ନିର୍ଦ୍ଦେଶ ସତ୍ତ୍ୱେ କାଲିଠୁ ରାଜ୍ୟରେ ଗଡିବନି ବସ୍

ସେପଟେ ଆସନ୍ତା କାଲି ୧୧ଟାରେ ଜୋନାଲ ମିଟିଂରେ ଆଲୋଚନା ହେବ । ଆସନ୍ତା ବୁଧବାର ସାରା ରାଜ୍ୟରେ ସଂଘମାନଙ୍କୁ ନେଇ ବୈଠକ ହେବ । ଏହି ବୈଠକ ପରେ ରାଜ୍ୟରେ ବସ ଚାଲିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଲେ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ।

ନିର୍ଦ୍ଦେଶ ସତ୍ତ୍ୱେ କାଲିଠୁ ରାଜ୍ୟରେ ଗଡିବନି ବସ୍

About the Author