• ରାଜ୍ୟରେ ଆଜି ୬୧୬୪ କରୋନା ପଜିଟିଭ୍ ଚିହ୍ନଟ
  • କ୍ୱାରେଣ୍ଟାଇନରୁ ୩୫୭୫ ଓ ଲୋକାଲ କଣ୍ଟାକ୍ଟରୁ ୨୫୮୯ ଜଣ ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧ ଶହ ୩୨ ପଜିଟିଭ ଚିହ୍ନଟ
  • ମହାରାଷ୍ଟ୍ରରେ ବେକାବୁ କୋରୋନା
  • ଆଜି ରାତି ୮ଟାରୁ ମେ ୧ ଯାଏ ରାଜ୍ୟ କଡ଼ା କଟକଣା
  • ବ୍ରେକ ଦି ଚେନ ଅଭିଯାନ ସମୟରେ ବିନା କାରଣରେ ଘରୁ ବାହାରିଲେ ୧୦ ହଜାର ଯାଏ ଜରିମାନା
  • କେବଳ ଜରୁରୀ ସେବା ଯୋଗାଣକାରୀ ଘରୋଇ ଗାଡ଼ିକୁ ମିଳିବ ଅନୁମତି
  • ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି
  • ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା
ପ୍ରତିଦିନ ମାତ୍ର ୧୮୦ ଟଙ୍କା ଜମା କରି ଜଣେ ହୋଇପାରିବେ କୋଟିପତି, ଏହାସହ ମିଳିବ ୪୦ ହଜାର ଟଙ୍କାର ପେନସନ୍‌

ପ୍ରତିଦିନ ମାତ୍ର ୧୮୦ ଟଙ୍କା ଜମା କରି ଜଣେ ହୋଇପାରିବେ କୋଟିପତି, ଏହାସହ ମିଳିବ ୪୦ ହଜାର ଟଙ୍କାର ପେନସନ୍‌

ଯଦି ଆପଣ ୨୫ ବର୍ଷ ବୟସରୁ ନିବେଶ ଆରମ୍ଭ କରିବେ ଓ ପ୍ରତି ମାସ ୫୪୦୦ ଟଙ୍କା NPS ରେ ଜମା କରିବେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ୨୨.୬୮ ଲକ୍ଷ ଟଙ୍କା ଜମା କରିସାରିଥିବେ । 

Apr 22, 2021, 02:31 PM IST
ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କାର ସେବନ, ଜାଣନ୍ତୁ ଏହାର ଲାଭ

ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କାର ସେବନ, ଜାଣନ୍ତୁ ଏହାର ଲାଭ

କଞ୍ଚା ଲଙ୍କାରେ ଭିଟାମିନ୍ ଏ, ବି, ସି ଏବଂ କିଛି ଲୌହ ମଧ୍ୟ ଥାଏ । ଭିଟାମିନ୍ ଏ ଆଖି ପାଇଁ ଭଲ ହୋଇଥାଏ ।

Apr 22, 2021, 01:12 PM IST
ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖି ବଡ଼ ଝଟକା ଦେଲା ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖି ବଡ଼ ଝଟକା ଦେଲା ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଗତ ସପ୍ତାହରେ ଆମେରିକାର ଅର୍ଥ ମନ୍ତ୍ରଣାଳୟ ଭାରତ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ମେକ୍ସିକୋ ସମେତ ୧୦ଟି ଅର୍ଥ ବ୍ୟବସ୍ଥାକୁ 'ମନିଟରିଂ ତାଲିକାରେ' ସ୍ଥାନିତ କରିଥିଲା । କୁହାଯାଇଥିଲା ଯେ ଏହି ଦେଶର ମୁଦ୍ରା ସଂଗ୍ରହ ଏବଂ ଅନ୍ୟାନ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।

Apr 22, 2021, 12:30 PM IST
ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ବୁଧବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୮୦୦ ଟଙ୍କାରେ ପହଞ୍ଚିଛି ।

Apr 22, 2021, 11:13 AM IST
ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ

ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ

 ଆମେରିକାରେ ଜାନୁଆରୀ ୮ରେ ଗୋଟିଏ ଦିନରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ରେକର୍ଡ କରାଯାଇଥିଲା ।

Apr 22, 2021, 10:14 AM IST
କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

ଡକ୍ଟର ଅଶୋକ କୁମାର ୱାଲିଆ ଲଗାତାର ଚାରି ଥର ବିଧାୟକ ରହିଥିଲେ । ସେ ଶୀଲା ଦୀକ୍ଷିତଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜମି ଏବଂ ନିର୍ମାଣ ବିଭାଗ ପରିଚାଳନା କରିଥିଲେ ।

Apr 22, 2021, 09:54 AM IST
CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ

CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ

ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।

Apr 22, 2021, 09:08 AM IST
Horoscope 22 April 2021: ଜାଣନ୍ତୁ ଆଜିର ରାଶିଫଳ, ତୁଳା ଓ କୁମ୍ଭ ରାଶି ପାଇଁ ଘାତବାର

Horoscope 22 April 2021: ଜାଣନ୍ତୁ ଆଜିର ରାଶିଫଳ, ତୁଳା ଓ କୁମ୍ଭ ରାଶି ପାଇଁ ଘାତବାର

ଜାଣନ୍ତୁ କଣ କହୁଛି ଆଜି ଆପଣଙ୍କ ଭାଗ୍ୟ

Apr 22, 2021, 07:00 AM IST
ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?

ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?

ନୂତନ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନଙ୍କୁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ସୁବିଧା ମିଳିପାରେ । ପ୍ରସ୍ତାବ ଅନୁଯାୟୀ ଯଦି କୌଣସି କର୍ମଚାରୀ ଚାରି ଦିନରେ ୪୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ତିନିଟି ଛୁଟି ଦିଆଯାଇପାରେ । 

Apr 21, 2021, 09:13 PM IST
୨୧ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

୨୧ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୨୧ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲା ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେଉଁଝର, ମୟୂରଭଂଜରେ ଘଡଘଡି ଓ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ୧୪ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ବିଜୁଳି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

Apr 21, 2021, 08:43 PM IST
ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?

ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?

ଏହା କୁହାଯାଉ ଯେ, ସରକାରଙ୍କ ତରଫରୁ କୁହାଯାଇଛି ଯେ ଜୁଲାଇ ୧ରୁ କର୍ମଚାରୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଏହା ପରେ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ।

Apr 21, 2021, 07:11 PM IST
କୋରୋନା କାଳ: ଭାରତରେ ୩ ଟି ରାଜ୍ୟରେ ଠାବ ହେଲା  'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍'

କୋରୋନା କାଳ: ଭାରତରେ ୩ ଟି ରାଜ୍ୟରେ ଠାବ ହେଲା 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍'

ପ୍ରତିଦିନ କୋଭିଡ -19 ସଙ୍କଟ ଗଭୀର ହେବା ସହ ଦେଶର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଉଛି। ଏହି ସମୟରେ, ଏକ ରିପୋର୍ଟ ଅନୁଯାୟୀ, ଭାରତର କିଛି ଅଞ୍ଚଳରେ 'ଟ୍ରିପଲ୍ ମ୍ୟୁଟେସନ୍ ଷ୍ଟ୍ରେନ୍' ଦେଖିବାକୁ ମିଳିଛି।

Apr 21, 2021, 06:43 PM IST
କୋରୋନା କାଳେ ୬ ରାଜ୍ୟରେ ବଡ଼ ସଙ୍କଟ ହେଲାଣି ଅମ୍ଳଜାନ ଅଭାବ

କୋରୋନା କାଳେ ୬ ରାଜ୍ୟରେ ବଡ଼ ସଙ୍କଟ ହେଲାଣି ଅମ୍ଳଜାନ ଅଭାବ

ରାଜ୍ୟର କିଛି କିଛି ହସ୍ପିଟାଲରେ ବେଡ୍ ନାହିଁ ତ କେଉଁଠି ଅମ୍ଳଜାନ ନାହିଁ ଯାହା ରୋଗଠାରୁ ବି ଅଧିକ ଆତଙ୍କ ଖେଳାଇଦେଇଛି । 

Apr 21, 2021, 05:51 PM IST
ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…

ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…

ଜାପାନର ଜଣାଶୁଣା ଆନ୍ତର୍ଜାତୀୟ ଏଜେନ୍ସି ନୋମୁରା ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଆର୍ଥିକ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୧୩.୫ ପ୍ରତିଶତରୁ ହ୍ରାସ କରି ୧୨.୬ ପ୍ରତିଶତ କରିଦେଇଛି ।

Apr 21, 2021, 05:38 PM IST
 କେମିତି ପାଇବେ ଭୁଲରେ Transfer ହୋଇଥିବା ଟଙ୍କା?

କେମିତି ପାଇବେ ଭୁଲରେ Transfer ହୋଇଥିବା ଟଙ୍କା?

ଆମମାନଙ୍କ ମଧ୍ୟରେ ଅନେକ ଅଛନ୍ତି ଯିଏ ତରବରିଆ ହୋଇ କାମ କରନ୍ତି। ଯଦି ଟଙ୍କା ପଇସା କାରବାର ବେଳେ ସେ ଏହିଭଳି ବ୍ୟବହାର କରନ୍ତି ତେବେ ଟଙ୍କା ଆଉ କାହା ଖାତାରେ ଯିବାର ସମ୍ଭାବନା ଅଛି। ବିଶେଷ କରି UPI ଟ୍ରାଂଜାକସନରେ ଟିକିଏ ଅସାବଧାନ ହେଲେ ଅନେକ କ୍ଷତି ଘଟେ।

Apr 21, 2021, 03:55 PM IST
ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଜମି ପାଇଁ ଘରେ ପଶି ଭକ୍ତଙ୍କୁ ହାଣିଲା ବାମୁରା !

