ଆଦିବାସୀ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗ ନାବାଳିକାଙ୍କ ମା' ୨୯ ତାରିଖ ସକାଳ ୫ଟା ସମୟରେ ଘର ବାହାର ପଟୁ ତାଲା ପକାଇ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଘର ପାଖର ଜଣେ ଯୁବକ ଏହି ଅବସରର ଫାଇଦା ନେଇ ଘରର ତାଲା ଭାଙ୍ଗି ଦୁଷ୍କର୍ମ କରିଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି ।

ଆଦିବାସୀ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ
Image Credit: ପ୍ରତୀକାତ୍ମକ ଫଟୋ

About the Author