିକାଶ ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାଇକୋ ଲେଡ଼ିକୁ ନେଇ ବଢୁଛି ସସ୍ପେନସ

About the Author