ଦୀର୍ଘ ଦିନରୁ ଜମିବାଡିକୁ ନେଇ ତୁମୁଡିବନ୍ଧ ଅନ୍ତର୍ଗତ ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ବିବାଦ (Land Dispute) ଲାଗିରହିଥିଲ। ଆଜି ସକାଳେ ଭକ୍ତ ଘରେ ପଶି ବାମୁରା ଏକ କଟୁରୀରେ ତାଙ୍କ ବେକକୁ ହାଣି (Murder) ଦେଇଥିଲା।

Apr 21, 2021, 03:16 PM IST
ସ୍ୱଳ୍ପ ଆୟକାରୀଙ୍କ ପାଇଁ LIC ର ଶସ୍ତା ପ୍ଲାନ୍, ମାସକୁ ୫୦୦ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କା

ସ୍ୱଳ୍ପ ଆୟକାରୀଙ୍କ ପାଇଁ LIC ର ଶସ୍ତା ପ୍ଲାନ୍, ମାସକୁ ୫୦୦ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କା

ଏହି ପଲିସି କେବଳ ପୁରୁଷମାନଙ୍କ ପାଇଁ କିନ୍ତୁ ଯଦି ମହିଳାମାନେ କମ୍ ଟଙ୍କା ସହିତ ସମାନ ପଲିସି ଆପଣାଇବାକୁ ଚାହାଁନ୍ତି, ତେବେ ସେମାନଙ୍କ ପାଇଁ  ଆଧାରଶୀଳା ପଲିସି ରହିଛି । ଆଧାର ସ୍ତମ୍ଭ ପଲିସି ଛୋଟ ଏବଂ ସ୍ୱଳ୍ପ ଆୟ କରୁଥିବା ଲୋକଙ୍କୁ ଧ୍ୟାନରେ ରଖି ପରିକଳ୍ପନା କରାଯାଇଛି । 

Apr 21, 2021, 03:05 PM IST
କାହାକୁ କେତେ ଟଙ୍କାରେ ମିଳିବ କୋରୋନା ଟିକା?

କାହାକୁ କେତେ ଟଙ୍କାରେ ମିଳିବ କୋରୋନା ଟିକା?

ବଜାରରେ ଚାଲିଥିବା କୋରୋନା ଟିକା (Corona Vaccine) କୁ ନେଇ ପ୍ରତିଯୋଗିତା ଚାଲିଛି। ଆଉ ଏହି ପ୍ରିତିଯୋଗୀତାର ଆଗରେ ଥିବା SII ଶେଷରେ Covishieldର ସରକାରୀ ମୂଲ୍ୟ ଘୋଷଣା କରିଛି। ଅର୍ଥ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟକୁ କମ୍ପାନୀ ସ୍ୱାଗତ କରିଛି।

Apr 21, 2021, 02:40 PM IST
କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ପୂର୍ବୋତ୍ତର ରେଳୱେ (North Eastern Railway) ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂଙ୍କ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି । 

Apr 21, 2021, 01:37 PM IST
ବଦଳିଲା ବ୍ୟାଙ୍କର କାର୍ଯ୍ୟ ନିର୍ଘଣ୍ଟ, ବ୍ରାଞ୍ଚ ଯିବା ପୂର୍ବରୁ ଜଣାନ୍ତୁ ଏହି କଥା

ବଦଳିଲା ବ୍ୟାଙ୍କର କାର୍ଯ୍ୟ ନିର୍ଘଣ୍ଟ, ବ୍ରାଞ୍ଚ ଯିବା ପୂର୍ବରୁ ଜଣାନ୍ତୁ ଏହି କଥା

SLBS (UP) ହେଉଛି ବ୍ୟାଙ୍କଗୁଡ଼ିକର ପାରସ୍ପରିକ ସମନ୍ୱୟକାରୀ ସଂସ୍ଥା। ଏହାର ସମୟ ସମୟରେ ଏହାର ସଂଯୋଜକ ବଦଳୁଥାନ୍ତି। ବର୍ତ୍ତମାନ, ବ୍ୟାଙ୍କ ଅଫ୍ ବରୋଦା, ଉତ୍ତର ପ୍ରଦେଶରେ SLBSର ସଂଯୋଜକ ଅଛି। ଆଉ କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ ନେଇ ବ୍ୟାଙ୍କ ଅଫ୍ ବରୋଦା ହିଁ ସର୍କୁଲାର ଜାରି କରିଛି। 

Apr 21, 2021, 12:54 PM IST