ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲା ଭୁବନେଶ୍ୱରର ଇସ୍କନ ମନ୍ଦିର

ସେପଟେ ରାଜଧାନୀର ବିଭିନ୍ନ ଛୋଟବଡ ଜଗନ୍ନାଥ ମନ୍ଦିରରେ ବନ୍ଦ ରହିବ ଯାତ୍ରା । ପଟିଆ ଗଡ ଜଗନ୍ନାଥ ମନ୍ଦିର ହେଉ ଅବା ଶୌଳଶ୍ରୀ ବିହାର ଏବଂ ଆରସିଏମ ଓ ଜାଗମରା ଜଗନ୍ନାଥ ମନ୍ଦିର ସବୁଠି ସ୍ଥଗିତ ରହିବ ଚଳିତ ରଥଯାତ୍ରା ।

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲା ଭୁବନେଶ୍ୱରର ଇସ୍କନ ମନ୍ଦିର

About the Author