Advertisement
Article Detail0/zeeodisha/odisha661621
Zee OdishaOther NewsCoronavirus Live: ମତ୍ୟୁ ସଂଖ୍ୟା ୪୨ ହଜାର ଟପିଲା

Coronavirus Live: ମତ୍ୟୁ ସଂଖ୍ୟା ୪୨ ହଜାର ଟପିଲା

ପରିସଂଖ୍ୟାନ ଅନୁଯାୟୀ, ଏହି ମାରାତ୍ମକ ରୋଗ ହେତୁ ଦେଶରେ କୋରୋନା ଆାକ୍ରାନ୍ତଙ୍କ ସଂଖ୍ୟା ୧୩୯୭କୁ ବୃଦ୍ଧି ପାଇଛି।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କରୋନାଭାଇରସ୍ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି। ପରିସଂଖ୍ୟାନ ଅନୁଯାୟୀ, ଏହି ମାରାତ୍ମକ ରୋଗ ହେତୁ ଦେଶରେ କୋରୋନା ଆାକ୍ରାନ୍ତଙ୍କ ସଂଖ୍ୟା ୧୩୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୪ ରୋଗୀ ଆରୋଗ୍ୟ ହୋଇଛନ୍ତି।

ଅପଡେଟ ଖବର-

  • ବିହାରରେ ୫ ନୂଆ ମାମଲା ସାମନାକୁ ଆସିଛି । 
  • ଦିଲ୍ଲୀ ପୋଲିସ ତବଲିଗୀ ଜାମାତରେ ଏଫଆଇଆର ପଞ୍ଜିକରଣ କରିଛି । ମୌଲାନା ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । 
  • ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୬ ହଜାରକୁ ବୃଦ୍ଧି ପାଇଛି । ସେହିପରି ୪୨ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । 
  • କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାରରେ ପହଞ୍ଚିଛି । 
Add Zee News as a Preferred Source
About the Author