ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ମୃତ ଯୁବକ ଜଣକ ହେଲେ ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ସେ ନିଖୋଜ ଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
Image Credit: ପ୍ରତୀକାତ୍ମକ ଫଟୋ

About the Author