କେବେ ବସିବ ବିଧାନସଭା ? ଏମିତି କହିଲେ ବାଚସ୍ପତି...

ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ । କିଛି ବୈଠକ ବି ହୋଇଥିଲା । କିନ୍ତୁ ଗତକାଲି ସବୁ ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

କେବେ ବସିବ ବିଧାନସଭା ? ଏମିତି କହିଲେ ବାଚସ୍ପତି...
Image Credit: ଫାଇଲ ଫଟୋ

About the Author