ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ

ଶରଧାବାଲିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ । ଯଜ୍ଞବେଦୀରୁ ବାହୁଡିବେ ରତ୍ନବେଦୀକୁ । ଆଉ ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ବାହୁଡା ନୀତିକାନ୍ତି । ହେଲେ ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ଆଜି ରଥଯାତ୍ରା ଇତିହାସରେ ସଂନ୍ଧ୍ୟା ଦର୍ଶନ କରିଛି ବିରଳ ରେକର୍ଡ । ଦିନ ୯ଟା ସୁଦ୍ଧା ସକାଳ ଧୂପ ସରିଥିବା ବେଳେ ଦିନ ୨ଟା ୨୫ ସୁଦ୍ଧା ସରିଗଲାଣୀ ସଂନ୍ଧ୍ୟା ଧୂପ ।

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ

About the Author